Jump to content

ଗୋପାଇପାଳି , ବରଗଡ

ଉଇକିପିଡ଼ିଆ‌ରୁ
୦୮:୩୧, ୨୫ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Gopaipali") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଗୋପାଇପାଳି , .ଭାରତ ର ଓଡିଶା ରାଜ୍ୟ ର ବରଗଡ ଜିଲ୍ଲା ର ବରପାଲି  ବ୍ଲକ ନିକଟସ୍ଥ ଏକ ବଡ ଗ୍ରାମ । 

ଅବସ୍ଥିତି 

Gopaipali is a Village in Barpali Tehsil in Bargarh District of Odisha State, India. It is located 19 KM towards South from District head quarters Bargarh and 299 KM from State capital Bhubaneswar.Gopaipali is surrounded by Bijepur Tehsil towards west , Bargarh Tehsil towards North , Dunguripali Tehsil towards South , Bheden Tehsil towards East . The village is 178 meter above from sea level.

Bargarh , Burla , Sambalpur , Balangir are the nearby Cities to Gopaipali.

ଜନ ଆବାଦି

୨୦୧୧ ଜନଗଣନା ଅନୁସାରେ ଗୋପାଇପାଳି ର ୩୭୭ ଟି ପରିବାର ରେ ୧୩୨୨ ଜଣ ଥିଲେ । .[] ଏଠୀ ମଧ୍ୟ ରୁ ପୁରୁଷ ସଂଖ୍ୟା ୭୨୨ ଥିଲାବେଳେ ମହିଳା ସଂଖ୍ୟା ୬୭୩ ଥିଲା । ୬ ବର୍ଷ ଯାଏ ଶିଶୁ ସଂଖ୍ୟା ୧୪୫ ଥିଲା । ହାରାହାରି ଲିଙ୍ଗନୁପାତ ୧୦୦୦:୯୩୨ , ଯାହା ଓଡିଶା ହାର ଠୁ କମ । 

ସାକ୍ଷ୍ୟରତା  ଗୋପାଇପାଳି ଫ୍ରାମ ର ସାକ୍ଷ୍ୟରତା ହାର ୭୧.୨୮% ଥିଲା । ଏହା ଓଡିଶା ହାର ଠୁ ସାମାନ୍ଯ କମ । ପୁରୁଷ ସାକ୍ଷ୍ୟରତା ୮୦.୯୫ %ଥିବା ବେଳେ ମହିଳା ସାକ୍ଷ୍ୟରତା ୬୦.୭୭%

ଧର୍ମ 

ଗ୍ରାମ ର ସମସ୍ତ ଅଧିବାସୀ ହିନ୍ଦୁ ସଂପ୍ରଦାଯ ର ଥିଲେ । 

ପ୍ରଶାସନ 

ଗୋପାଇପାଳି ଗ୍ରାମ ଗୋପାଇପାଳି ପଞ୍ଚାଯତ ଅଧୀନ ରେ ରହେ । .[] ପଞ୍ଚାଯତ ସମିତି ନିୟମ ଅନୁସାରେ ଗ୍ରାମବାସୀ ଙ୍କ ଦ୍ଵାରା ସରପଞ୍ଚ ନିର୍ବାଚିତ ହୁଅନ୍ତି ଓ ଗ୍ରାମ ଟି ବରପାଲି ପଞ୍ଚାଯତ ସମିତି ତଥା ବରଗଡ ଜିଲ୍ଲା ପରିଷଦ ଅଧୀନ ରେ ଶାସିତ ହୁଏ । 

୫ ଟି ୱାର୍ଡ ରେ ଭିଭକ୍ତ ହେଇଥିବା ଗ୍ରାମ ରେ ପ୍ରତି ୱାର୍ଡ ରେ ଜେନ ଲେଖା ୱାର୍ଡ ମେମ୍ବର ଥାଆନ୍ତି । ସେମାନେ ଗ୍ରାମ ପଞ୍ଚାଯତ କୁ ପ୍ରତିନିଧିତ୍ଵ କରନ୍ତି । 

ଉପଲବ୍ଧ ସୁବିଧା ସବୁ 

ଗ୍ରାମ ରେ ଗ୍ରାମ ପଞ୍ଚାଯତ ଅଫିସ ରହିଛି ।  ,[] ଗ୍ରାମ ରେ ଏକ ପ୍ରାଇମେରୀ ସ୍କୁଲ ସହ ଏକ ହାଇ ସ୍କୁଲ ମଧ୍ୟ ରହିଛି । ଗ୍ରାମ ରେ ଜୁନକ ମାନଙ୍କ ପାଇଁ ଏକ କ୍ଲବ ଓ ଗ୍ରାମ ପୋସ୍ତ ଅଫିସ ମଧ୍ୟ ରହିଛି । ପୋସ୍ତ ଅଫିସ ର ପିନ ୭୬୮୦୨୯ । []

ଯୋଗାଯୋଗ 

  • ଗୋପାଇପାଳି ର ନିକଟତମ ରେଳ ଷ୍ଟେସନ ହେଲା ବରପାଲି । ଏହା ଗ୍ରାମ ରୁ ୩ କିଲୋମିଟର ଦୁରବର୍ତୀ । ବରଗଡ , ସମ୍ବଲପୁର ଓ ଦୁଙ୍ଗୁରିପାଳି , ଏହାର ନିକଟବରତି ଷ୍ଟେସନ ସବୁ । 
  • ବରପାଲି ସୋହେଲା ରାଜ୍ୟ ପଥ ଦ୍ଵାରା ଏହି ଗ୍ରାମ ସଂଯୁକ୍ତ । 

ଯାନୀ ଯାତ୍ରା 

ପଶ୍ଚିମ ଓଡିଶା ର ପର୍ବ ନୂଆଖାଇ , ଦୁର୍ଗାପୂଜା ଆଦି ଏହି ଗ୍ରାମ ରେ ପାରମ୍ପରିକ ରୀତି ଭାବରେ ପାଳିତ ହୁଏ। ଭଗବାନ ଶିବ ଓ ପାର୍ବତୀ ଙ୍କ ବିବାହ ପାଇଁ ହାଉଥିବା ଶୀତଳଷଷ୍ଠୀ ଯାତ୍ରା ମଧ୍ୟ ସ୍ଵତନ୍ତ୍ର ଭାବେ ଏହି ଗ୍ରାମ ରେ ହୁଏ । ପ୍ରତିବର୍ଷ ବସନ୍ତ ଋତୁ ରେ ଗ୍ରାମ ରେ ନାମ ଶଙ୍କିର୍ତନ ମଧ୍ୟ ହେଇଥାଏ। 

ଆର୍ଥିକ ସ୍ଥିତି 

ମୁଖ୍ୟତ କୃଷି ଉପରେ ନିର୍ଭର କରୁଥିବା ଏହି ଗ୍ରାମ ରେ ସାଂପ୍ରତିକ କୁଟୀର ଶିଳ୍ପ ଗୁଡିକ ମଧ୍ୟ ଆରମ୍ଭ ହେଇଛି । ଖରିଫ ଋତୁ ରେ ମୁଖ୍ଯତଃ ଧାନ ଚାଷ ହୁଏ । ଜଳସେଚନ ର ସୁବିଧା ନ ଥିବା ହେତୁ ରବି ଋତୁ ରେ କିଛି ପରିମାଣ ରେ ଚୀନା ବାଦାମ , ଡାଲି ଜାତୀୟ ଚାଷ ହାଉଥିଲେ ମଧ୍ୟ ତାହା ବ୍ୟାପକ ଭାବେ ହେଇପାରେ ନାହିଁ । ତେବେ ଗ୍ରାମ ରେ ଥିବା ୨ ଟି ବନ୍ଧ ( ପୁଷ୍କରିଣୀ) ବ୍ୟତୀତ ବୋର ୱେଲ ଦ୍ଵାରା ଉଠା ଜଳସେଚନ ମଧ୍ୟ ହୁଏ । ଏହା ଦ୍ଵାରା ଆଖୁ ଚାଷ ମଧ୍ୟ ଜନପ୍ରିୟ ହେଇ ଆସୁଛି ।

ଇଟା ଭାଟି , ଧାନ ବାହାର କରିବା ଜନ୍ତ୍ର ତିଆରି ମଧ୍ୟ ଗ୍ରାମ ରେ ଗଢି ଉଠୁଛି ।  

ପୁନଶ୍ଚ ଦେଖନ୍ତୁ 

ଆଧାର ସମୂହ