ନୀଳଚକ୍ରନଗର
Appearance
ନୀଳଚକ୍ରନଗର ପୁରୀ ଜିଲ୍ଲାର ଗୋପିନାଥପୁର ପଞ୍ଚାୟତରେ ଅବସ୍ଥିତ | ଏହା ମଧ୍ୟରେ ଆଠଟି ଗଳି ରହିଛି |
ଇତିହାସ
[ସମ୍ପାଦନା]
ଅବସ୍ଥିତି
[ସମ୍ପାଦନା]ନୀଳଚକ୍ରନଗର ଅଠରନଳା ନିକଟରେ ଅବସ୍ଥିତ | ଯାହାକି ପୁରୀର ପ୍ରବେଶ ପଥ ରୂପେ ପରିଚିତ | ନୀଳଚକ୍ରନଗରର ଅନ୍ୟ ଏକ ପାଶ୍ୱରେ ମୂଷାନଈ ଅବସ୍ଥିତ | ଏହାର ନିକଟରେ ଅାଖଣ୍ଡଳମଣି ମନ୍ଦିର ରହିଛି | ଏହା ମଧ୍ୟ ୨୦୩ ନଂ ଜାତୀୟ ରାଜପଥକୁ ସଲଗ୍ନ ହୋଇଛି | ଏହାର ଅନ୍ୟ ଏକ ପାର୍ଶ୍ୱରେ ପୁରୀର ଏକମାତ୍ର ଚିଙ୍ଗୁଡି ଫ୍ୟାକ୍ଟ୍ରି ରହିଛି, ଯାହାକି ୨୦୩ ନଂ ଜାତୀୟ ରାଜପଥକୁ ମଧ୍ୟ ସଲଗ୍ନ ହୋଇଛି |
ଦିଗବାରେଣି: ୧୯୫°୪୯’୧୩″ଉ ୮୫°୪୯′୫୭″ପୂ[୧]
ଠିକଣା
[ସମ୍ପାଦନା]ନୀଳଚକ୍ରନଗର, ଗୋପିନାଥପୁର, ପୁରୀସଦର
ପୁରୀ, ଓଡ଼ିଶା
ପିନ୍–୭୫୨୦୦୨[୧]
ନିକଟବତ୍ତୀ ସ୍ଥାନ
[ସମ୍ପାଦନା]ନରେନ୍ଦ୍ର ପୋଖରୀ – ୧.୧ କିମି
ସବୋଦୟ ନଗର – ୧.୨ କିମି
ମୁକୁନ୍ଦମିଶ୍ର ନଗର – ୧.୩ କିମି
ଗୋପିନାଥପୁର – ୦.୪ କିମି
ନିକଟବତ୍ତୀ ସହର
[ସମ୍ପାଦନା]ଉତ୍ତରା–୪୩ କିମି
ଜଟଣି–୪୪ କିମି
ଜଗତସିଂହପୁର–୬୧ କିମି
ବାଣପୁର–୭୩ କିମି
ଦଶପଲ୍ଲା–୧୨୦ କିମି