ଧାନଚାଙ୍ଗଡା

ଉଇକିପିଡ଼ିଆ ରୁ
Jump to navigation Jump to search
ଧାନଚାଙ୍ଗଡା
ଧାନଚାଙ୍ଗଡା
ବିଶ୍ୱାବସୁ ପୀଠ
ଗାଁ
ଧାନଚାଙ୍ଗଡା is located in ଓଡ଼ିଶା
ଧାନଚାଙ୍ଗଡା
ଧାନଚାଙ୍ଗଡା
ଓଡ଼ିଶାର ସ୍ଥାନ , ଭାରତ
ଅବସ୍ଥିତି: 20°21′N 85°11′E / 20.35°N 85.18°E / 20.35; 85.18Coordinates: 20°21′N 85°11′E / 20.35°N 85.18°E / 20.35; 85.18
Country ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାନୟାଗଡ଼
ଜନସଂଖ୍ୟା (୨୦୧୧)
Languages
 • Officialଓଡ଼ିଆ
IST (UTC+5:30)
ପିନ କୋଡ଼୭୫୨୦୭୮
STD କୋଡ଼୦୬୭୫୭
ଗାଡ଼ି ପଞ୍ଜିକରଣOD/OR

ଧାନଚାଙ୍ଗଡା ଓଡ଼ିଶାର ନୟାଗଡ଼ ଜିଲ୍ଲାର ଭାପୁର ବ୍ଲକ ଅନ୍ତର୍ଗତ ଏକ ପଞ୍ଚାୟତ ତଥା ଏକ ପର୍ଯ୍ୟଟନ ସ୍ଥଳୀ ଅଟେ । ଏହି ସ୍ଥାନଟି ଖଣ୍ଡପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏବଂ ନୀଳମାଧବ ପୀଠର ଅତିନିକତର ଗାଁ ଅଟେ ।[୧]

ଗମନାଗମନ[ସମ୍ପାଦନା]

ଏହା ନୟାଗଡ ଠାରୁ 35 କି.ମି.ଏବଂ ଖୋର୍ଦ୍ଧା ଠାରୁ ୫୦ କି.ମି.ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରୁ ୮୮ କିମି ଦୂରରେ ଅବସ୍ଥିତ । କେବଳ ବସ ଯୋଗେ ଯିବା ଆସିବା ସୁବିଧା ଅଛି । କଣ୍ଟିଲୋ ବସଷ୍ଟାଣ୍ଡରୁ ଅଟୋ ଯୋଗେ ଆସିବାକୁ ପଡିବ ।

ଶିକ୍ଷା[ସମ୍ପାଦନା]

ଏହି ଗ୍ରାମରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ, ଗୋଟିଏ ମଧ୍ୟଇଂରାଜୀ ବିଦ୍ୟାଳୟ, ଏବଂ ଗୋଟିଏ ଉଚ୍ଚ ବିଦ୍ୟାଳୟ ।

ସଂସ୍କୃତି[ସମ୍ପାଦନା]

ଏହି ସ୍ଥାନରେ ପ୍ରାଚୀନ ବିଶ୍ୱାବସୁ ପୀଠ , ବିଷ୍ଣୁ ମନ୍ଦିର ଏବଂ ଶିବ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ଦଣ୍ଡ ଯାତ୍ରା , ଦୋଳ ଯାତ୍ରା, ଧନୁ ସଙ୍କ୍ରାତି ଯାତ୍ରା ଆଦି ଅନୁଷ୍ଠିତ ହୋଇଥାଏ ।

ଆଧାର[ସମ୍ପାଦନା]