ବସନ୍ତ କୁମାର ସିଂହ ଦଣ୍ଡପାଟ

ଉଇକିପିଡ଼ିଆ‌ରୁ
ବସନ୍ତ କୁମାର ସିଂହ ଦଣ୍ଡପାଟ
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ପୂର୍ବ ଅଧିକାରୀହେମନ୍ତ କୁମାର ସିଂହ ଦଣ୍ଡପାଟ
ପର ଅଧିକାରୀଜୁଏଲ ଓରାମ
ନିର୍ବାଚନ ମଣ୍ଡଳୀବଣାଇ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1930-03-29)୨୯ ମାର୍ଚ୍ଚ ୧୯୩୦
ମୃତ୍ୟୁ୧୮ ଜାନୁଆରୀ ୨୦୧୭(2017-01-18) (ବୟସ ୮୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ (ଇ)
ଜୀବନ ସାଥୀପ୍ରଫୁଲ୍ଲ କୁମାରୀ ଦେବୀ
ବାପା/ବୋଉଲୋକନାଥ ସିଂହ ଦଣ୍ଡପାଟ (ବାପା)
ବୃତ୍ତିରାଜନୀତିଜ୍ଞ

ବସନ୍ତ କୁମାର ସିଂହ ଦଣ୍ଡପାଟ (୨୯ ମାର୍ଚ୍ଚ ୧୯୩୦ - ୧୮ ଜାନୁଆରୀ ୨୦୧୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୮୦ ଓ ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବଣାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ବସନ୍ତ ୧୯୩୦ ମସିହାର ମାର୍ଚ୍ଚ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଲୋକନାଥ ସିଂହ ଦଣ୍ଡପାଟ ଓ ପତ୍ନୀଙ୍କ ନାମ ପ୍ରଫୁଲ୍ଲ କୁମାରୀ ଦେବୀ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ବସନ୍ତ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ବସନ୍ତ ୨୦୧୭ ମସିହାର ଜାନୁଆରୀ ୧୮ ତାରିଖରେ ୮୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Basanta Kumar Singh Dandapat". odishaassembly.nic.in. Odisha Assembly. Retrieved 9 December 2020.