ବଣ୍ଡଲ ବ୍ରାଞ୍ଚ ବ୍ଲକ
| Bundle branch block | |
|---|---|
Conduction system of the heart 1. SA node. 2. AV node. 3. Bundle of His. 4. Left bundle branch 10. Right bundle branch | |
| ବିଭାଗ | Cardiology |
| ଲକ୍ଷଣ | None[୧] |
| କାରଣ | LBBB: Coronary artery disease[୧] RBBB: Normal variation, heart attack, pulmonary embolism[୧] |
| ରୋଗ ନିର୍ଣ୍ଣୟ ପଦ୍ଧତି | Electrocardiogram (ECG)[୨] |
| ସଠିକ ରୋଗ ନିର୍ଣ୍ଣୟ | Ventricular tachycardia, a run of premature ventricular contractions (PVCs), Brugada syndrome, left anterior fascicular block, left posterior fascicular block, and trifascicular block.[୩][୪][୫] |
| ଚିକିତ୍ସା | No specific measures[୩] |
ବଣ୍ଡଲ ବ୍ରାଞ୍ଚ ବ୍ଲକ ରୋଗରେ ହୃତ୍ପିଣ୍ଡର ବିଦ୍ୟୁତ ତରଙ୍ଗ ପ୍ରଣାଳୀରେ ଏକ ତ୍ରୁଟି ଥାଏ । [୧] ବିଦ୍ୟୁତ ତରଙ୍ଗ ବ୍ରାଞ୍ଚ ମଧ୍ୟରେ ଗତି କରିବାରେ ଆଂଶିକ ବା ସମ୍ପୁର୍ଣ୍ଣ ବାଧା ଉପୁଜେ ।[୩] ସାଧାରଣତଃ ଏହାର ଲକ୍ଷଣ ଦେଖାଯାଏ ନାହିଁ | [୧]
ଡାହାଣ ବଣ୍ଡଲ ବ୍ରାଞ୍ଚ ବ୍ଲକ (ଆରବିବିବି/ RBBB) ଓ ବାମ ବଣ୍ଡଲ ବ୍ରାଞ୍ଚ ବ୍ଲକ (ଏଲବିବିବି/ LBBB) ନାମରେ ଦୁଇଟି ମୁଖ୍ୟ ପ୍ରକାରର ବ୍ଲକ ଦେଖିବାକୁ ମିଳେ ।[୪] [୫] ପୂର୍ବରୁ ହୃଦ୍ଘାତ କିମ୍ବା ପଲ୍ଓନାରି ଏମ୍ବୋଲିଜ୍ମ ଥିଲେ ଆରବିବିବି ଘଟିପାରେ, [୧] [୩] ଏବଂ ଏଲବିବିବି କରୋନାରୀ ଧମନୀ ରୋଗର ସୂଚନା ଦିଏ | [୧]
ଏଲେକ୍ଟ୍ରୋକାର୍ଡ଼ିଓଗ୍ରାମରେ (ଇସିଜି) ୧୨୦ ଏମଏସରୁ ଅଧିକ କ୍ୟୁଆରଏସ କମ୍ପ୍ଲେକ୍ସ ଥିଲେ ରୋଗ ନିର୍ଣ୍ଣୟ କରାଯାଏ | [୪] [୫] ସମ ଭାବାପନ୍ନ ଅନ୍ୟ ରୋଗମାନଙ୍କ ନାମ ଭେଣ୍ଟ୍ରିକୁଲାର ଟାକିକାର୍ଡିଆ, ଅକାଳ ଭେନ୍ଟ୍ରିକୁଲାର ସଂକୋଚନ (ପିଭିସି/ PVC), ବ୍ରୁଗାଡା ସିଣ୍ଡ୍ରୋମ, ବାମ ପାର୍ଶ୍ୱ ଫାସିକୁଲାର ଅବରୋଧ ଓ ଟ୍ରାଇଫାସିକୁଲାର ଅବରୋଧ | [୩] [୪] [୫] ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ନାହିଁ | [୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ଆଧାର ଭୁଲ: ଅଚଳ
<ref>ଚିହ୍ନ;Mer2020Ptନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Bundle Branch Block - Heart and Blood Vessel Disorders". Merck Manuals Consumer Version. Retrieved 23 February 2021.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Bundle Branch Block and Fascicular Block - Cardiovascular Disorders". Merck Manuals Professional Edition. Retrieved 23 February 2021.
- ↑ ୪.୦ ୪.୧ ୪.୨ ୪.୩ Harkness, WT; Hicks, M (January 2020). "Right Bundle Branch Block". PMID 29939649.
{{cite journal}}: Cite journal requires|journal=(help) - ↑ ୫.୦ ୫.୧ ୫.୨ ୫.୩ Scherbak, D; Hicks, GJ (January 2020). "Left Bundle Branch Block". PMID 29489192.
{{cite journal}}: Cite journal requires|journal=(help)