ପଖିଆ

ଉଇକିପିଡ଼ିଆ‌ରୁ
ପଖିଆ ।

ପଖିଆ ବର୍ଷାରୁ ରକ୍ଷା ପାଇବା ପାଇଁ ବ୍ୟବହାର ହେଉଥିବା ଏକପ୍ରକାର ଘୋଡ଼ିଆ ବସ୍ତୁ ।[୧] ଏହା ଶୁଖିଲା ବରଡ଼ା ପତ୍ରରୁ ତିଆରି ଓ ଦେଖିବାକୁ ଡଙ୍ଗା ଭଳି । ଏହା ମୁଣ୍ଡରୁ ଅଣ୍ଟା ଯାଏ ଢାଙ୍କିପାରେ ।[୨] ଆଗରୁ ଅନେକ ମଜୁରିଆ ଓ ଚାଷୀମାନେ ବାହାରେ କାମ କଲାବେଳେ ଏହାକୁ ଘୋଡ଼ିହୋଇ କାମ କରୁଥିଲେ ।[୩]

ଚଳଣିରେ ବ୍ୟବହାର[ସମ୍ପାଦନା]

ଓଡ଼ିଶାମଧ୍ୟପ୍ରଦେଶର କେତେକ ଜନଜାତିର ଲୋକେ ଏହାକୁ ପର୍ବପର୍ବାଣି ପାଳନ ବେଳେ କଦମ୍ବ ଗଛ ସହ ପୂଜିଥାନ୍ତି । ମାଣବସାରେ ସେର, ମାଣ, ଗଉଣି ଆଦି ପଖିଆକୁ ବସାଯାଇଥାଏ ।[୪][୫]

ଆଧାର[ସମ୍ପାଦନା]

  1. Mihir K. Jena; N. Patnaik (2002). Forest tribes of Orissa: lifestyle and social conditions of selected Orissan tribes. D.K. Printworld. ISBN 978-81-246-0415-1.
  2. Kuñjabihāri Dāśa (1991). Folklore of Orissa. Orissa Sahitya Akademi.
  3. Orissa (India). Orissa District Gazetteers: Puri. Superintendent, Orissa Government Press.
  4. Sankar Sen Gupta (1965). Tree Symbol Worship in India: A New Survey of a Pattern of Folk-religion. Indian Publications.
  5. "Worship of other trees and plants". orissaculture.com. Retrieved 30 May 2017.