ବୀରଭଦ୍ର ବିଦ୍ୟାପୀଠ, କାକଟପୁର

ଉଇକିପିଡ଼ିଆ‌ରୁ

ବିରଭଦ୍ର ବିଦ୍ୟାପୀଠ , ପୁରୀ ଜିଲ୍ଲାର କାକଟପୁର ପଂଚାୟତ ସମିତି ଅଧିନସ୍ଥ ବାଙ୍ଗୁରୀଗାଁଠାରେ ଥିବା ଏକ ଊଚ ବିଦ୍ୟାଳୟ। ଏହା ବାଙ୍ଗୁରୀଗାଁର ପୂର୍ବତନ ଜମିଦାର ତଥା ସମାଜସେବୀ ବିରଭଦ୍ରଙ୍କ ନାମରେ ନାମିତ ହୋଇଛି। ଏହା ୧୯୬୨ ମସିହାରେ ପ୍ରତିଷ୍ଟା ହୋଇଥିଲା । ଏଠାରେ ଅଷ୍ଟମ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ରହିଛି।[୧] ଏହା ପୁରୀଠାରୁ ୫୪ କିଲୋମିଟର ଓ କାକଟପୁରଠାରୁ ୭ କିଲୋମିଟର ପରେ ଅବସ୍ଥିତ। ଏଠାରେ ପ୍ରାୟ ୧୨ଟି ଗ୍ରାମର ପିଲା ଅଧୟନ କରିଥାନ୍ତି। ଏକ ଉଚ୍ଚ ମାନର ବିଦ୍ୟାଳୟ ଭାବରେ ଏହାର ନାମ ରହିଛି।

ଆଧାର[ସମ୍ପାଦନା]