Jump to content

ବ୍ରିମୋନିଡାଇନ

ଉଇକିପିଡ଼ିଆ‌ରୁ
ବ୍ରିମୋନିଡାଇନ
Clinical data
Pronunciation/brɪˈmnɪdn/ bri-MOH-nid-een
Trade namesAlphagan, Mirvaso, Lumify, others
AHFS/Drugs.comTopical: monograph
Eye: monograph
MedlinePlusa601232
data
Pregnancy
category
  • AU: B3
  • US: B (No risk in non-human studies)
    Routes of
    administration
    topical (eye drop, gel)
    Legal status
    Legal status
    Pharmacokinetic data
    MetabolismPrimarily liver
    Elimination half-life3 hours (ocular), 12 hours (topical)
    Identifiers
    • 5-Bromo-N-(4,5-dihydro-1H-imidazol-2-yl) quinoxalin-6-amine
    ECHA InfoCard100.149.042 Edit this at Wikidata
    Chemical and physical data
    FormulaC11H10BrN5
    Molar mass292.135
    3D model (JSmol)
    Melting point252 °C (486 °F)
    • Brc2c1nccnc1ccc2N/C3=N/CCN3
    • InChI=1S/C11H10BrN5/c12-9-7(17-11-15-5-6-16-11)1-2-8-10(9)14-4-3-13-8/h1-4H,5-6H2,(H2,15,16,17) checkY
    • Key:XYLJNLCSTIOKRM-UHFFFAOYSA-N checkY
      (verify)

    ବ୍ରିମୋନିଡାଇନ ଏକ ଔଷଧ ଯାହା ଓପନ୍ ଆଙ୍ଗଲ୍ ଗ୍ଲୁକୋମା, ଚକ୍ଷୁ ଉଚ୍ଚ ରକ୍ତଚାପ ଏବଂ ରୋଜେସା ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବ‌ହୃତ ହୁଏ | [] [] ରୋଜେସାରେ ଏହା ଲାଲ ରଙ୍ଗର ଉନ୍ନତି କରିଥାଏ | [] ଏହା ଆଖି ବୁନ୍ଦା ଆକାରରେ କିମ୍ବା ଚର୍ମରେ ପ୍ରୟୋଗ କରାଯାଏ | [] []

    ଆଖିରେ ବ୍ୟବହୃତ ହେଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁ, ଲାଲ ରଙ୍ଗ ଏବଂ ଶୁଖିଲା ପାଟି ହୋଇପାରେ |[] ଚର୍ମରେ ବ୍ୟବହୃତ ହେଉଥିଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଲାଲ ରଙ୍ଗ, ଜ୍ୱାଳା ଏବଂ ମୁଣ୍ଡବିନ୍ଧା ହୋଇପାରେ | [] ଅଧିକ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଏବଂ ନିମ୍ନ ରକ୍ତଚାପ ହୋଇପାରେ | [] [] ଗର୍ଭାବସ୍ଥାରେ ବ୍ୟବହାର ନିରାପଦ ମନେହୁଏ | [] [] ଆଖିରେ ପ୍ରୟୋଗ କଲେ ଆଖି ଭିତରେ ନିର୍ଗତ ହେଉଥିବା ଆକ୍ୱିଅସ ହ୍ୟୁମର ପରିମାଣକୁ ହ୍ରାସ କରିବା ସହିତ ଏଠାରୁ ଜଳୀୟ ପଦାର୍ଥ ନିର୍ଗତ ପରିମାଣକୁ ବୃଦ୍ଧି କରି କାର୍ଯ୍ୟକ୍ଷମ ହୁଏ | [] ଚର୍ମରେ ପ୍ରୟୋଗ କଲେ ଏହା ରକ୍ତ ନଳୀକୁ ସଂକୋଚନ କରି କାର୍ଯ୍ୟକ୍ଷମ ହୁଏ | []

    ୧୯୭୨ ମସିହାରେ ବ୍ରିମୋନିଡାଇନ ପେଟେଣ୍ଟ ହୋଇଥିଲା ଏବଂ ୧୯୬୬ ମସିହାରେ ଡାକ୍ତରୀ ବ୍ୟବହାରରେ ଆସିଥିଲା |[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [] ଯୁକ୍ତରାଜ୍ୟରେ ୨୦୧୯ ସୁଦ୍ଧା ଗୋଟିଏ ମିଲିଲିଟର ଔଷଧ ପାଇଁ ଏନଏଚଏସକୁ ୧.୧୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼େ । [] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୦.୬୦ ଡଲାର ଅଟେ। [] ୨୦୧୭ ମସିହାରେ ଏହା ଯୁକ୍ତରାଷ୍ଟ୍ରରେ ୧୬୭ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ତିନି ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [] [୧୦]

    1. 1 2 "Brimonidine Tartrate eent Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 17 March 2019.
    2. 1 2 "Brimonidine Tartrate topical Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 17 March 2019.
    3. 1 2 3 4 5 "Brimonidine Tartrate topical Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 17 March 2019.
    4. 1 2 3 4 "Brimonidine Tartrate eent Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 17 March 2019.
    5. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 550. ISBN 9783527607495.
    6. British national formulary : BNF 76 (76 ed.). Pharmaceutical Press. 2018. p. 1153. ISBN 9780857113382.
    7. British national formulary : BNF 76 (76 ed.). Pharmaceutical Press. 2018. p. 1153. ISBN 9780857113382.
    8. "NADAC as of 2019-02-27". Centers for Medicare and Medicaid Services. Archived from the original on 2019-03-06. Retrieved 3 March 2019.
    9. "The Top 300 of 2020". ClinCalc. Retrieved 11 April 2020.
    10. "Brimonidine Tartrate - Drug Usage Statistics". ClinCalc. Archived from the original on 26 February 2021. Retrieved 11 April 2020.