Jump to content

ପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ
ସ୍ଥାପିତ୨୦୦୯
ପ୍ରକାରସରକାରୀ
ଅଧ୍ୟକ୍ଷଡ: ରଞ୍ଜନ କୁମାର ସ୍ୱାଇଁ
ଅବସ୍ଥାନବ୍ରହ୍ମପୁର, ଓଡ଼ିଶା, ଭାରତ
ପରିସର୮୫ ଏକର
ଅନୁବନ୍ଧନବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ
ୱେବସାଇଟwww.pmec.ac.in

ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ଓଡ଼ିଶା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ନଗରରେ ଅବସ୍ଥିତ ଏକ ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟ । ଏହା ୨୦୦୯ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଜାରା ସ୍ଥାପିତ ହୋଇଥିଲା । ଏହି ସରକାରୀ ମହାବିଦ୍ୟାଳୟଟି ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ନାମରେ ନାମିତ ।

୯ଟି ବିଭାଗ:[ଆଧାର ଲୋଡ଼ା]

ବିଭାଗ

ନିର୍ମାଣ (ସିଭିଲ୍)୧୨୦
କମ୍ପ୍ୟୁଟର୍ ସାଇନସ୍୧୨୦
ଇଲେକ୍ଟ୍ରିକାଲ୍୧୨୦
ଯାନ୍ତ୍ରିକ (ମେକାନିକାଲ୍)୧୨୦
ବିଦ୍ୟୁତାଣୁ (ଇଲେକଟୋନିକ୍ସ)୬୦
ଯାନବାହନ (ଅଟୋମୋବାଇଲ)୬୦
ଉତ୍ପାଦନ (ପ୍ରଡ଼କ୍ସନ)୬୦
ରସାୟନ (କେମିକ୍ୟାଲ୍)୬୦
ମେଟାଲୁର୍ଜି୬୦
    [ସମ୍ପାଦନା]