ଥାଞ୍ଜାବର
ଦେଖଣା
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
ଥାଞ୍ଜାବର
ତାଞ୍ଜୋର | |
---|---|
ସହର | |
ଦେଶ | ଭାରତ |
ରାଜ୍ୟ | ତାମିଲନାଡୁ |
Region | ଚୋଲା ନାଡୁ |
District | ଥାଞ୍ଜାବର |
Area | |
• ସମୁଦାୟ | 36.33 km2 (14.03 sq mi) |
Elevation | 88 m (289 ft) |
Population (2011) | |
• Total | ୨,୨୨,୬୧୯ |
• Density | 6,100/km2 (16,000/sq mi) |
ଭାଷା | |
• ସରକାରୀ | ତାମିଲ |
Time zone | UTC+5:30 (IST) |
PIN | 613 xxx |
Telephone code | 04362 |
ଯାନବାହାନ ପଞ୍ଚୀକରଣ | TN 49 |
Website | www |
ଥାଞ୍ଜାବର, ତାମିଲନାଡୁର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଓ ସହର । ଏହା ସ୍ଥାନୀୟ ଭାଷାରେ ତାଞ୍ଜୋର ବୋଲି ମଧ୍ୟ ପରିଚିତ । ଭାରତର ପ୍ରମୁଖ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ତାଞ୍ଜୋର ଅନ୍ୟତମ ।
ଇତିହାସ
ଏହାର ନାମକରଣକୁ ନେଇ ଅନେକ କଥା ଶୁଣିବାକୁ ମିଳେ । କେହି କେହି କହନ୍ତି ହିନ୍ଦୁ ପୁରାଣରେ ଜଣେ ଦୈତ୍ୟ ବା ଦାନବ ଥିଲେ ତାଞ୍ଜନ । ପୁରାଣ ଯୁଗରେ ଏହି ଅଞ୍ଚଳ ତାଞ୍ଜନଙ୍କର ସାମ୍ରାଜ୍ୟ ଥିଲା । ତାଞ୍ଜନ ଥିଲେ ଜଣେ ଶିବ ଭକ୍ତ । ତାଙ୍କରି ନାମାନୁସାରେ ଏହି ଅଞ୍ଚଳର ନାମ ତାଞ୍ଜୋର ହେଇଛି ।
ପର୍ଯ୍ୟଟନ
ଆଧାର
ବାହାର ତଥ୍ୟ
ଉଇକିମିଡ଼ିଆ କମନ୍ସରେ ଥାଞ୍ଜାବର
ବାବଦରେ ମାଧ୍ୟମ ରହିଛି ।
- Municipality of Thanjavur
- . . Chicago: F. E. Compton and Co. 1914.