Jump to content

ନୀରଜ ଚୋପ୍ରା

ଉଇକିପିଡ଼ିଆ‌ରୁ
ନୀରଜ ଚୋପ୍ରା
ବିଶିଷ୍ଟ ସେବା ମେଡ଼ାଲ
୨୦୧୭ ମସିହାରେ ନୀରଜ
ବ୍ୟକ୍ତିଗତ ତଥ୍ୟ
ଜାତୀୟତାଭାରତୀୟ
ଜନ୍ମ (1997-12-24) ୨୪ ଡିସେମ୍ବର ୧୯୯୭ (ବୟସ ୨୮)
ପାନିପତ, ହରିୟାଣା, ଭାରତ
ଶିକ୍ଷାଡିଏଭି କଲେଜ, ଚଣ୍ଡିଗଡ଼
ଉଚ୍ଚତା୧.୮୨ ମି[]
Sport
ଦେଶଭାରତ
କ୍ରୀଡ଼ାଜାଭେଲିନ ଫିଙ୍ଗାଳି
ର‍୍ୟାଙ୍କ[]
Event(s)ଜାଭେଲିନ
Coached byଯୁ ଜନ[dubious ]
Achievements and titles
Highest world ranking2 (Achieved on 11 August 2021)[]
Personal best(s)NR 88.07 m (2021)[]
Medal record
Men's Javelin throw

ନୀରଜ ଚୋପ୍ରା (ଜନ୍ମ : ୨୪ ଡିସେମ୍ବର ୧୯୯୭) ଜଣେ ଭାରତୀୟ ଜାଭେଲିନ ଫିଙ୍ଗାଳୀ । ୨୦୨୧ ଅଗଷ୍ଟ ମାସ ସୁଦ୍ଧା ବିଶ୍ୱ ଆଥଲେଟିକ ଅନୁଷ୍ଠାନଦ୍ୱାରା ପ୍ରକାଶିତ ମାନ୍ୟତା ତାଲିକାରେ ତାଙ୍କର ବିଶ୍ୱ ର‍୍ୟାଙ୍କ ୨ଥିଲା । ସେ ଭାରତୀୟ ସ୍ଥଳସେନାରେ ଜଣେ କମିସନଡ ଅଫିସର ଭାବରେ କାର୍ଯ୍ୟରତ । ନିଜର ପ୍ରଥମ ଅଲିମ୍ପିକ ପଦାର୍ପଣରେ ସେ ୨୦୨୦ ଟୋକିଓ ଅଲିମ୍ଭିକରେ ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[]

୨୦୨୩ ମସିହାରେ ବୁଦେପେଷ୍ଟଠାରେ ଅନୁଷ୍ଠିତ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ସେ ଭାରତପାଇଁ ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ଏହି ପ୍ରତିଯୋଗିତାରେ ସେ ୮୮.୧୭ ମିଟର ଦୂର ଜାଭେଲିନ ଫିଙ୍ଗିଥିଲେ । []

  1. "Athletics | Athlete Profile: Neeraj CHOPRA – Gold Coast 2018". gc2018.com. 2018 Commonwealth Games. Archived from the original on 11 August 2021. Retrieved 14 April 2018.
  2. 1 2 "Neeraj Chopra, India's Olympic Gold Medallist, Becomes World Number 2 in Men's Javelin Throw". NDTV. Archived from the original on 2021-08-11. Retrieved 2021-08-16.
  3. "Neeraj Chopra makes National Record again". The Times of India. 5 March 2021. Retrieved 7 March 2021.
  4. "U.S., India finally get athletics gold, Japan win baseball title". Reuters (in ଇଂରାଜୀ). 2021-08-07. Retrieved 2021-08-15.
  5. "ନୀରଜଙ୍କୁ ବିଶ୍ବ ସ୍ବର୍ଣ୍ଣ: ଶ୍ରେଷ୍ଠ ପ୍ରଦର୍ଶନ ସହ କିଶୋର ପଞ୍ଚମ, ମନୁ ଷଷ୍ଠ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 28 August 2023. Retrieved 28 August 2023.