ବାଜପୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବାଜପୁର
बाजपुर
city
Country India
StateUttarakhand
DistrictUdham Singh Nagar
Founded byLala Khushi Ram Sood
Population
 (2011)
 • Total୨୫,୫୨୪
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣUK
Websiteuk.gov.in

ବାଜପୁର (ହିନ୍ଦୀ : बाजपुर) ଭାରତୀୟ ରାଜ୍ୟ ଉତ୍ତରାଖଣ୍ଡର ଉଧମ ସିଂହ ନଗର ଜିଲ୍ଲାର ଏକ ମୁନ୍ସିପାଳ ସହର । 

ଏହା ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଚାନ୍ଦ ବଂଶର ଶାସକ ବାଜ ବାହାଦୁରଙ୍କଦ୍ୱାରା ସ୍ଥାପିତ ହେଇଥିଲା । ଏହା ଶିଳ୍ପ ସହର ରୁଦ୍ରପୁର ସହ ଓ ଏଇତିହାସିକ କୁଶୀନଗର ସହ ସଂଯୁକ୍ତ । ଏହା ତରାଇ ଅଞ୍ଚଳ ସହ ଥିଲା , ତେବେ ଦେଶ ବିଭାଜନ ପରେ ଏହାର ଅନେକ ଅଞ୍ଚଳ ପାକିସ୍ତାନକୁ ଚାଲିଗଲା । 

ଭୌଗୋଳିକ ଅବସ୍ଥିତି [ସମ୍ପାଦନା]

ବାଜପୁରର ଭୌଗୋଳିକ ଅବସ୍ଥିତି 29°10′N 79°10′E / 29.17°N 79.16°E / 29.17; 79.16.[୧]

ଜନସଂଖ୍ୟା [ସମ୍ପାଦନା]

2001 ଜନଗଣନା [୨] ଅନୁସାରେ ବାଜପୁର  ର ଜନସଂଖ୍ୟା 21,782ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 55%ଥିବା ବେଳେ ମହିଳା ସଂଖ୍ୟା 45% ଥିଲା । ଏଠାରେ ସାକ୍ଷ୍ୟରତା ହାର 66% ରହିଥିଲା ।ଏହା ଜାତୀୟ ହାରଠାରୁ ଅଧିକ । ବାଜପିଉର  ରେ 6 ବର୍ଷରୁ କମ ଆବାଡୀ 14% ଥିଲା । 

ଦର୍ଶନୀୟ ସ୍ଥଳ ସବୁ [ସମ୍ପାଦନା]

ନୈନିତାଲ , ମୋରାଦାବାଦ , ଜିମ କରବେଟ ଜାତୀୟ ପାର୍କ 

ଆଧାର [ସମ୍ପାଦନା]

  1. "Yahoo maps location of Bazpur". Yahoo maps. Retrieved 2009-01-19.
  2. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.