Jump to content

ମାଣ

ଉଇକିପିଡ଼ିଆ‌ରୁ

ଜମିର ଆକାର

[ସମ୍ପାଦନା]
ମାଣ

ଜମିର ଆକାର ବା କ୍ଷେତ୍ର ପରିମାଣ ମାପିବା ପାଇଁ ମାଣ ଏକ ପରିମାପର ଏକକ | ପଚିଶ ଗୁଣ୍ଠ ପରିମିତ ଜମିକୁ ନେଇ ଏକ ମାଣ ଜମି ହେଇଥାଏ ।

ଶସ୍ୟର ପରିମାଣ

[ସମ୍ପାଦନା]

ଶସ୍ୟାଦିର ପରିମାଣ ମାପିବା ପାଇଁ ମାଣ ଏକ ପରିମାପର ଏକକ ।

ଶସ୍ୟାଦି ମପାଯିବା ପାଇଁ ଗଉଣୀ ବେତ, ଲୁହା, ପିତଳ, କାଠ ଆଦିର ଏକ ଗହୀରିଆ ପାତ୍ରକୁ ବ୍ୟବହାର କରା ଯାଇଥାଏ । ତାକୁ ମଧ୍ୟ ମାଣ କୁହାଯାଏ ।