ବୀରଭଦ୍ର ବିଦ୍ୟାପୀଠ, କାକଟପୁର

ଉଇକିପିଡ଼ିଆ ରୁ
Jump to navigation Jump to search

ବିରଭଦ୍ର ବିଦ୍ୟାପୀଠ , ପୁରୀ ଜିଲ୍ଲାର କାକଟପୁର ପଂଚାୟତ ସମିତି ଅଧିନସ୍ଥ ବାଙ୍ଗୁରୀଗାଁଠାରେ ଥିବା ଏକ ଊଚ ବିଦ୍ୟାଳୟ। ଏହା ବାଙ୍ଗୁରୀଗାଁର ପୂର୍ବତନ ଜମିଦାର ତଥା ସମାଜସେବୀ ବିରଭଦ୍ରଙ୍କ ନାମରେ ନାମିତ ହୋଇଅଛି। ଏହା ୧୯୬୨ ମସିହାରେ ପ୍ରତିଷ୍ଟା ହୋଇଥିଲା । ଏଠାରେ ଅଷ୍ଟମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ରହିଅଛି।[୧] ଏହା ପୁରୀ ଠାରୁ ୫୪ କିଲୋମିଟର ଓ କାକଟପୁର ଠାରୁ ୭ କିଲୋମିଟର ପରେ ଅବସ୍ଥିତ। ଏଠାରେ ପ୍ରାୟ ୧୨ଟି ଗ୍ରାମର ପିଲା ଅଧୟନ କରିଥାନ୍ତି। ଏକ ଉଚ୍ଚ ମାନର ବିଦ୍ୟାଳୟ ଭାବରେ ଏହାର ନାମ ରହିଅଛି।

ଆଧାର[ସମ୍ପାଦନା]