"ବସନ୍ତ ମଞ୍ଜରୀ ଦେବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Jump to navigation Jump to search
ଜୀବନୀ
(ଜୀବନୀ)
| religion = [[ହିନ୍ଦୁ]]
| spouse = [[ଯୁବରାଜ ଶ୍ରୀ ବିରଞ୍ଚି ନାରାୟଣ ସିଂଦେଓ ବାହାଦୁର]] (ବି: ୧୯୨୮)
| children = ବ୍ରଜେନ୍ଦ୍ର ଚନ୍ଦ୍ର ସିଂହଦେଓ
| children =
| website =
| footnotes =
|nationality=ଭାରତୀୟ}}
 
ବସନ୍ତ ମଞ୍ଜରୀ ଦେବୀ, ଥିଲେ [[ଓଡ଼ିଶା]]ର ପ୍ରଥମ ମହିଳା ମନ୍ତ୍ରୀ ।<ref>[http://members.iinet.net.au/~royalty/ips/r/ranpur.html], RANPUR (Princely State)</ref> ୧୯୫୨ ମସିହାରେ [[ନବକୃଷ୍ଣ ଚୌଧୁରୀ]]ଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଗଠିତ ଓଡ଼ିଶା ମନ୍ତ୍ରୀମଣ୍ଡଳରେ ସେ ସ୍ୱାସ୍ଥବିଭାଗର ଉପମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ବସନ୍ତ ମଞ୍ଜରୀ ଦେବୀ, ପ୍ରଥମ ମହିଳା ଭାବେ ରାଜ୍ୟର ମନ୍ତ୍ରୀମଣ୍ଡଳରେ ଅନ୍ତର୍ଭୁକ୍ତ ଥିଲେ ।<ref>[http://members.iinet.net.au/~royalty/ips/r/ranpur.html], RANPUR (Princely State)</ref> ସେ ରଣପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।<ref>[http://www.odishahelpline.com/Profile-of-Late-Basant-Manjari-Devi-of-RANPUR-constituency-985.html], Late Basant Manjari Devi | MLA Profile</ref> ସେ ରଣପୁରର ରାଜମାତା ହିସାବରେ ରାଜନୀତିରେ ପ୍ରବେଶ କରିଥିଲେ ଓ ୧୯୫୨, ୬୧ରେ ଦୁଇଟି ପର୍ଯ୍ୟୟରେ କାର୍ଯ୍ୟ କରିଥିଲେ । ସେ ୨୦ ଫେବୃଆରୀ ୧୯୫୨ରୁ ୬ ଅପ୍ରେଲ୍ ୧୯୫୭ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗର ଅଧସ୍ତନ ମନ୍ତ୍ରୀ ଥିଲେ ଓ ୨୭ ଅପ୍ରେଲ୍ ୧୯୫୭ରୁ ୨୨ ମଇ ୧୯୫୯ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ଥିଲେ । ତାଙ୍କ ନାମରେ ଚନ୍ଦପୁରଠାରେ ଏକ ଯକ୍ଷ୍ମା ଚିକିତ୍ସାଳୟ ଅଛି ।<ref>[http://www.indianrajputs.com/view/nilgiri], Nilgiri Princely State</ref>
 
==ଜୀବନୀ==
ବସନ୍ତ ମଞ୍ଜରୀ ଦେବୀ, ପ୍ରଥମ୧୯୦୦ ମହିଳାମସିହାରେ ଭାବେନୀଳଗିରିର ରାଜ୍ୟରରାଜା ମନ୍ତ୍ରୀମଣ୍ଡଳରେ''ଶ୍ୟାମଚନ୍ଦ୍ର ଅନ୍ତର୍ଭୁକ୍ତମର୍ଦରାଜ ଥିଲେହରିଚନ୍ଦନଙ୍କ'' କନ୍ୟାଭାବରେ ଜନ୍ମଗ୍ରହଣ କରିଥିଲେ । ୧୯୨୮ମସିହାରେ ସେ ରଣପୁରର ଯୁବରାଜ ବିରଞ୍ଚି ନାରାୟଣ ସିଂହଦେଓଙ୍କୁ ବିବାହ କରିଥିଲେ । ୧୯୪୫ରେ ତାଙ୍କ ପୁତ୍ର ''ବ୍ରଜେନ୍ଦ୍ର ଚନ୍ଦ୍ର ସିଂହଦେଓ'' ରଣପୁରର ରାଜା ଭାବରେ ଅଭିଷିକ୍ତ ହେବାପରେ, ବସନ୍ତ ମଞ୍ଜରି ରାଜମାତାର ମର୍ଯ୍ୟଦା ପାଇଥିଲେ ।<ref>[{{cite news |title=ଭୋଟ ପେଡ଼ିର ପୁରୁଣା କଥା |url=http://memberssambadepaper.iinet.net.aucom/~royalty/ipsDetails.aspx?id=602903&boxid=23419335 |accessdate=30 April 2019 |issue=ସମ୍ବାଦ ୩୦/r୦୪/ranpur.html],୨୦୧୯ RANPURଭୁବନେଶ୍ୱର (Princelyସଂସ୍କରଣ State)ପୃଷ୍ଠା ୨ |publisher=ଇଷ୍ଟର୍ଣ୍ଣ ମିଡ଼ିଆ}}</ref> ୧୯୫୨ ନିର୍ବାଚନରେ ସେ କଂଗ୍ରେସ ଟିକେଟରୁ [[ରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀରୁମଣ୍ଡଳୀ)|ରଣପୁରରୁ]] ଲଢି ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।<ref>[http://www.odishahelpline.com/Profile-of-Late-Basant-Manjari-Devi-of-RANPUR-constituency-985.html], Late Basant Manjari Devi | MLA Profile</ref> ସେ ରଣପୁରର ରାଜମାତା ହିସାବରେ ରାଜନୀତିରେ ପ୍ରବେଶ କରିଥିଲେ ଓ ୧୯୫୨, ୬୧ରେ ଦୁଇଟିବିଧାନସଭାକୁ ପର୍ଯ୍ୟୟରେନିର୍ବାଚିତ କାର୍ଯ୍ୟ କରିଥିଲେହୋଇଥିଲେ । ସେ ୨୦ ଫେବୃଆରୀ ୧୯୫୨ରୁ ୬ ଅପ୍ରେଲ୍ ୧୯୫୭ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗର ଅଧସ୍ତନ ମନ୍ତ୍ରୀ ଥିଲେ ଓ ୨୭ ଅପ୍ରେଲ୍ ୧୯୫୭ରୁ ୨୨ ମଇ ୧୯୫୯ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ଥିଲେ । ତାଙ୍କ ନାମରେ ଚନ୍ଦପୁରଠାରେ ଏକ ଯକ୍ଷ୍ମା ଚିକିତ୍ସାଳୟ ଅଛି ।<ref>[http://www.indianrajputs.com/view/nilgiri], Nilgiri Princely State</ref>
 
==ଆଧାର==
୫,୪୩୨

ଗୋଟି ସମ୍ପାଦନା

ଦିଗବାରେଣି ମେନୁ