ବୁଟାଲବିଟାଲ/ଆସେଟାମିନୋଫେନ

ଉଇକିପିଡ଼ିଆ‌ରୁ
ବୁଟାଲବିଟାଲ/ଆସେଟାମିନୋଫେନ
A bottle of butalbital/acetaminophen
Combination of
ButalbitalBarbiturate
AcetaminophenMiscellaneous analgesic
CaffeineXanthine
Clinical data
Trade namesAllzital, Butapap, Fioricet, others
AHFS/Drugs.com
MedlinePlusa601009
data
Pregnancy
category
  • US: C (Risk not ruled out) [୧]
Routes of
administration
By mouth
Legal status
Legal status

ବୁଟାଲବିଟାଲ/ଆସେଟାମିନୋଫେନ ଏକ ଔଷଧ ମିଶ୍ରଣ (ବ୍ୟବସାୟୀକ ନାମ ବୁଟାପାପ୍) ଯାହା ଚାପଗ୍ରସ୍ତ ମୁଣ୍ଡବିନ୍ଧା ଏବଂ ଅଧକପାଳି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୨] [୩] [୪] ଏଥିରେ ବୁଟାଲବିଟାଲ ନାମକ ଏହ ବାର୍ବିଚୁରେଟ ଏବଂ ପାରାସେଟାମୋଲ (ଆସେଟାମିନୋଫେନ୍) ଭଳି ଯନ୍ତ୍ରଣା ନିବାରକ ଔଷଧ ଥାଏ ।[୫] ଏହା ସ‌ହିତ କଫିନ ମିଶ୍ରଣ ଥିବା ଔଷଧ ମଧ୍ୟ ମିଳେ ଯାହାର ନାମ ଫାୟରିସେଟ | [୬] ଏହା ପାଟିରେ ଦିଆଯାଏ | [୫] [୭] କୋଡ଼ିନ ସହିତ ଏକ ମିଶ୍ରଣ ମଧ୍ୟ ବିକ୍ରି ହୁଏ | [୮]

ସବୁଠାରୁ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ମୁଣ୍ଡ ବୁଲାଇବା, ଶ୍ୱାସକ୍ରିୟାରେ ଅସୁବିଧା ଏବଂ ପେଟ ଯନ୍ତ୍ରଣା ହୋଇପାରେ | [୩] ଅନ୍ୟାନ୍ୟ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଦ୍ୱନ୍ଦ୍ୱ, ନିଶାଗ୍ରସ୍ତ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ | [୫] ବାରମ୍ବାର ବ୍ୟବହାର କଲେ ଔଷଧ ଅତିବ୍ୟବ‌ହାର ମୁଣ୍ଡ ବିନ୍ଧା ହୋଇପାରେ | [୯] ଦୀର୍ଘକାଳୀନ ବ୍ୟବହାର ପରେ ହଟାତ୍ ବନ୍ଦ ବନ୍ଦ କରିଦେଲେ ବାର୍ବିଚୁରେଟ ପ୍ରତ୍ୟାହାର ହୋଇପାରେ । [୧୦] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର ସାଧାରଣତଃ ସୁପାରିଶ କରାଯାଏ ନାହିଁ | [୧୧]

୧୯୮୪ ମସିହାର ଯୁକ୍ତରାଷ୍ଟ୍ରରେ ଏହି ମିଶ୍ରଣକୁ ଚିକିତ୍ସାରେ ବ୍ୟବହାର କରିବା ପାଇଁ ଅନୁମୋଦନ କରାଯାଇଥିଲା | [୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୬] ଯୁକ୍ତରାଷ୍ଟ୍ରରେ ଏହାର ହୋଲସେଲ ମୂଲ୍ୟ ୨୦୧୯ ସୁଦ୍ଧା ପ୍ରାୟ ୧.୨୦ ଡଲାର ଥିଲା । [୧୨] ୨୦୧୭ ମସିହାରେ ଏହା ଯୁକ୍ତରାଷ୍ଟ୍ରରେ ୧୮୭ତମ ସାଧାରଣ ପ୍ରସକ୍ରିପସନ ଔଷଧ ଥିଲା, ଯେଉଁଥିରେ ତିନି ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [୧୩] [୧୪] ଯୁକ୍ତରାଷ୍ଟ୍ରର କେତେକ ରାଜ୍ୟରେ ଏହା ଏକ ନିୟନ୍ତ୍ରିତ ଔଷଧ, [୧୫] କିନ୍ତୁ ଫେଡେରାଲରେ ନୁହେଁ | [୪] [୧୬] [୧୭] ଅନେକ ୟୁରୋପୀୟ ଦେଶରେ ଏହା ନିଷେଧାତ୍ମକ ଔଷଧ | [୧୦]

ଆଧାର[ସମ୍ପାଦନା]

  1. "Acetaminophen / butalbital Use During Pregnancy". Drugs.com. 27 August 2018. Retrieved 10 April 2020.
  2. "Butapap- butalbital and acetaminophen tablet". DailyMed. 17 January 2020. Retrieved 10 April 2020.
  3. ୩.୦ ୩.୧ ୩.୨ "Butalbital and Acetaminophen - FDA prescribing information, side effects and uses". Drugs.com. Retrieved 18 April 2019.
  4. ୪.୦ ୪.୧ "Fioricet Capsules (acetaminophen/butalbital/caffeine)". Prescribers' Digital Reference. Retrieved 18 April 2019.
  5. ୫.୦ ୫.୧ ୫.୨ "Butalbital and Acetaminophen - FDA prescribing information, side effects and uses". Drugs.com. Retrieved 18 April 2019.
  6. ୬.୦ ୬.୧ Hamilton, Richard J (2009). Pharmacopoeia. Jones & Bartlett Learning. p. 3. ISBN 9780763774196.
  7. "Fioricet- butalbital, acetaminophen, and caffeine capsule". DailyMed. 27 January 2020. Retrieved 10 April 2020.
  8. "Fioricet with Codeine- butalbital, acetaminophen, caffeine, and codeine phosphate capsule". DailyMed. 7 February 2020. Retrieved 10 April 2020.
  9. Woo, Teri Moser; Robinson, Marylou V. (2015). Pharmacotherapeutics For Advanced Practice Nurse Prescribers. F.A. Davis. p. 1057. ISBN 9780803645813.
  10. ୧୦.୦ ୧୦.୧ Young WB, Siow HC (April 2002). "Should butalbital-containing analgesics be banned? Yes". Current Pain and Headache Reports. 6 (2): 151–5. doi:10.1007/s11916-002-0012-y. PMID 11872187.
  11. "Acetaminophen / butalbital Use During Pregnancy". Drugs.com. Retrieved 18 April 2019.
  12. "NADAC as of 2019-02-27". Centers for Medicare and Medicaid Services. Archived from the original on 2019-03-06. Retrieved 3 March 2019.
  13. "The Top 300 of 2020". ClinCalc. Retrieved 11 April 2020.
  14. "Acetaminophen; Butalbital - Drug Usage Statistics". ClinCalc. Retrieved 11 April 2020.
  15. "Allzital- butalbital and acetaminophen tablet". DailyMed. 17 December 2019. Retrieved 18 April 2020.
  16. "West Virginia Board of Pharmacy" (PDF). Retrieved 8 June 2019.
  17. "Butalbital". Drugs Details. Retrieved 18 April 2020.