ଫେରିକ ଡେରିସୋମାଲ୍ଟୋଜ
Clinical data | |
---|---|
Trade names | Monoferric |
Synonyms | Iron isomaltoside 1000[୧] |
AHFS/Drugs.com | monograph |
data | |
Routes of administration | Intravenous (IV) |
Legal status | |
Legal status | |
Identifiers | |
| |
Chemical and physical data | |
Formula | C18H34FeO16+3 |
Molar mass | ୫୬୨.୩0 g·mol−1 |
3D model (JSmol) | |
| |
|
ଫେରିକ ଡେରିସୋମାଲ୍ଟୋଜ (ଇଂରାଜୀ ଭାଷାରେ Ferric derisomaltose), ମୋନୋଫେରିକ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଲୌହ ଅଭାବ ଜନିତ ଆନିମିଆ (IDA) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ନିର୍ଦ୍ଦିଷ୍ଟ ଭାବରେ ଏହା ସେହି ଲୋକମାନଙ୍କ ପାଇଁ ବ୍ୟବହୃତ ହୁଏ ଯେଉଁମାନେ ପାଟିରେ ଲୌହ ଖାଦ୍ୟ ଖାଇପାରନ୍ତି ନାହିଁ କିମ୍ବା ଅଣ-ହେମୋଡାଏଲିସିସ ନିର୍ଭରଶୀଳ କ୍ରନିକ ବୃକ୍କ ରୋଗ (NDD-CKD) ଅଛି ।[୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ ଏବଂ ଅଇ ଲାଗେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଲୌହ ଅତିଭାର, ସଂକ୍ରମଣ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୩] [୧] ଗର୍ଭାବସ୍ଥାରେ ନିରାପତ୍ତା ଅସ୍ପଷ୍ଟ, ଏବଂ କେତେକ ଚିକିତ୍ସକ ପ୍ରଥମ ତ୍ରୈମାସିକରେ ବ୍ୟବହାର ନକରିବାକୁ ପରାମର୍ଶ ଦିଅନ୍ତି ।[୪] ଏହା ଏକ ଲୁହା ପ୍ରସ୍ତୁତ ପଦାର୍ଥ ।[୩]
୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫେରିକ୍ ଡେରିସୋମାଲ୍ଟୋଜ୍ ଅନୁମୋଦିତ ହୋଇଥିଲା ।[୨] ଯୁକ୍ତରାଜ୍ୟରେ ୨୦୨୧ ମସିହାରେ ଏହାର ଏକ ଗ୍ରାମର ମୂଲ୍ୟ ୧୭୦ ପାଉଣ୍ଡ ଥିଲା ।[୧] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୬୦୦ ଡଲାର ଅଟେ ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ BNF 81: March-September 2021. BMJ Group and the Pharmaceutical Press. 2021. p. 1068. ISBN 978-0857114105.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Monoferric- ferric derisomaltose solution". DailyMed. 24 January 2020. Archived from the original on 1 October 2020. Retrieved 16 February 2020.
- ↑ ୩.୦ ୩.୧ "Ferric Derisomaltose Monograph for Professionals". Drugs.com (in ଇଂରାଜୀ). Retrieved 10 December 2021.
- ↑ "Ferric derisomaltose (Monoferric) Use During Pregnancy". Drugs.com (in ଇଂରାଜୀ). Retrieved 10 December 2021.
- ↑ "Monoferric Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 10 December 2021.