ପ୍ରିୟଙ୍କା ଗାନ୍ଧୀ
ପ୍ରିୟଙ୍କା ଗାନ୍ଧୀ (ପ୍ରିୟଙ୍କା ରବର୍ଟ ଭଦ୍ରା) ହେଉଛନ୍ତି ଭାରତୀୟ ଜାତୀୟ କଂଗ୍ରେସ ଦଳର ଜଣେ ପ୍ରମୁଖ ସଦସ୍ୟା ତଥା ଜଣେ ରାଜନେତ୍ରୀ । ସେ ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ଝିଅ ଓ ବର୍ତ୍ତମାନର କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କ ଭଉଣୀ । ସେ ଫିରୋଜ ଗାନ୍ଧୀ ଓ ଇନ୍ଦିରା ଗାନ୍ଧୀଙ୍କ ନତୁଣୀ ଏବଂ ନେହେରୁ-ଗାନ୍ଧୀ ବଂଶର ଜଣେ ଉତ୍ତରାଧିକାରୀ ।
ପ୍ରିୟଙ୍କା ଗାନ୍ଧୀ | |
---|---|
ଜନ୍ମ | ଦିଲ୍ଲୀ, ଭାରତ | ୧୨ ଜାନୁଆରୀ ୧୯୭୨
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଦିଲ୍ଲୀବିଶ୍ୱବିଦ୍ୟାଳାୟ (B.A.) |
ରାଜନୈତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ବୈବାହିକ-ସାଥୀ | ରୋବେର୍ଟ ବଦ୍ରା |
ସନ୍ତାନ | 2 |
ପିତାମାତା | ରାଜୀବ ଗାନ୍ଧୀ (ଫାଂଥେର) ସୋନିଆ ଗାନ୍ଧୀ (ମୋଥେର ) |
ସମ୍ପର୍କୀୟ | ରାହୁଲ ଗାନ୍ଧୀ (ବରତହେର) |
ଦସ୍ତଖତ | |
ରାଜନୈତିକ ଜୀବନ
[ସମ୍ପାଦନା]୧୯୯୯ ମସିହାର ଏକ ନିର୍ବାଚନ ସଭା ଚାଲିଥିବା ବେଳେ ବି.ବି.ସି. ନ୍ୟୁଜ ସହ ସାକ୍ଷାତକାର ସମୟରେ ପ୍ରିୟଙ୍କା କହିଥିଲେ "ମୁଁ ମୋର ଚିନ୍ତାଧାରାକୁ ନେଇ ସ୍ୱଚ୍ଛ ଓ ସ୍ଥିର । ମୋ ପାଇଁ ରାଜନୀତିଠାରୁ ଅଧିକା ଦେଶର ଜନତା ମହତ୍ୱ ରଖନ୍ତି ଏବଂ ମୁଁ ନିଜେ ରାଜନୀତିରେ ନ ରହି ମଧ୍ୟ ଜନତାର ସେବା କରିପାରିବି" । ମୋର ରାଜନୀତିରେ ଯୋଗଦେବା ସହ କେବଳ ଦେଶର ଭାଇଚାରାର ସଂପର୍କ ରହିଛି ନଚେତ ମୁଁ ହଜାର ଥର କହିଛି ମୋର ରାଜନୀତିରେ ଯୋଗ ଦେବାରେ ଅନ୍ୟ କୌଣସି ଉଦ୍ଦେଶ୍ୟ ନହିଁ । [୧] [୨]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]୧୯୯୭ ଫେବୃଆରି ୧୮ ତାରିଖ ଦିନ, ସମ୍ପୂର୍ଣ୍ଣ ହିନ୍ଦୁ ରୀତିନିତୀ ସହିତ ସେ ଦିଲ୍ଲୀର ଜଣେ ସଫଳ ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ବିବାହ କରିଥିଲେ । ଏହି ବିବାହ ଜନପଥଠାରେ ଥିବା ଗାନ୍ଧୀ ଭବନଠାରେ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ତାଙ୍କର "ରିହାନ୍" ନାମରେ ଗୋଟିଏ ପୁଅ ଏବଂ "ମିରାୟା" ନାମରେ ଗୋଟିଏ ଝିଅ ଅଛନ୍ତି । ସେ ବୌଦ୍ଧଧର୍ମର ଜଣେ ଆନୁଗାମୀ ଅଟନ୍ତି । [୩][୪] [୫]
ଅଧିକା ତଥ୍ୟ
[ସମ୍ପାଦନା]- ↑ Mike Wooldridge, BBC News, Priyanka: Daughter of the dynasty, 1 October 1999
- ↑ "Rediff On The NeT: The Rediff Election Interview/ Priyanka Vadra". rediff.com.
- ↑ "ଆର୍କାଇଭ୍ କପି". Archived from the original on 2013-09-13. Retrieved 2016-05-05.
{{cite web}}
: Cite has empty unknown parameter:|1=
(help) - ↑ "Who is Robert Vadra?", India Today, 10 October 2011. Retrieved on 15 February 2013.
- ↑ "Priyanka Gandhi Vadra". The Outlook. Retrieved 18 October 2012.