Jump to content

ନିଭୋଲୁମାବ

ଉଇକିପିଡ଼ିଆ‌ରୁ
ନିଭୋଲୁମାବ
Fab fragment of nivolumab (blue) binding the extracellular domain of PD-1 (purple). From PDB entry ଛାଞ୍ଚ:PDBe.
Monoclonal antibody
TypeWhole antibody
SourceHuman
TargetPD-1
Clinical data
Trade namesOpdivo
SynonymsONO-4538, BMS-936558, MDX1106
AHFS/Drugs.commonograph
MedlinePlusa614056
data
Pregnancy
category
  • Use is not recommended
Routes of
administration
Intravenous (IV)
Legal status
Legal status
Chemical and physical data
FormulaC6362H9862N1712O1995S42
Molar mass୧,୪୩,୫୯୯.୩୯ g·mol−1

ନିଭୋଲୁମାବ, ବ୍ୟବସାୟୀକ ନାମ ଓପଡିଭୋ, ଏକ ଔଷଧ ଯାହା ଅନେକ ପ୍ରକାରର କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ଏଥିରେ ମେଲାନୋମା, ଫୁସଫୁସ କର୍କଟ, ବୃକ୍‌କୀୟ ଜୀବକୋଷ କର୍କଟ, ହଜକିନ୍ସ ଲିମ୍ଫୋମା, ମୁଣ୍ଡ ଏବଂ ବେକ କର୍କଟ, କୋଲୋନ୍ କର୍କଟ ଏବଂ ଯକୃତ କର୍କଟ ଅନ୍ତର୍ଭୁକ୍ତ | [] ଏହା ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ । []

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକାପଣ, ଦାଗ, ଯକୃତ ସମସ୍ୟା, ମାଂସପେଶୀ ଯନ୍ତ୍ରଣା ଏବଂ କାଶ ଅନ୍ତର୍ଭୁକ୍ତ | [] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରତିରକ୍ଷା ସମ୍ବନ୍ଧୀୟ ଫୁସଫୁସ ସମସ୍ୟା, ଅନ୍ତନଳୀ, ଯକୃତ, କିଡନୀ, ଚର୍ମ କିମ୍ବା ଅନ୍ତସ୍ରାବୀ ସମସ୍ୟା ସୃଷ୍ଟି ହୋଇପାରେ। [] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ ଏବଂ ସ୍ତନ୍ୟପାନ ପରାମର୍ଶ ଦିଆଯାଇନଥାଏ | [] [] ନିଭୋଲୁମାବ ହେଉଛି ଏକ ମାନବ ଆଇଜିଜି୪ ମୋନୋକ୍ଲୋନାକ ଆଣ୍ଟିବଡି ଯାହା ପିଡି-୧କୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । [] ଏହା ଏକ ପ୍ରକାର ଇମ୍ମ୍ୟୁନୋଥେରାପି ଏବଂ ଏକ ଚେକପଏଣ୍ଟ ଇନହିବିଟର ଭାବରେ କାମ କରେ, ଯାହା ଏକ ସଙ୍କେତକୁ ଅବରୋଧ କରିଥାଏ ଯାହାଦ୍ୱାରାଟି ଜୀବକୋଷ ସକ୍ରିୟ ହେବା ପ୍ରତିରୋଧ କରି କର୍କଟ ଉପରେ ହେବାକୁ ଥିବା ଆକ୍ରମଣରୁ ରକ୍ଷା କରିଥାଏ | [] []

୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ନିଭୋଲୁମାବକୁ ଅନୁମୋଦନ କରାଯାଇଥିଲା । [] [] ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଏହାର ନାମ ଲେଖା ଅଛି । [] ଯୁକ୍ତରାଜ୍ୟରେ ଏନଏଚଏସକୁ 2018 ସୁଦ୍ଧା ମାସକୁ ପ୍ରାୟ 5266 ପାଉଣ୍ଡ ଖର୍ଚ୍ଚ କରିବାକୁ ହୁଏ | [] ଯୁକ୍ତରାଷ୍ଟ୍ରରେ ୨୦୧୯ ସୁଦ୍ଧା ଏହି ରାଶି ପ୍ରାୟ ୧୩,୫୫୬ ଆମେରିକୀୟ ଡଲାର ଅଟେ, [] ଚାଇନାରେ ଏହା ପ୍ରାୟ ୭,୦୦୦ ଆମେରିକୀୟ ଡଲାର ଅଟେ। [୧୦] ଏହା ଚାଇନିଜ ହାମଷ୍ଟର ଓଭାରି ଜୀବକୋଷ ବ୍ୟବହାର କରି ତିଆରି କରାଯାଏ | [୧୧]

  1. 1 2 "Nivolumab (Opdivo) Use During Pregnancy". Drugs.com. 4 November 2019. Retrieved 11 March 2020.
  2. 1 2 3 "Nivolumab Monograph for Professionals". Drugs.com. Retrieved 14 November 2019.
  3. 1 2 3 4 5 6 "Nivolumab Monograph for Professionals". Drugs.com. Retrieved 14 November 2019.
  4. "Nivolumab (Opdivo) Use During Pregnancy". Drugs.com. 4 November 2019. Retrieved 11 March 2020.
  5. "Nivolumab (Opdivo) | Cancer information | Cancer Research UK". www.cancerresearchuk.org. Retrieved 15 December 2019.
  6. "Opdivo- nivolumab injection". DailyMed. 17 December 2019. Retrieved 11 March 2020.
  7. World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
  8. British national formulary : BNF 76 (76 ed.). Pharmaceutical Press. 2018. p. 852. ISBN 9780857113382.
  9. "Opdivo Prices, Coupons & Patient Assistance Programs". Drugs.com. Retrieved 14 November 2019.
  10. "Bristol-Myers will sell Opdivo in China at half of US cost, setting precedent for checkpoint wave — report". Endpoints News. Retrieved 2019-09-09.
  11. Rajan A, Kim C, Heery CR, Guha U, Gulley JL (September 2016). "Nivolumab, anti-programmed death-1 (PD-1) monoclonal antibody immunotherapy: Role in advanced cancers". Human Vaccines & Immunotherapeutics. 12 (9): 2219–31. doi:10.1080/21645515.2016.1175694. PMC 5027703. PMID 27135835.