ନନ୍ଦିକେଶ୍ୱରୀ
Jump to navigation
Jump to search
ନନ୍ଦିକେଶ୍ୱରୀ ରାଧାନାଥ ରାୟଙ୍କ[୧] ରଚିତ ଏକ କବିତା ଅଟେ ।[୨] [୩]
ସଂକ୍ଷିପ୍ତ ବିବରଣୀ[ସମ୍ପାଦନା]
କାବ୍ୟର ପ୍ରଥମ ସର୍ଗରେ ଚୋଡ଼ଗଙ୍ଗ ଦେବଙ୍କ ଉତ୍କଳ ଆକ୍ରମଣ କଥା କୁହାଯାଇଛି । ଏଥିରେ କବି ଚୋଡ଼ଗଙ୍ଗଙ୍କର ସମରସଜ୍ୟା ଓ ଉତ୍କଳବୀରଙ୍କ ଆବସସ୍ଥଳୀ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ।
କିଛି ପଦ[ସମ୍ପାଦନା]
ଉତ୍କଳୀୟ ପ୍ରକୃତିକୁ ବର୍ଣ୍ଣନା କରିବାକୁ ଯାଇ କବି ଲେଖିଛନ୍ତି :
“ | ବିରଜା ମଣ୍ଡଳେ ଯେତେ ବୀରପଲ୍ଲୀ ପୂଗମାଳେ ଯହଁ ଜଡ଼େ ନାଗବଲ୍ଲୀ, |
” |
“ | ସପ୍ତକୋଶୀ ଗଣ୍ଡ ରାଜେ ଶୈଳକୁଞ୍ଜେ ସୁଶୀତଳ ତୁଙ୍ଗ ଶୈଳଛାୟା ପୁଞ୍ଜେ |
” |
ଆହୁରି ଦେଖନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ B. P. Mahapatra (1989). Constitutional languages. Presses Université Laval. pp. 391–. ISBN 978-2-7637-7186-1.
- ↑ http://magazines.odisha.gov.in/utkalprasanga/apr2005/oriyaPdf/kabibara_radhanathray.pdf
- ↑ Dr. Siyaram Tiwari. Bhartiya Bhashaon Ki Pahchan. pp. 75–. ISBN 978-93-5229-677-4.
- ↑ http://magazines.odisha.gov.in/utkalprasanga/2013/dec/oriyapdf/8-13.pdf