ପ୍ରିୟଙ୍କା ଗାନ୍ଧୀ

ଉଇକିପିଡ଼ିଆ‌ରୁ

ପ୍ରିୟଙ୍କା ଗାନ୍ଧୀ (ପ୍ରିୟଙ୍କା ରବର୍ଟ ଭଦ୍ରା) ହେଉଛନ୍ତି ଭାରତୀୟ ଜାତୀୟ କଂଗ୍ରେସ ଦଳର ଜଣେ ପ୍ରମୁଖ ସଦସ୍ୟା ତଥା ଜଣେ ରାଜନେତ୍ରୀ । ସେ ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀସୋନିଆ ଗାନ୍ଧୀଙ୍କ ଝିଅ ଓ ବର୍ତ୍ତମାନର କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କ ଭଉଣୀ । ସେ ଫିରୋଜ ଗାନ୍ଧୀଇନ୍ଦିରା ଗାନ୍ଧୀଙ୍କ ନତୁଣୀ ଏବଂ ନେହେରୁ-ଗାନ୍ଧୀ ବଂଶର ଜଣେ ଉତ୍ତରାଧିକାରୀ ।

ପ୍ରିୟଙ୍କା ଗାନ୍ଧୀ
Priyanka Gandhi Vadra (3).jpg
Born (1972-01-12) ୧୨ ଜାନୁଆରୀ ୧୯୭୨ (ବୟସ ୫୦)
ଦିଲ୍ଲୀ, ଭାରତ
Nationalityଭାରତୀୟ
Alma materଦିଲ୍ଲୀବିଶ୍ୱବିଦ୍ୟାଳାୟ (B.A.)
Employerଛାଞ୍ଚ:Pluralize from textଛାଞ୍ଚ:Pluralize from text
Organizationଛାଞ୍ଚ:Pluralize from textଛାଞ୍ଚ:Pluralize from text
Agentଛାଞ୍ଚ:Pluralize from textଛାଞ୍ଚ:Pluralize from text
Notable creditଛାଞ୍ଚ:Pluralize from textଛାଞ୍ଚ:Pluralize from text
Labelଛାଞ୍ଚ:Pluralize from textଛାଞ୍ଚ:Pluralize from text
Political partyଭାରତୀୟ ଜାତୀୟ କଂଗ୍ରେସ
Opponentଛାଞ୍ଚ:Pluralize from textଛାଞ୍ଚ:Pluralize from text
Criminal chargeଛାଞ୍ଚ:Pluralize from textଛାଞ୍ଚ:Pluralize from text
Spouseଛାଞ୍ଚ:Pluralize from textରୋବେର୍ଟ ବଦ୍ରାଛାଞ୍ଚ:Pluralize from text
Partnerଛାଞ୍ଚ:Pluralize from textଛାଞ୍ଚ:Pluralize from text
Children2
Parentଛାଞ୍ଚ:Pluralize from textରାଜୀବ ଗାନ୍ଧୀ (ଫାଂଥେର)
ସୋନିଆ ଗାନ୍ଧୀ (ମୋଥେର )ଛାଞ୍ଚ:Pluralize from text
Relativesରାହୁଲ ଗାନ୍ଧୀ (ବରତହେର)
Signature
Signature of Priyanka Vadra.svg

ରାଜନୈତିକ ଜୀବନ[ସମ୍ପାଦନା]

୧୯୯୯ ମସିହାର ଏକ ନିର୍ବାଚନ ସଭା ଚାଲିଥିବା ବେଳେ ବି.ବି.ସି. ନ୍ୟୁଜ ସହ ସାକ୍ଷାତକାର ସମୟରେ ପ୍ରିୟଙ୍କା କହିଥିଲେ "ମୁଁ ମୋର ଚିନ୍ତାଧାରାକୁ ନେଇ ସ୍ୱଚ୍ଛ ଓ ସ୍ଥିର । ମୋ ପାଇଁ ରାଜନୀତିଠାରୁ ଅଧିକା ଦେଶର ଜନତା ମହତ୍ୱ ରଖନ୍ତି ଏବଂ ମୁଁ ନିଜେ ରାଜନୀତିରେ ନ ରହି ମଧ୍ୟ ଜନତାର ସେବା କରିପାରିବି" । ମୋର ରାଜନୀତିରେ ଯୋଗଦେବା ସହ କେବଳ ଦେଶର ଭାଇଚାରାର ସଂପର୍କ ରହିଛି ନଚେତ ମୁଁ ହଜାର ଥର କହିଛି ମୋର ରାଜନୀତିରେ ଯୋଗ ଦେବାରେ ଅନ୍ୟ କୌଣସି ଉଦ୍ଦେଶ୍ୟ ନହିଁ । [୧] [୨]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

୧୯୯୭ ଫେବୃଆରି ୧୮ ତାରିଖ ଦିନ, ସମ୍ପୂର୍ଣ୍ଣ ହିନ୍ଦୁ ରୀତିନିତୀ ସହିତ ସେ ଦିଲ୍ଲୀର ଜଣେ ସଫଳ ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ବିବାହ କରିଥିଲେ । ଏହି ବିବାହ ଜନପଥଠାରେ ଥିବା ଗାନ୍ଧୀ ଭବନଠାରେ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ତାଙ୍କର "ରିହାନ୍" ନାମରେ ଗୋଟିଏ ପୁଅ ଏବଂ "ମିରାୟା" ନାମରେ ଗୋଟିଏ ଝିଅ ଅଛନ୍ତି । ସେ ବୌଦ୍ଧଧର୍ମର ଜଣେ ଆନୁଗାମୀ ଅଟନ୍ତି । [୩][୪] [୫]

ଅଧିକା ତଥ୍ୟ[ସମ୍ପାଦନା]

  1. Mike Wooldridge, BBC News, Priyanka: Daughter of the dynasty, 1 October 1999
  2. "Rediff On The NeT: The Rediff Election Interview/ Priyanka Vadra". rediff.com.
  3. http://www.rediff.in/news/feb/10gandhi.htm
  4. "Who is Robert Vadra?", India Today, 10 October 2011. Retrieved on 15 February 2013.
  5. "Priyanka Gandhi Vadra". The Outlook. Retrieved 18 October 2012.