ଧୂଳିଆନ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Dhulian
City
Country India
StateWest Bengal
DistrictMurshidabad
Elevation
4 m (13 ft)
Population
 (2011)
 • Total୨,୩୯,୦୨୨
Languages
Time zoneUTC+5:30 (IST)
PIN
742202
Telephone code+91-3485
ଯାନବାହାନ ପଞ୍ଚୀକରଣWB58-
Lok Sabha constituencyMaldaha Dakshin

...

ଧୂଳିଆନ, ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର  ମୁର୍ଶିଦାବାଦ ଜିଲ୍ଲାର ଏକ ମୁନ୍ସିପଲିଟି ସହର । ଏହା ଗଙ୍ଗା ଓ ହୁଗୁଳି ନଦୀର କେନାଲ ମଝିରେ ରହିଛି ।  

ଧ୍ଳିଲିଆନ ଏକ ଏକ ଆଭ୍ଯନ୍ତରୀଣ ଜଳପଥ ବାଣିଜ୍ୟ ଯାତାୟତ ପୟେନ୍ଟ ହିସାବରେ ମୁର୍ଶିଦାବାଦ ଓ ବାଂଲାଦେଶର ରାଜଶହି ସହର ମଧ୍ୟରେ ଯୋଗାଯୋଗ  ରଖେ ।ଏହି ସହରରୁ ବାର୍ଗ ସହାୟତା ହେ କମ ଖରଚରେ ଜିନିଷ ପାତ୍ର ନିଆ ଅଣା କରାଯାଇପରିବାର ବିପୁଳ ସୁଯୋଗ ରହିଛି । ତେବେ ଏହା ବେଈ ଉଭୟ ରାଜ୍ୟ ମଧ୍ୟରେ ବର୍ତ୍ତମାନ ରାଜିନାମା ହେଇପାରି ନାହିଁ । 

ଭୌଗୋଳିକ ସ୍ଥିତି [ସମ୍ପାଦନା]

ଧୂଳିଆନର ଭୌଗୋଳିକ ଅବସ୍ଥିତି [୧]24.68°N 87.97°E ଠାରେ ଓ ଏହା ସମୁଦ୍ରପଟ୍ଟବଠାରୁ ମାତ୍ର 13 ଫୁଟ ଉପରେ ରହିଛି । 

ଧୂଳିଆନର ଦକ୍ଷିଣରେ ଫରକ୍କା ଥିବା ବେଳେ ସାକ୍ଷୀଣରେ ଔରଙ୍ଗାବାଦ , ପଶ୍ଚିମରେ ପାକୁର , ଓ ପୂର୍ବରେ ଗଙ୍ଗା ନଦୀ ଅବସ୍ଥିତ , 

ଜନସଂଖ୍ୟା [ସମ୍ପାଦନା]

2011 ଜନଗଣନା ଅନୁସାରେ ଧୂଳିଆନର ଜନସଂଖ୍ୟା 230,022 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 119,151 ଥିବା ବେଳେ ମହିଳା ସଂଖ୍ୟା 119,971 ଥିଲା । 6 ବର୍ଷରୁ କମ ସଂଖ୍ୟା 45,483 ରହିଥିଲା । ଏହା 2001 ଜନଗଣନା[୨]ରେ ମାତ୍ର 72,906 ଜନସଂଖ୍ୟାଠାରୁ ଢେର ଅଧିକ ବୃଦ୍ଧି ହେଇଥିବାର ଦେଖାଯାଏ । 2011 ମସିହାରେ ଏଠାରେ ସାକ୍ଷ୍ୟରତା ହାର 60.06 ରହିଥିଲା । .[୩]

ଆଧାର [ସମ୍ପାଦନା]

  1. Falling Rain Genomics, Inc - Dhulian
  2. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
  3. "Urban Agglomerations/Cities having population 1 lakh and above" (PDF). Provisional Population Totals, Census of India 2011. Retrieved 2011-10-21.