ବାଜପୁର
ଦେଖଣା
ବାଜପୁର
बाजपुर | |
---|---|
city | |
Country | India |
State | Uttarakhand |
District | Udham Singh Nagar |
Founded by | Lala Khushi Ram Sood |
Population (2011) | |
• Total | ୨୫,୫୨୪ |
Languages | |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | UK |
Website | uk |
ବାଜପୁର (ହିନ୍ଦୀ : बाजपुर) ଭାରତୀୟ ରାଜ୍ୟ ଉତ୍ତରାଖଣ୍ଡର ଉଧମ ସିଂହ ନଗର ଜିଲ୍ଲାର ଏକ ମୁନ୍ସିପାଳ ସହର ।
ଏହା ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଚାନ୍ଦ ବଂଶର ଶାସକ ବାଜ ବାହାଦୁରଙ୍କଦ୍ୱାରା ସ୍ଥାପିତ ହେଇଥିଲା । ଏହା ଶିଳ୍ପ ସହର ରୁଦ୍ରପୁର ସହ ଓ ଏଇତିହାସିକ କୁଶୀନଗର ସହ ସଂଯୁକ୍ତ । ଏହା ତରାଇ ଅଞ୍ଚଳ ସହ ଥିଲା , ତେବେ ଦେଶ ବିଭାଜନ ପରେ ଏହାର ଅନେକ ଅଞ୍ଚଳ ପାକିସ୍ତାନକୁ ଚାଲିଗଲା ।
ଭୌଗୋଳିକ ଅବସ୍ଥିତି
[ସମ୍ପାଦନା]ବାଜପୁରର ଭୌଗୋଳିକ ଅବସ୍ଥିତି 29°10′N 79°10′E / 29.17°N 79.16°E.[୧]
ଜନସଂଖ୍ୟା
[ସମ୍ପାଦନା]2001 ଜନଗଣନା [୨] ଅନୁସାରେ ବାଜପୁର ର ଜନସଂଖ୍ୟା 21,782ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 55%ଥିବା ବେଳେ ମହିଳା ସଂଖ୍ୟା 45% ଥିଲା । ଏଠାରେ ସାକ୍ଷ୍ୟରତା ହାର 66% ରହିଥିଲା ।ଏହା ଜାତୀୟ ହାରଠାରୁ ଅଧିକ । ବାଜପିଉର ରେ 6 ବର୍ଷରୁ କମ ଆବାଡୀ 14% ଥିଲା ।
ଦର୍ଶନୀୟ ସ୍ଥଳ ସବୁ
[ସମ୍ପାଦନା]ନୈନିତାଲ , ମୋରାଦାବାଦ , ଜିମ କରବେଟ ଜାତୀୟ ପାର୍କ
ଆଧାର
[ସମ୍ପାଦନା]- ↑ "Yahoo maps location of Bazpur". Yahoo maps. Retrieved 2009-01-19.
- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.