ସର୍ଫେସ ଏପିଥେଲିଆଲ୍-ଷ୍ଟ୍ରୋମାଲ୍ ଟ୍ୟୁମର

ଉଇକିପିଡ଼ିଆ‌ରୁ
Surface epithelial-stromal tumor
Surface epithelial tumors
High magnification micrograph of a Brenner tumor, a type of surface epithelial-stromal tumor. H&E stain.
ବିଭାଗOncology, gynecology
ଲକ୍ଷଣPelvic mass[୧]
ବିପଦ କାରକNot having children, high fat diet, family history, late menopause[୨]
ରୋଗ ନିର୍ଣ୍ଣୟ ପଦ୍ଧତିSuspected based on medical imaging, confirmed by microscopic examination.[୧][୩]
ପ୍ରତିକାରTubal ligation, birth control pills[୨]
ପୁନଃପୌନିକ66% of ovarian tumors, 90% of ovarian cancers[୧]

ସର୍ଫେସ ଏପିଥେଲିଆଲ୍-ଷ୍ଟ୍ରୋମାଲ୍ ଟ୍ୟୁମର ହେଉଛି ଓଭାରିଆନ୍ ଟ୍ୟୁମର ଶ୍ରେଣୀର ଏକ ପ୍ରକାର ଅର୍ବୁଦ ।[୪] [୫] ଓଭାରି ଅର୍ବୁଦର ପ୍ରାୟ ୬୬% ଏବଂ ଓଭାରି କର୍କଟର ୯୦% ଏହି ରୋଗ ଅନ୍ତର୍ଭୁକ୍ତ ଥାଏ ।[୧] ପେଲଭିସରେ ଏକ ମାସ ବା ମୁଣ୍ଡା ଆକାରରେ ଥାଏ । [୧] ରୋଗ ଜଟିଳ ହେଲେ ପେରିଟୋନିଆଲ କର୍କଟ ହୋଇପାରେ । [୧]

ଏହାର ବିଭିନ୍ନ ପ୍ରକାର ମଧ୍ୟରେ ସେରସ ଅର୍ବୁଦ, ମ୍ୟୁସିନ ଅର୍ବୁଦ, ଏଣ୍ଡୋମେଟ୍ରିଅଏଡ ଅର୍ବୁଦ, କ୍ଲିଅର ସେଲ ଅର୍ବୁଦ, ଟ୍ରାଞ୍ଜିସନାଲ ସେଲ ଅର୍ବୁଦ ଓ କାର୍ସୋନୋସାର୍କୋମା ଭଳି ଏପିଥେଲିଆଲ-ସ୍ଟ୍ରୋମାଲ ଅର୍ବୁଦ । [୬] ସେରସ୍ ଟ୍ୟୁମର୍ ପ୍ରାୟ ୩୦%, ମ୍ୟୁସିନସ୍ ପ୍ରାୟ ୧୩% ଏବଂ ଏଣ୍ଡୋମେଟ୍ରଏଡ୍ ପ୍ରାୟ ୩% ଓଭାରିଆନ୍ ଟ୍ୟୁମର୍ ଗଠନ କରିଥାଏ । [୫] ସେମାନଙ୍କୁ ବିନାଇନ, ବର୍ଡ଼ରଲାଇନ ଓ ମାଲିଗନାଣ୍ଟ ଶ୍ରେଣୀଭୁକ୍ତ କରାଯାଏ ।[୪] କେତେକ ମାଲିଗନାଣ୍ଟ ସଂସ୍କରଣକୁ ଓଭାରିଆନ୍ ଆଡେନୋକାର୍କିନୋମା କୁହାଯାଏ । [୭]

ସନ୍ତାନ ନହେବା, ଅଧିକ ଚର୍ବିଳ ଖାଦ୍ୟ ଖାଇବା, ପାରିବାରିକ ଇତିହାସ ଏବଂ ବିଳମ୍ବିତ ଋତୁବନ୍ଦ ଏହି ରୋଗର ବିପଦ କାରକ ହୁଅନ୍ତି ।[୪] ଟ୍ୟୁବାଲ ଲାଇଗେସନ ଓ ଜନ୍କ ନିୟନ୍ତ୍ରଣ ବଟିକା ବ୍ୟବହାର କଲେ ଏହି ବିପଦ କମିଯାଏ । [୨] ସେଗୁଡିକ ଓଭାରିଆନ ଭୂପୃଷ୍ଠ ଏପିଥେଲିଅମ, ଏଣ୍ଡୋମେଟ୍ରିଅମ ବା ଫାଲୋପିଆନ ଟ୍ୟୁବରୁ ଆରମ୍ଭ ହେବୁଥିବା ବିଶ୍ୱାସ କରାଯାଏ ।[୨] ମେଡିକାଲ ଇମେଜିଙ୍ଗ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ ଏବଂ ଅଣୁବୀକ୍ଷଣ ପରୀକ୍ଷା ଆଧାରରେ ନିଶ୍ଚିତ କରାଯାଏ। [୫] [୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ Saba, Luca; Acharya, U. Rajendra; Guerriero, Stefano; Suri, Jasjit S. (2014). Ovarian Neoplasm Imaging (in ଇଂରାଜୀ). Springer Science & Business Media. p. 243. ISBN 978-1-4614-8633-6. Archived from the original on 2021-07-10. Retrieved 2021-02-22.
  2. ୨.୦ ୨.୧ ୨.୨ ୨.୩ Nucci, Marisa R.; Oliva, Esther (2009). Gynecologic Pathology: A Volume in the Series: Foundations in Diagnostic Pathology (in ଇଂରାଜୀ). Elsevier Health Sciences. p. 393. ISBN 978-0-443-06920-8. Archived from the original on 2021-07-10. Retrieved 2021-02-22.
  3. Sternberg, Stephen S.; Mills, Stacey E.; Carter, Darryl (2004). Sternberg's Diagnostic Surgical Pathology (in ଇଂରାଜୀ). Lippincott Williams & Wilkins. p. 2544. ISBN 978-0-7817-4051-7. Archived from the original on 2021-07-12. Retrieved 2021-02-22.
  4. ୪.୦ ୪.୧ ୪.୨ Nucci, Marisa R.; Oliva, Esther (2009). Gynecologic Pathology: A Volume in the Series: Foundations in Diagnostic Pathology (in ଇଂରାଜୀ). Elsevier Health Sciences. p. 393. ISBN 978-0-443-06920-8. Archived from the original on 2021-07-10. Retrieved 2021-02-22.
  5. ୫.୦ ୫.୧ ୫.୨ Saba, Luca; Acharya, U. Rajendra; Guerriero, Stefano; Suri, Jasjit S. (2014). Ovarian Neoplasm Imaging (in ଇଂରାଜୀ). Springer Science & Business Media. p. 243. ISBN 978-1-4614-8633-6. Archived from the original on 2021-07-10. Retrieved 2021-02-22.
  6. "WHO classification". www.pathologyoutlines.com. Archived from the original on 17 January 2021. Retrieved 22 February 2021.
  7. ୭.୦ ୭.୧ Sternberg, Stephen S.; Mills, Stacey E.; Carter, Darryl (2004). Sternberg's Diagnostic Surgical Pathology (in ଇଂରାଜୀ). Lippincott Williams & Wilkins. p. 2544. ISBN 978-0-7817-4051-7. Archived from the original on 2021-07-12. Retrieved 2021-02-22.