ନାରାୟଣ ପତି (ଗଣିତ)

ଉଇକିପିଡ଼ିଆ‌ରୁ
ନାରାୟଣ ପତି
ଜାତୀୟତାଭାରତୀୟ
ପ୍ରସିଦ୍ଧିଗଣିତ ଶିକ୍ଷକ

ନାରାୟଣ ପତି ଜଣେ ଓଡ଼ିଆ ଶିକ୍ଷକ ଓ ପାଠ୍ୟପୁସ୍ତକ ପ୍ରଣେତା ।[୧] ତାଙ୍କ ପ୍ରଣୀତ ଗଣିତ ବହି ବିଦ୍ୟାଳୟ ମାନଙ୍କରେ ବହୁ ବର୍ଷ ଧରି ମାନକ ଥିଲା । ସେ କଟକରେ ଥିବା ଓଡ଼ିଶା ପୋଲିସ ହାଇସ୍କୁଲର ପ୍ରତିଷ୍ଠାତା ପ୍ରଧାନଶିକ୍ଷକ । ୧୯୬୪ ମସିହାରେ ସେ ଏହି ଦାୟିତ୍ୱ ଗ୍ରହଣ କରି ୧୯୬୯ ମସିହାରେ ଅବସର ଗ୍ରହଣ କରିଥିଲେ ।

ପରିବାର[ସମ୍ପାଦନା]

ନାରାୟଣ ପତିଙ୍କ ସ୍ତ୍ରୀଙ୍କ ନାମ କ୍ଷେତ୍ରମଣି ଦେବୀ । ସେ ବିଶିଷ୍ଟ ଆନିମେସନ ଚଳଚ୍ଚିତ୍ର ନିର୍ମାତା ପ୍ରମୋଦ ପତିଙ୍କ ପିତା ।[୨]

ଶିକ୍ଷକତା ବୃତ୍ତି[ସମ୍ପାଦନା]

ସେ ରେଭେନ୍‌ସା କଲିଜିଏଟ ସ୍କୁଲଓଡ଼ିଶା ପୁଲିସ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ ।[୩] ଜିତେନ୍ଦ୍ର ମହାନ୍ତି, ନରେଶ ଚନ୍ଦ୍ର ନାୟକ ଏବଂ ତ୍ରିବିକ୍ରମ ପତି ଆଦି ବିଶିଷ୍ଟ ବ୍ୟକ୍ତିମାନେ ନାରାୟଣ ପତିଙ୍କ ଛାତ୍ର ।[୪]

ଆଧାର[ସମ୍ପାଦନା]

  1. "Pramoda Pati : Father of New Wave Indian Cinema" (PDF). Odisha Review (FEBRUARY-MARCH 2021): 64. Retrieved 27 November 2023.
  2. "ଅଭିନବ ଭାରତୀୟ ଚଳଚ୍ଚିତ୍ରର ଜନକ". ପ୍ରମେୟ. ୨୦ଜାନୁଅରୀ ୨୦୨୧. Archived from the original on 20 January 2021. Retrieved 20 January 2021. {{cite news}}: Check date values in: |date= (help)
  3. Srikanta Ghosh (1984). The Light of Other Days. Ashish Publishing House.
  4. ଜଗନ୍ନାଥ ମହାନ୍ତି. ଓଡ଼ିଶାର ସ୍ମରଣୀୟ ଶିକ୍ଷକବୃନ୍ଦ. କଟକ: ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ.