ଆରାରିଅ
ଦେଖଣା
(Arariaରୁ ଲେଉଟି ଆସିଛି)
Araria
اراریا अररिया | |
|---|---|
Town | |
| ଦେଶ | |
| ରାଜ୍ୟ | Bihar |
| ଜିଲ୍ଲା | Araria |
| <!-- Established --> | January 1990 |
| Government | |
| • Type | Bihar Sarkar |
| • Body | Janta Dal United |
| Elevation | 47 m (154 ft) |
| Population (2001) | |
| • Total | ୬୦,୫୯୪ |
| ଭାଷା | |
| • ସରକାରୀ | Hindi, Urdu |
| Time zone | UTC+5:30 (IST) |
| PIN | 854311, 8543XX |
| Lok Sabha constituency | Araria |
| Vidhan Sabha constituency | Araria |
| Website | http://www.araria.bih.nic.in/ |
ଆରାରିଅ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ବିହାରର ଆରରିଅ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଆରାରିଅ ୨୬.୧୪୮୫ ଉତ୍ତର ଅକ୍ଷାଂଶ ଓ ୮୭.୫୧୪୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୫୪ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଆରାରିଅ ସହରର ମୋଟ ଜନସଂଖ୍ୟା ୬୦୫୯୪ ଅଟେ ।[୨] ସେଥି ମଧ୍ୟରୁ ୫୩.୮୫% ଜଣ ପରୁଷ ହୋଇଥିବା ବେଳେ ୪୬.୧୫% ଜଣ ନାରୀ ଅଟନ୍ତି । ଆରାରିଅର ସାକ୍ଷରତା ହାର ୫୦.୩୩% ଅଟେ । ଏହା ଜାତୀୟ ହାରଠାରୁ ୧୪.୫୧% ପ୍ରତିଶତ କମ ଅଟେ । ସେଥିରୁ ୩୦.୯୮% ପ୍ରତିଶତ ପୁରୁଷ ଓ ୧୯.୩୫% ନାରୀ ଅଟନ୍ତି । ୧୮.୧୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ଆରାରିଅର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.