ବେଟ୍ଟିଆଃ
ଦେଖଣା
Bettiah
बेतिया | |
|---|---|
City | |
Shiv Temple and Sagar Pokhra | |
| Country | |
| State | Bihar |
| District | West Champaran |
| Elevation | 65 m (213 ft) |
| Population (2011) | |
| • Total | ୧,୩୨,୨୦୯ |
| Languages | |
| • Official | Bhojpuri, Hindi, English |
| Time zone | UTC+5:30 (IST) |
| PIN | 845438 |
| Telephone code | 06254 |
| Sex ratio | 53% male : 47% female ♂/♀ |
| Lok Sabha constituency | Paschim Champaran |
| Vidhan Sabha constituency | Bettiah |
| Website | westchamparan |
ବେଟ୍ଟିଆଃ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ବିହାରର ପଶ୍ଚିମ୍ ଚମ୍ପରନ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ବେଟ୍ଟିଆଃ ୨୬.୮୦୨୪ ଉତ୍ତର ଅକ୍ଷାଂଶ ଓ ୮୪.୪୯୮୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୧୩ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବେଟ୍ଟିଆଃ ସହରର ମୋଟ ଜନସଂଖ୍ୟା ୧୧୬୬୯୨ ଅଟେ ।[୨] ସେଥି ମଧ୍ୟରୁ ୫୨.୯୬% ଜଣ ପରୁଷ ହୋଇଥିବା ବେଳେ ୪୭.୦୪% ଜଣ ନାରୀ ଅଟନ୍ତି । ବେଟ୍ଟିଆଃର ସାକ୍ଷରତା ହାର ୬୪.୫୧% ଅଟେ । ଏହା ଜାତୀୟ ହାରଠାରୁ ୦.୩୩% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୭.୪୭% ପ୍ରତିଶତ ପୁରୁଷ ଓ ୨୭.୦୫% ନାରୀ ଅଟନ୍ତି । ୧୬.୫୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ବେଟ୍ଟିଆଃର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.