ଧୂଳିଆନ
Dhulian | |
|---|---|
City | |
| Country | |
| State | West Bengal |
| District | Murshidabad |
| Elevation | 4 m (13 ft) |
| Population (2011) | |
| • Total | ୨,୩୯,୦୨୨ |
| Languages | |
| Time zone | UTC+5:30 (IST) |
| PIN | 742202 |
| Telephone code | +91-3485 |
| ଯାନବାହାନ ପଞ୍ଚୀକରଣ | WB58- |
| Lok Sabha constituency | Maldaha Dakshin |
...
ଧୂଳିଆନ, ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ଏକ ମୁନ୍ସିପଲିଟି ସହର । ଏହା ଗଙ୍ଗା ଓ ହୁଗୁଳି ନଦୀର କେନାଲ ମଝିରେ ରହିଛି ।
ଧ୍ଳିଲିଆନ ଏକ ଏକ ଆଭ୍ଯନ୍ତରୀଣ ଜଳପଥ ବାଣିଜ୍ୟ ଯାତାୟତ ପୟେନ୍ଟ ହିସାବରେ ମୁର୍ଶିଦାବାଦ ଓ ବାଂଲାଦେଶର ରାଜଶହି ସହର ମଧ୍ୟରେ ଯୋଗାଯୋଗ ରଖେ ।ଏହି ସହରରୁ ବାର୍ଗ ସହାୟତା ହେ କମ ଖରଚରେ ଜିନିଷ ପାତ୍ର ନିଆ ଅଣା କରାଯାଇପରିବାର ବିପୁଳ ସୁଯୋଗ ରହିଛି । ତେବେ ଏହା ବେଈ ଉଭୟ ରାଜ୍ୟ ମଧ୍ୟରେ ବର୍ତ୍ତମାନ ରାଜିନାମା ହେଇପାରି ନାହିଁ ।
ଭୌଗୋଳିକ ସ୍ଥିତି
[ସମ୍ପାଦନା]ଧୂଳିଆନର ଭୌଗୋଳିକ ଅବସ୍ଥିତି [୧]24.68°N 87.97°E ଠାରେ ଓ ଏହା ସମୁଦ୍ରପଟ୍ଟବଠାରୁ ମାତ୍ର 13 ଫୁଟ ଉପରେ ରହିଛି ।
ଧୂଳିଆନର ଦକ୍ଷିଣରେ ଫରକ୍କା ଥିବା ବେଳେ ସାକ୍ଷୀଣରେ ଔରଙ୍ଗାବାଦ , ପଶ୍ଚିମରେ ପାକୁର , ଓ ପୂର୍ବରେ ଗଙ୍ଗା ନଦୀ ଅବସ୍ଥିତ ,
ଜନସଂଖ୍ୟା
[ସମ୍ପାଦନା]2011 ଜନଗଣନା ଅନୁସାରେ ଧୂଳିଆନର ଜନସଂଖ୍ୟା 230,022 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 119,151 ଥିବା ବେଳେ ମହିଳା ସଂଖ୍ୟା 119,971 ଥିଲା । 6 ବର୍ଷରୁ କମ ସଂଖ୍ୟା 45,483 ରହିଥିଲା । ଏହା 2001 ଜନଗଣନା[୨]ରେ ମାତ୍ର 72,906 ଜନସଂଖ୍ୟାଠାରୁ ଢେର ଅଧିକ ବୃଦ୍ଧି ହେଇଥିବାର ଦେଖାଯାଏ । 2011 ମସିହାରେ ଏଠାରେ ସାକ୍ଷ୍ୟରତା ହାର 60.06 ରହିଥିଲା । .[୩]
ଆଧାର
[ସମ୍ପାଦନା]- ↑ Falling Rain Genomics, Inc - Dhulian
- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
- ↑ "Urban Agglomerations/Cities having population 1 lakh and above" (PDF). Provisional Population Totals, Census of India 2011. Retrieved 2011-10-21.