ଲବଲୀନା ବରଗୋହେନ
ଲବଲୀନା ବରଗୋହେନ | |||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ପରିସଂଖ୍ୟାନ | |||||||||||||||||||||||||||||||||
Weight class | ୬୪-୬୯ କିଗ୍ରା | ||||||||||||||||||||||||||||||||
ଓଜନ ବିଭାଗ | ୬୯ କିଗ୍ରା | ||||||||||||||||||||||||||||||||
ଉଚ୍ଚତା | ୧. ୭୮ ମି | ||||||||||||||||||||||||||||||||
ଜାତିୟତା | ଭାରତୀୟ | ||||||||||||||||||||||||||||||||
ଜନ୍ମ | ଗୋଲାଘାଟ, ଆସାମ, ଭାରତ | ୨ ଅକ୍ଟୋବର ୧୯୯୭||||||||||||||||||||||||||||||||
Medal record
|
ଲବଲୀନା ବରଗୋହେନ (ଜନ୍ମ : ୨ ଅକ୍ଟୋବର ୧୯୯୭) ଜଣେ ଭାରତୀୟ ବକ୍ସର । ସେ ୨୦୨୦ ଟୋକିଓ ଅଲିମ୍ପିକରେ ମହିଳାଙ୍କ ୬୪-୬୯କେଜି ବିଭାଗରେ ପ୍ରତିଦ୍ୱନ୍ଦିତା କରି ବ୍ରୋଞ୍ଜ ପଦକ ଜିତିଥିଲେ ।[୨] ସେ ୨୦୧୮ ଓ ୨୦୧୯ ମସିହାରେ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ମଧ୍ୟ ବ୍ରୋଞ୍ଜ ପଦକ ଜିତିଥିଲେ ।[୩][୪][୫] ପ୍ରଥମ ଭାରତ ଓପନ ବିଶ୍ୱ ବକ୍ସିଂ ଚାମ୍ପିୟନସିପ ପ୍ରଥମ ସଂସ୍କରଣରେ ସେ ସ୍ୱର୍ଣ୍ଣ ପଦକ ଓ ଦ୍ୱିତୀୟ ସଂସ୍କରଣରେ ରୌପ୍ୟ ପଦକ ଜିତିଥିଲେ । ୨୦୨୦ ମସିହାରେ ୬୯କିଗ୍ରା ଓଜନ ବିଭାଗରେ ତାଙ୍କର ବିଶ୍ୱ ରାଙ୍କ ତୃତୀୟ ରହିଥିଲା ।[୬] ଅଲିମ୍ପିକ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାରେ, ସେ ଥିଲେ ଆସାମ ରାଜ୍ୟର ପ୍ରଥମ ମହିଳା । ୨୦୨୦ ମସିହାରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ଏହି ପୁରସ୍କାର ପାଇବାରେ ସେ ଆସାମର ଷଷ୍ଠ ଖେଳାଳି ଥିଲେ ।[୭]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଲବଲୀନା ୧୯୯୭ ମସିହା ଅକ୍ଟୋବର ୨ ତାରିଖରେ ଆସାମର ଗୋଲାଘାଟଠାରେ ଜନ୍ମଗ୍ରହଣ କରିଥିଲେ ।[୮][୯] ତାଙ୍କ ପିତାଙ୍କ ନାମ ଟିକେନ ଓ ମାତାଙ୍କ ନାମ ମାମୋନୀ ବରଗୋହେନ । ତାଙ୍କ ପିତା ଜଣେ କ୍ଷୁଦ୍ର ବ୍ୟବସାୟୀ । ତାଙ୍କ ଦୁଇ ଯମଜ ବଡ଼ ଭଉଣୀ ଲିଚା ଓ ଲିମା ଜାତୀୟ ସ୍ଥରର କିକବକ୍ସିଂ ଖେଳାଳି ଥିଲେ । ବଡ଼ ଭଉଣୀମାନଙ୍କ ଭଳି ଲଭଲୀନା ମଧ୍ୟ କିକବକ୍ସିଂ ଖେଳ ଆରମ୍ଭ କରିଥିଲେ ଓ ପରେ ବକ୍ସିଂଙ୍କୁ ଆସିଥିଲେ ।[୧୦] ତାଙ୍କ ସ୍କୁଲ ବଡ଼ପଥର ହାଇସ୍କୁଲରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣଦ୍ୱାରା କରାଯାଇଥିବା ଏକ ଟ୍ରାୟଲ କ୍ୟାମ୍ପରେ ଲଭଲୀନା ଭାଗନେଇଥିଲେ । ସେଠାରେ ତାଙ୍କ ପ୍ରତିଭା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ୨୦୧୨ ମସିହାରୁ ସେ କୋଚ ପଦୂମ ଚନ୍ଦ୍ର ବୋଡ଼ଙ୍କଠାରୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣରେ ପ୍ରଶିକ୍ଷଣ ଲାଭ କରିଥିଲେ ।[୧୧][୧୨] ପରେ ସେ ସନ୍ଧ୍ୟା ଗୁରୁଙ୍ଗଙ୍କଦ୍ୱାରା ପ୍ରଶିକ୍ଷିତ ହୋଇଥିଲେ ।[୧][୧୩][୧୪]
ଖେଳ ଜୀବନ
[ସମ୍ପାଦନା]- ବ୍ରୋଞ୍ଜ ପଦକ - ଏସିଆନ ବକ୍ସିଂ ଚାମ୍ପିୟନସିପ ନଭେମ୍ବର, ୨୦୧୭[୧୫]
- ବ୍ରୋଞ୍ଜ ପଦକ - ପ୍ରେସିଡେଣ୍ଟସ କପ ଜୁନ, ୨୦୧୭ [୧୬][୧୭][୧୦]
- ସ୍ୱର୍ଣ୍ଣ ପଦକ - ଭାରତ ଓପନ ଆନ୍ତର୍ଜାତୀୟ ବକ୍ସିଂ ଚାମ୍ପିୟନସିପ ୨୦୧୮[୧୮][୯]
- ରୌପ୍ୟ ପଦକ - ଉଲାନବାତାର କପ, ମାଙ୍ଗୋଲିଆ ଜୁନ,୨୦୧୮
- ଆନ୍ତର୍ଜାତୀୟ ସିଲେସିଆନ ଚାମ୍ପିୟନସିପ, ପୋଲାଣ୍ଡ ସେପ୍ଟେମ୍ବର, ୨୦୧୮[୧୯][୨୦]
- ବ୍ରୋଞ୍ଜ ପଦକ - ଟୋକିଓ ଅଲିମ୍ପିକ, ଅଗଷ୍ଟ ୨୦୨୧[୨୧]
ଟୋକିଓ ଅଲିମ୍ପିକ ୨୦୨୦
[ସମ୍ପାଦନା]୨୦୨୦ ଟୋକିଓ ଅଲିମ୍ପିକରେ ଲବଲୀନା ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ଭାରତ ପାଇଁ ଏକ ବ୍ରୋଞ୍ଜପଦକ ଜିତିଥିଲେ । ସେ ପ୍ରାରମ୍ଭିକ ରାଉଣ୍ଡରେ ଜର୍ମାନ ବକ୍ସର ନାଦୀନ ଆପ୍ଟେଜ ଓ ତାଇୱାନ ବକ୍ସର ଚେନ ନିନ-ଚେନଙ୍କୁ ପରାସ୍ତ କରି ନିଜ ପାଇଁ ଏକ ପଦକ ନିଧାର୍ଯ୍ୟ କରିଥିଲେ ।[୨୨][୨୩][୨୪] ସେମିଫାଇନାଲରେ ସେ ବିଶ୍ୱର ଏକ ନମ୍ବର ମାନ୍ୟତାପ୍ରାପ୍ତ ତୁର୍କୀର ବକ୍ସର ବୁସେନାଜ ସୁରମେନେଲିଙ୍କଠାରୁ ପରାସ୍ତ ହୋଇଥିଲେ ଓ ବ୍ରୋଞ୍ଜପଦକ ହାସଲ କରିଥିଲେ ।[୨୫]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଅର୍ଜୁନ ପୁରସ୍କାର - ୨୦୨୦[୨୬]
- ଟୋକିଓ ଅଲିମ୍ପିକରେ ବ୍ରୋଞ୍ଜ ପଦକ ଜିତିଥିବାରୁ
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Now and then: Forces behind boxer Lovlina Borgohain's rise". The New Indian Express. 30 July 2021. Retrieved 31 July 2021.
- ↑ "Boxing Schedule & Results - 4 Aug | Tokyo 2020". .. (in ଆମେରିକୀୟ ଇଂରାଜୀ). Archived from the original on 2021-07-19. Retrieved 2021-08-04.
- ↑ Tirkey, John. "Women's Boxing World Championships: India's Mary Kom Enters Final, Lovlina Borgohain Takes Home The Bronze Medal". sports.ndtv.com. NDTV. Retrieved 23 November 2018.
- ↑ "Mary Kom storms into World Boxing Championships final, Lovlina Borgohain gets bronze". timesofindia.com. timesofindia. Retrieved 22 November 2018.
{{cite web}}
: CS1 maint: url-status (link) - ↑ "Lovlina Borgohain settles for bronze in AIBA Women's World Championships". www.aninews.in (in ଇଂରାଜୀ). 12 October 2019. Retrieved 8 December 2019.
- ↑ "Lovlina Borgohain Achieves World No.3 Rank". pratidintime.com. pratidintime. Archived from the original on 20 March 2020. Retrieved 13 February 2020.
- ↑ "Boxer Lovlina Borgohain becomes 6th from Assam to receive Arjuna Award". www.eastmojo.com. 22 August 2020. Retrieved 7 October 2020.
- ↑ "Boxing | Athlete Profile: Lovlina BORGOHAIN – Gold Coast 2018 Commonwealth Games". results.gc2018.com (in ଅଷ୍ଟ୍ରେଲିୟ ଇଂରାଜୀ). Archived from the original on 17 November 2018. Retrieved 17 November 2018.
- ↑ ୯.୦ ୯.୧ "Assam's boxer Lovlina to represent India in Commonwealth Games; boxer yet to be intimated!". NORTHEAST NOW (in ଆମେରିକୀୟ ଇଂରାଜୀ). 28 February 2018. Retrieved 17 November 2018.
- ↑ ୧୦.୦ ୧୦.୧ "Women's World Boxing Championship: Meet India's 10-member squad – Times of India". The Times of India. Retrieved 17 November 2018.
- ↑ "EXCLUSIVE: Lovlina Borgohain 'Will Definitely Get Gold', Says Boxer's First Coach". Kamalika Sengupta. News18. 30 July 2021. Retrieved 31 July 2021.
- ↑ "High hopes for Lovlina – Times of India". The Times of India. Retrieved 17 November 2018.
- ↑ Pankaj Dhungel (31 July 2021). "From Sikkim with Love: How coach Sandhya Gurung turned Lovlina into a 'lion'". East Mojo. Retrieved 4 August 2021.
- ↑ "Former Sikkim boxer, who fought paralysis, behind Lovlina Borgohain's Olympics journey". Myithili Hazarika. ThePrint. 4 August 2021. Retrieved 4 August 2021.
- ↑ "Asian Boxing Championship round-up: Mary Kom, Sonia Lather progress to finals". Scroll.in (in ଆମେରିକୀୟ ଇଂରାଜୀ). Retrieved 17 November 2018.
- ↑ "Boxing: Lovlina assures India a bronze at Astana". mid-day (in ଇଂରାଜୀ). 8 June 2017. Retrieved 17 November 2018.
- ↑ "High hopes for Lovlina – Times of India". The Times of India. Retrieved 17 November 2018.
- ↑ "Mary Kom, Pwilao Basumatary, Lovlina Borgohain, Sanjeet win gold at India Open boxing". www.sportsavour.com (in ଆମେରିକୀୟ ଇଂରାଜୀ). February 2018. Retrieved 17 November 2018.
- ↑ NDTVSports.com. "Ulaanbaatar Cup: Mandeep Jangra Wins Gold, Four Others Grab Silver – NDTV Sports". NDTVSports.com (in ଇଂରାଜୀ). Retrieved 17 November 2018.
- ↑ "Gold for Mary Kom, Manisha gets silver in Polish boxing tourney". The Indian Express (in ଆମେରିକୀୟ ଇଂରାଜୀ). 16 September 2018. Retrieved 17 November 2018.
- ↑ DelhiAugust 4, Pratyush Raj New; August 4, 2021UPDATED; Ist, 2021 12:40. "Lovlina Borgohain's inspirational journey: From helping her father in paddy field, to an Olympic bronze". India Today (in ଇଂରାଜୀ). Retrieved 2021-08-04.
{{cite web}}
:|first3=
has numeric name (help)CS1 maint: numeric names: authors list (link) - ↑ Lovelina Borgohain assured of Olympic boxing medal after reaching semifinals sportstar.thehindu.com. Retrieved 30 July 2021
- ↑ Well done, Lovlina! Vijender Singh, Anurag Thakur lead wishes as boxer assures India's second medal at Tokyo Times Now. Retrieved 30 July 2021
- ↑ [୧]
- ↑ "Tokyo Olympics 2020 Live Updates: Golfer Aditi Ashok Tied 2nd, Bronze For Lovlina Borgohain, Wrestlers Shine | Olympics News". NDTVSports.com (in ଇଂରାଜୀ). Retrieved 2021-08-04.
- ↑ "President Kovind virtually presents Arjuna Award to Assam's boxer Lovlina Borgohain". NORTHEAST NOW. 29 August 2020. Retrieved 9 October 2020.
- ↑ Sharma, Nitin (12 July 2021). "Rs 6 crore or Rs 25 lakh for Olympics gold? Home state key to cash prize". Indian Express. Retrieved 4 August 2021.
- ↑ "Integrated Sports Policy of Assam" (PDF). Government of Assam. 2018. Retrieved 4 August 2021.
ବାହାର ଆଧାର
[ସମ୍ପାଦନା]- Lovlina Borgohain Profile Page:238