ପଦ୍ମ ଫୁଲ
ଦେଖଣା
ପଦ୍ମ ଫୁଲ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଗଣ: | Proteales |
କୁଳ: | Nelumbonaceae |
ପ୍ରଜାତି: | Nelumbo |
ଜାତି: | N. nucifera |
ବାଇନୋମିଆଲ ନାମ | |
Nelumbo nucifera | |
Synonyms | |
|
ଫୁଲ ମଧ୍ୟରେ ପବିତ୍ର ଓ ଶ୍ରଦ୍ଧାର ପ୍ରତିକ ପଦ୍ମ।ଏହା ନେଲୁମ୍ବୋ ପ୍ରଜାତିର ଓ ନେଲୁମ୍ବନାସି ପରିବାର ଅନ୍ତର୍ଭୁକ୍ତ।ଓଡିଶାରେ ଏହା ସାଧାରଣତଃ ପୋଖରୀ ମାନଙ୍କରେ ଦେଖାଯାଇଥାଏ।ପଦ୍ମର ମୂଳଜନ୍ମ ଭିଏତନାମା ଓ ଆଫଗାନିସ୍ଥାନରୁ ବୋଲି କୁହାଯାଏ।ପଦ୍ମ କୁ ଭାରତର ଜାତୀୟ ଫୁଲ ଭାବେ ଗ୍ରହଣ କରାଯାଇଛି।
ସାଂସ୍କୃତିକ ମହତ୍ଵ
ବ୍ୟବହାର
କିଛି ଛବି
-
କଢି଼
-
-
ସଂମ୍ପୁର୍ଣ୍ଣ ଫୁଟିଥିବା ପଦ୍ମ
-
ପଦ୍ମ
ଆଧାର
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ବାହାର ଆଧାର
ଉଇକିମିଡ଼ିଆ କମନ୍ସରେ Nelumbo nucifera-ସମ୍ପର୍କିତ ମିଡ଼ିଆ
ଉଇକିମିଡ଼ିଆ କମନ୍ସରେ Lotus root
ବାବଦରେ ମାଧ୍ୟମ ରହିଛି ।