Jump to content

ଫେରିକ ଡେରିସୋମାଲ୍ଟୋଜ

ଉଇକିପିଡ଼ିଆ‌ରୁ
ଫେରିକ ଡେରିସୋମାଲ୍ଟୋଜ
Clinical data
Trade namesMonoferric
SynonymsIron isomaltoside 1000[]
AHFS/Drugs.commonograph
data
Routes of
administration
Intravenous (IV)
Legal status
Legal status
Identifiers
  • iron(3+);(2S,3R,4R,5R)-6-[(2S,3R,4S,5S,6R)-3,4,5-trihydroxy-6-[[(2S,3R,4S,5S,6R)-3,4,5-trihydroxy-6-(hydroxymethyl)oxan-2-yl]oxymethyl]oxan-2-yl]oxyhexane-1,2,3,4,5-pentol
Chemical and physical data
FormulaC18H34FeO16+3
Molar mass୫୬୨.୩0 g·mol−1
3D model (JSmol)
  • C(C1C(C(C(C(O1)OCC2C(C(C(C(O2)OCC(C(C(C(CO)O)O)O)O)O)O)O)O)O)O)O.[Fe+3]
  • InChI=1S/C18H34O16.Fe/c19-1-5(21)9(23)10(24)6(22)3-31-17-16(30)14(28)12(26)8(34-17)4-32-18-15(29)13(27)11(25)7(2-20)33-18;/h5-30H,1-4H2;/q;+3/t5-,6+,7+,8+,9+,10+,11+,12+,13-,14-,15+,16+,17-,18-;/m0./s1
  • Key:JTQTXQSGPZRXJF-DOJSGGEQSA-N

ଫେରିକ ଡେରିସୋମାଲ୍ଟୋଜ (ଇଂରାଜୀ ଭାଷାରେ Ferric derisomaltose), ମୋନୋଫେରିକ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଲୌହ ଅଭାବ ଜନିତ ଆନିମିଆ (IDA) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ନିର୍ଦ୍ଦିଷ୍ଟ ଭାବରେ ଏହା ସେହି ଲୋକମାନଙ୍କ ପାଇଁ ବ୍ୟବହୃତ ହୁଏ ଯେଉଁମାନେ ପାଟିରେ ଲୌହ ଖାଦ୍ୟ ଖାଇପାରନ୍ତି ନାହିଁ କିମ୍ବା ଅଣ-ହେମୋଡାଏଲିସିସ ନିର୍ଭରଶୀଳ କ୍ରନିକ ବୃକ୍‌କ ରୋଗ (NDD-CKD) ଅଛି ।[] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ ଏବଂ ଅଇ ଲାଗେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଲୌହ ଅତିଭାର, ସଂକ୍ରମଣ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[] [] ଗର୍ଭାବସ୍ଥାରେ ନିରାପତ୍ତା ଅସ୍ପଷ୍ଟ, ଏବଂ କେତେକ ଚିକିତ୍ସକ ପ୍ରଥମ ତ୍ରୈମାସିକରେ ବ୍ୟବହାର ନକରିବାକୁ ପରାମର୍ଶ ଦିଅନ୍ତି ।[] ଏହା ଏକ ଲୁହା ପ୍ରସ୍ତୁତ ପଦାର୍ଥ ।[]

୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫେରିକ୍ ଡେରିସୋମାଲ୍ଟୋଜ୍ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଜ୍ୟରେ ୨୦୨୧ ମସିହାରେ ଏହାର ଏକ ଗ୍ରାମର ମୂଲ୍ୟ ୧୭୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୬୦୦ ଡଲାର ଅଟେ ।[]

  1. 1 2 3 BNF 81: March-September 2021. BMJ Group and the Pharmaceutical Press. 2021. p. 1068. ISBN 978-0857114105.
  2. 1 2 3 4 5 6 "Monoferric- ferric derisomaltose solution". DailyMed. 24 January 2020. Archived from the original on 1 October 2020. Retrieved 16 February 2020.
  3. 1 2 "Ferric Derisomaltose Monograph for Professionals". Drugs.com (in ଇଂରାଜୀ). Retrieved 10 December 2021.
  4. "Ferric derisomaltose (Monoferric) Use During Pregnancy". Drugs.com (in ଇଂରାଜୀ). Retrieved 10 December 2021.
  5. "Monoferric Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 10 December 2021.