ଫାରବିସଗଞ୍ଜ
Forbesganj
फारबिसगंज | |
|---|---|
City | |
| Country | |
| State | Bihar |
| District | Araria |
| Government | |
| • MLA | PADAM PARAG RAI RENU (2010 ELECTION) |
| Elevation | 46 m (151 ft) |
| Population (2011) | |
| • Total | ୫୦,୪୭୫ |
| Languages | |
| • Official | Maithili, Hindi |
| Time zone | UTC+5:30 (IST) |
| PIN | 854318 |
| Telephone code | +91-6455-22**** |
| Sex ratio | 1.14 ♂/♀ |
| Lok Sabha constituency | Araria |
| Vidhan Sabha constituency | Forbesganj |
| Website | www.forbesganj.com |
ଫାରବିସଗଞ୍ଜ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ବିହାରର ଆରରିଅ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଫାରବିସଗଞ୍ଜ ୨୬.୨୯୮୬ ଉତ୍ତର ଅକ୍ଷାଂଶ ଓ ୮୭.୨୬୭୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୫୪ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଫାରବିସଗଞ୍ଜ ସହରର ମୋଟ ଜନସଂଖ୍ୟା ୪୧୯୮୨ ଅଟେ ।[୨] ସେଥି ମଧ୍ୟରୁ ୫୩.୨୮% ଜଣ ପରୁଷ ହୋଇଥିବା ବେଳେ ୪୬.୭୨% ଜଣ ନାରୀ ଅଟନ୍ତି । ଫାରବିସଗଞ୍ଜର ସାକ୍ଷରତା ହାର ୬୧.୨୯% ଅଟେ । ଏହା ଜାତୀୟ ହାରଠାରୁ ୩.୫୫% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୫.୮୫% ପ୍ରତିଶତ ପୁରୁଷ ଓ ୨୫.୪୪% ନାରୀ ଅଟନ୍ତି । ୧୫.୮୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ଫାରବିସଗଞ୍ଜର ସରକାରୀ ଭାଷା ଅଟେ ।
ପାଣିପାଗ
[ସମ୍ପାଦନା]| Forbesganj | ||||||||||||||||||||||||||||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| Climate chart (explanation) | ||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||
ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ଫାରବିସଗଞ୍ଜରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୦.୪ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୧୯.୪ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୭୦୫.୦ mm/inches ହୋଇଥାଏ ।
| Climate data for Forbesganj, ଭାରତ (୧୯୭୧–୨୦୦୦) | |||||||||||||
|---|---|---|---|---|---|---|---|---|---|---|---|---|---|
| Month | Jan | Feb | Mar | Apr | May | Jun | Jul | Aug | Sep | Oct | Nov | Dec | Year |
| ହାରାହାରି ସର୍ବାଧିକ °C (°F) | 23.4 (74.1) |
26.0 (78.8) |
31.3 (88.3) |
34.2 (93.6) |
33.8 (92.8) |
33.1 (91.6) |
32.0 (89.6) |
32.5 (90.5) |
32.0 (89.6) |
31.8 (89.2) |
29.4 (84.9) |
25.6 (78.1) |
30.4 (86.7) |
| ହାରାହାରି ସର୍ବନିମ୍ନ °C (°F) | 10.1 (50.2) |
12.0 (53.6) |
16.2 (61.2) |
20.7 (69.3) |
23.3 (73.9) |
25.1 (77.2) |
25.5 (77.9) |
25.8 (78.4) |
24.8 (76.6) |
22.3 (72.1) |
16.1 (61) |
11.0 (51.8) |
19.4 (66.9) |
| Average rainfall mm (inches) | 10.2 (0.402) |
14.3 (0.563) |
09.9 (0.39) |
46.4 (1.827) |
124.1 (4.886) |
304.3 (11.98) |
458.7 (18.059) |
374.7 (14.752) |
249.4 (9.819) |
99.0 (3.898) |
99.1 (3.902) |
4.6 (0.181) |
୧,୭୦୫ (୬୭.୧୨୬) |
| ହାରାହାରି ମେଘାତ୍ସନ ଦିବସ | 0.9 | 1.4 | 1.1 | 3.7 | 6.5 | 12.0 | 17.3 | 14.5 | 11.3 | 3.5 | 0.6 | 0.4 | 73.5 |
| ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ | 0.2 | 0.2 | 0.8 | 2.8 | 6.6 | 7.2 | 7.9 | 6.5 | 4.7 | 1.4 | 0.4 | 0.1 | 38.8 |
| ହାରାହାରି କୁହୁଡ଼ି ଘେରା ଦିବସ | 3.8 | 0.3 | 0.1 | 0.0 | 0.0 | 0.1 | 0.0 | 0.0 | 0.0 | 0.1 | 0.2 | 1,6 | 6.0 |
| Source: India Meteorological Department (temperatures and precipitation)[୪][୫] | |||||||||||||
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- 1 2 "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
- ↑ "World Weather Information Service -Forbesganj". Worldweather.wmo.int. 5 October 2006. Retrieved 28 June 2015.
- ↑ "Chennai- Climatological Information". India Meteorological Department. Retrieved 29 May 2014.
- ↑ India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Archived from the original (PDF) on 7 August 2017. Retrieved 29 May 2014.