ପିମୋଜାଇଡ

ଉଇକିପିଡ଼ିଆ‌ରୁ
ପିମୋଜାଇଡ
Clinical data
Trade namesOrap
AHFS/Drugs.commonograph
MedlinePlusa686018
data
Pregnancy
category
  • AU: B1
  • US: C (Risk not ruled out)
Routes of
administration
By mouth
Legal status
Legal status
Pharmacokinetic data
Bioavailability40-50%
MetabolismCYP3A4, CYP1A2 and CYP2D6
Elimination half-life55 hours (adults), 66 hours (children)
ExcretionUrine
Identifiers
  • 1-[1-[4,4-Bis(4-fluorophenyl)butyl]-4-piperidinyl]-1,3-dihydro-2H-benzimidazole-2-one
ECHA InfoCard100.016.520 Edit this at Wikidata
Chemical and physical data
FormulaC28H29F2N3O
Molar mass୪୬୧.୫୬ g·mol−1
3D model (JSmol)
  • Fc1ccc(cc1)C(c2ccc(F)cc2)CCCN5CCC(N4c3ccccc3NC4=O)CC5
  • InChI=1S/C28H29F2N3O/c29-22-11-7-20(8-12-22)25(21-9-13-23(30)14-10-21)4-3-17-32-18-15-24(16-19-32)33-27-6-2-1-5-26(27)31-28(33)34/h1-2,5-14,24-25H,3-4,15-19H2,(H,31,34) checkY
  • Key:YVUQSNJEYSNKRX-UHFFFAOYSA-N checkY
  (verify)

ପିମୋଜାଇଡ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଓରାପ, ହେଉଛି ସିଜୋଫ୍ରେନିଆ ଏବଂ ଟୁରେଟ୍ ସିଣ୍ଡ୍ରୋମର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧][୨] ଟୁରେଟ ରୋଗରେ ହାଲୋପେରିଡଲ ଭଳି ଅନ୍ୟ ଚିକିତ୍ସା ପ୍ରଭାବଶାଳୀ ନ ହେଲେ ଏହା ବ୍ୟବହୃତ ହୁଏ । [୨] ଏହା ପାଟିରେ ଦିଆଯାଏ | [୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପାର୍କିନସୋନିଜ୍ମ, ଶୁଖିଲା ପାଟି ଏବଂ ନିଦ୍ରାଳୁ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଟାର୍ଡିଭ୍ ଡିସକାଇନେସିଆ, ନ୍ୟୁରୋଲେପ୍ଟିକ୍ ମାଲିଗାଣ୍ଟ ସିଣ୍ଡ୍ରୋମ, କ୍ୟୁଟି ବିସ୍ତାର ଏବଂ ବାତ ଅନ୍ତର୍ଭୁକ୍ତ ହୋଇପାରେ | [୨] ଏହା ଡାଇଫିନାଇଲବୁଟାଇଲପିପେରାଡାଇନ୍ ଶ୍ରେଣୀରେ ଏକ ଆଣ୍ଟିସାଇକୋଟିକ୍ ଔଷଧ ଅଟେ ।[୨] ଏହା ଉଭୟ ଡୋପାମାଇନ୍ ଏବଂ ସେରୋଟୋନିନ୍ ରିସେପ୍ଟର ଉପରେ ପ୍ରଭାବ ପକାଇଥାଏ ।[୩]

୧୯୬୩ ମସିହାରେ ପିମୋଜାଇଡ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୬୯ରେ ଫ୍ରାନ୍ସରେ ବ୍ୟବହାରରେ ଆସିଥିଲା ।[୩] ଯୁକ୍ତରାଜ୍ୟରେ ୪ ମିଗ୍ରା ବିଶିଷ୍ଟ ୧୦୦ଟି ବଟିକାର ମୂଲ୍ୟ ୨୦୨୧ ମସିହାରେ ୪୦ ପାଉଣ୍ଡ ଥିଲା ।[୧] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ୪୩୦ ଡଲାର ଥିଲା ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ BNF 81: March-September 2021. BMJ Group and the Pharmaceutical Press. 2021. p. 408. ISBN 978-0857114105.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Pimozide Monograph for Professionals". Drugs.com (in ଇଂରାଜୀ). Archived from the original on 12 August 2021. Retrieved 28 October 2021.
  3. ୩.୦ ୩.୧ Buschmann, Helmut; Holenz, Jörg; Párraga, Antonio; Torrens, Antoni; Vela, José Miguel; Díaz, José Luis (16 April 2007). Antidepressants, Antipsychotics, Anxiolytics, 2 Volume Set: From Chemistry and Pharmacology to Clinical Application (in ଇଂରାଜୀ). John Wiley & Sons. p. 528. ISBN 978-3-527-31058-6. Archived from the original on 28 October 2021. Retrieved 28 October 2021.
  4. "Pimozide Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 April 2021. Retrieved 28 October 2021.