ଫୋଣ୍ଡାପାରିନକ୍ସ

ଉଇକିପିଡ଼ିଆ‌ରୁ
ଫୋଣ୍ଡାପାରିନକ୍ସ
Clinical data
Trade namesArixtra
SynonymsFondaparinux sodium
AHFS/Drugs.commonograph
data
Routes of
administration
Subcutaneous
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
  • EU: Rx-only
Pharmacokinetic data
BioavailabilityN/A
Protein binding94%
Metabolismrenally excreted unchanged
Elimination half-life17-21 hours[୧]
Chemical and physical data
FormulaC31H43N3Na10O49S8
Molar mass୧,୭୨୮.୦୩ g·mol−1
3D model (JSmol)
  • [Na+].[Na+].[Na+].[Na+].[Na+].[Na+].[Na+].[Na+].[Na+].[Na+].[O-]S(=O)(=O)N[C@@H]5[C@@H](O)[C@H](O)[C@@H](COS([O-])(=O)=O)O[C@@H]5O[C@H]1[C@H](O)[C@@H](O)[C@@H](O[C@@H]1C([O-])=O)O[C@@H]4[C@@H](COS([O-])(=O)=O)O[C@H](O[C@H]3[C@H](O)[C@@H](OS([O-])(=O)=O)[C@H](O[C@H]2[C@H](O)[C@@H](NS([O-])(=O)=O)[C@@H](OC)O[C@@H]2COS([O-])(=O)=O)O[C@H]3C([O-])=O)[C@H](NS([O-])(=O)=O)[C@H]4OS([O-])(=O)=O
  • InChI=1S/C31H53N3O49S8.10Na/c1-69-27-9(33-85(48,49)50)13(37)17(6(74-27)3-71-88(57,58)59)76-31-22(83-91(66,67)68)16(40)21(24(81-31)26(43)44)79-29-10(34-86(51,52)53)19(82-90(63,64)65)18(7(75-29)4-72-89(60,61)62)77-30-15(39)14(38)20(23(80-30)25(41)42)78-28-8(32-84(45,46)47)12(36)11(35)5(73-28)2-70-87(54,55)56;;;;;;;;;;/h5-24,27-40H,2-4H2,1H3,(H,41,42)(H,43,44)(H,45,46,47)(H,48,49,50)(H,51,52,53)(H,54,55,56)(H,57,58,59)(H,60,61,62)(H,63,64,65)(H,66,67,68);;;;;;;;;;/q;10*+1/p-10/t5-,6-,7-,8-,9-,10-,11-,12-,13-,14-,15-,16+,17-,18-,19-,20+,21+,22-,23+,24-,27+,28-,29-,30-,31-;;;;;;;;;;/m1........../s1 checkY
  • Key:XEKSTYNIJLDDAZ-JASSWCPGSA-D checkY
  (verify)

ଫୋଣ୍ଡାପାରିନକ୍ସ, ବିକ୍ରି ନାମ ଆରିକ୍ସଟ୍ରା, ହେଉଛି ଏକ ଔଷଧ ଯାହା ଗଭୀର ଶିରା, ଫୁସଫୁସ, ଏବଂ ପୃଷ୍ଠ ଶିରା ଥ୍ରୋମ୍ବୋସିସରେ ରକ୍ତ ଜମାଟ, ଅସ୍ଥିର ଆଞ୍ଜିନା ଏବଂ ହୃଦ୍‌ଘାତର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] [୩] ଏହା ଚର୍ମ ତଳେ ଇଞ୍ଜେକସନଦ୍ୱାରା ଦିଆଯାଏ ।[୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ଲାଲେଟ କମିଯାଇପାରେ | [୨] ଗୁରୁତର ବୃକ୍‌କ ସମସ୍ୟା ଥିବା ଲୋକଙ୍କପାଇଁ ବ୍ୟବହାର ସୁପାରିଶ କରାଯାଏ ନାହିଁ ।[୩] ଗର୍ଭାବସ୍ଥାରେ ବ୍ୟବହାର ସହିତ ଶିଶୁର କୌଣସି କ୍ଷତି ହେବାର ପ୍ରମାଣ ନାହିଁ | [୨] ଫ୍ୟାକ୍ଟର୍ ଏକ୍ସ ଏ (Xa)କୁ ଅବରୋଧ କରି ଏହା କାମ କରେ ।[୩]

୨୦୦୧ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୨ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଫୋଣ୍ଡାପାରିନକ୍ସ ଅନୁମୋଦିତ ହୋଇଥିଲା ।[୨] [୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଜ୍ୟରେ ୨.୫ ମିଗ୍ରା ଔଷଧର ମୂଲ୍ୟ ପ୍ରାୟ ୬ ପାଉଣ୍ଡ ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୁଲ୍ୟ ପ୍ରାୟ ୨୦ ଡଲାର ଅଟେ।[୫]

ଆଧା[ସମ୍ପାଦନା]

  1. Walenga JM, Jeske WP, Fareed J (2005). "Biochemical and Pharmacologic Rationale for Synthetic Heparin Polysaccharides". Chemistry and Biology of Heparin and Heparan Sulfate. Elsevier. pp. 143–177. doi:10.1016/b978-008044859-6/50006-x. ISBN 978-0-08-044859-6. The elimination half-life of AT-bound fondaparinux is 17–21 h (171,172). The subcutaneous bioavailability of fondaparinux is nearly 100% and it is distributed mainly in the blood (165,173).
  2. ୨.୦ ୨.୧ ୨.୨ ୨.୩ ୨.୪ "Fondaparinux Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 13 December 2021.
  3. ୩.୦ ୩.୧ ୩.୨ ୩.୩ ୩.୪ "Arixtra". Archived from the original on 21 June 2021. Retrieved 13 December 2021.
  4. ୪.୦ ୪.୧ BNF 81: March-September 2021. BMJ Group and the Pharmaceutical Press. 2021. p. 139. ISBN 978-0857114105.
  5. "Fondaparinux Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 10 April 2021. Retrieved 13 December 2021.