Jump to content

ନିରାପାରିବ

ଉଇକିପିଡ଼ିଆ‌ରୁ
ନିରାପାରିବ
Clinical data
Pronunciation/nɪˈræpərɪb/
NIH-RAP-UH-rib
Trade namesZejula
SynonymsNiraparib tosylate, MK-4827
AHFS/Drugs.commonograph
MedlinePlusa617007
data
Pregnancy
category
  • AU: D
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability73%
    Protein binding83%
    MetabolismCarboxylesterases
    MetabolitesM1 (carboxylic acid)
    Elimination half-life36 hours
    Excretion48% urine, 29% feces
    Identifiers
    • 2-[4-[(3S)-3-Piperidyl]phenyl]indazole-7-carboxamide
    ECHA InfoCard100.210.548 Edit this at Wikidata
    Chemical and physical data
    FormulaC19H20N4O
    Molar mass୩୨୦.୪0 g·mol−1
    3D model (JSmol)
    Solubility in water0.7–1.1 mg/mL (20 °C)
    • c1cc2cn(nc2c(c1)C(=O)N)c3ccc(cc3)[C@@H]4CCCNC4
    • InChI=1S/C19H20N4O/c20-19(24)17-5-1-3-15-12-23(22-18(15)17)16-8-6-13(7-9-16)14-4-2-10-21-11-14/h1,3,5-9,12,14,21H,2,4,10-11H2,(H2,20,24)/t14-/m1/s1 checkY
    • Key:PCHKPVIQAHNQLW-CQSZACIVSA-N checkY

    ନିରାପାରିବ, ଜେଜୁଲା ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ସରଫେସ ଏପିଥେଲିଆଲ୍-ଷ୍ଟ୍ରୋମାଲ ଟ୍ୟୁମର, ଫାଲୋପିଆନ୍ ଟ୍ୟୁବ୍ କିମ୍ବା ପ୍ରାଥମିକ ପେରିଟୋନିଆଲ୍ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ଏହା ସାଧାରଣତଃ ପ୍ଲାଟିନମ-ଆଧାରିତ କେମୋଥେରାପି ପରେ ବ୍ୟବହୃତ ହୁଏ। [] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, କମ୍ ପ୍ଲାଟେଲେଟ୍, ଥକ୍କା, ସ୍ୱଳ୍ପ ଲାଲ ରକ୍ତ କଣିକା, କୋଷ୍ଠକାଠିନ୍ୟ, ପେଟ ଯନ୍ତ୍ରଣା, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ଶୋଇବାରେ ଅସୁବିଧା, ମୁଣ୍ଡବିନ୍ଧା, ତରଳ ଝାଡ଼ା, ଅଣନିଶ୍ୱାସ, ଉଚ୍ଚ ରକ୍ତଚାପ, ଗଣ୍ଠି ଯନ୍ତ୍ରଣା ଏବଂ ଲାଲ ମୁଖମଣ୍ଡଳ ବା ଗରମ ଫ୍ଲସ୍ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମାୟେଲୋଡିସପ୍ଲାଷ୍ଟିକ ସିଣ୍ଡ୍ରୋମ ଏବଂ ଅନୁର୍ବରତା ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ପଲି ଏଡିପି-ରାଇବୋଜ୍ ପଲିମେରେଜ (PARP) ପ୍ରତିବନ୍ଧକ ।[]

    ୨୦୧୭ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ନିରପାରିବ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ପ୍ରତିଦିନ ୨୦୦ ମିଗ୍ରା ବିଶିଷ୍ଟ ୪ ସପ୍ତାହ ଚିକିତ୍ସାର ମୂଲ୍ୟ ପ୍ରାୟ ୪,୫୦୦ ଡଲାର । [] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୬,୩୦୦ ଡଲାର ଅଟେ ।[]

    1. "Zejula 100 mg hard capsules - Summary of Product Characteristics (SmPC)". (emc). Archived from the original on 19 January 2021. Retrieved 17 January 2021.
    2. 1 2 3 4 "Zejula- niraparib capsule". DailyMed. Archived from the original on 24 March 2021. Retrieved 17 January 2021.
    3. 1 2 3 4 5 "Zejula EPAR". European Medicines Agency (EMA). Archived from the original on 13 November 2020. Retrieved 17 January 2021. Text was copied from this source which is © European Medicines Agency. Reproduction is authorized provided the source is acknowledged.
    4. 1 2 3 "Niraparib Monograph for Professionals". Drugs.com (in ଇଂରାଜୀ). Archived from the original on 18 January 2021. Retrieved 13 November 2021.
    5. BNF 81: March-September 2021. BMJ Group and the Pharmaceutical Press. 2021. p. 1050. ISBN 978-0857114105.
    6. "Zejula Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 January 2021. Retrieved 13 November 2021.