ପୋର୍ସା
ଦେଖଣା
Porsa | |
|---|---|
city | |
| ଦେଶ | |
| ରାଜ୍ୟ | Madhya Pradesh |
| ଜିଲ୍ଲା | Morena |
| Elevation | 1,054 m (3,458 ft) |
| Population (2010) | |
| • Total | ୩୭,୮୨୪ |
| ଭାଷା | |
| • ସରକାରୀ | Hindi |
| Time zone | UTC+5:30 (IST) |
ପୋର୍ସା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ମଧ୍ୟପ୍ରଦେଶର ମୋରେନ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ପୋର୍ସା ୨୬.୬୭୩୨ ଉତ୍ତର ଅକ୍ଷାଂଶ ଓ ୭୮.୩୭୦୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପୋର୍ସା ସହରର ମୋଟ ଜନସଂଖ୍ୟା ୩୩୦୯୭ ଅଟେ ।[୨] ସେଥି ମଧ୍ୟରୁ ୫୩.୮୨% ଜଣ ପରୁଷ ହୋଇଥିବା ବେଳେ ୪୬.୧୮% ଜଣ ନାରୀ ଅଟନ୍ତି । ପୋର୍ସାର ସାକ୍ଷରତା ହାର ୬୬.୩୫% ଅଟେ । ଏହା ଜାତୀୟ ହାରଠାରୁ ୧.୫୧% ପ୍ରତିଶତ କମ ଅଟେ । ସେଥିରୁ ୪୦.୬୨% ପ୍ରତିଶତ ପୁରୁଷ ଓ ୨୫.୭୩% ନାରୀ ଅଟନ୍ତି । ୧୬.୫୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ପୋର୍ସାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.