ପା‌‌ନଗଡ଼

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Panagar
city
ଦେଶ India
ରାଜ୍ୟMadhya Pradesh
ଜିଲ୍ଲାJabalpur
Elevation
377 m (1,237 ft)
Population
 (2001)
 • Total୨୫,୧୪୩
ଭାଷା
 • ସରକାରୀHindi
Time zoneUTC+5:30 (IST)

ପା‌‌ନଗଡ଼ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ମଧ୍ୟପ୍ରଦେଶର ଜବଲ୍ପୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ପା‌‌ନଗଡ଼ ୨୩.୨୮୫୫ ଉତ୍ତର ଅକ୍ଷାଂଶ ଓ ୭୯.୯୯୪୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପା‌‌ନଗଡ଼ ସହରର ମୋଟ ଜନସଂଖ୍ୟା ୨୫୧୪୩ ଅଟେ ।[୨] ସେଥି ମଧ୍ୟରୁ ୫୨.୦୫% ଜଣ ପରୁଷ ହୋଇଥିବା ବେଳେ ୪୭.୯୫% ଜଣ ନାରୀ ଅଟନ୍ତି । ପା‌‌ନଗଡ଼ର ସାକ୍ଷରତା ହାର ୬୭.୬୦% ଅଟେ । ଏହା ଜାତୀୟ ହାରଠାରୁ ୨.୭୬% ପ୍ରତିଶତ କମ ଅଟେ । ସେଥିରୁ ୩୮.୮୩% ପ୍ରତିଶତ ପୁରୁଷ ଓ ୨୮.୭୬% ନାରୀ ଅଟନ୍ତି । ୧୪.୪୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ପା‌‌ନଗଡ଼ର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]