ଧାନଚାଙ୍ଗଡା

ଉଇକିପିଡ଼ିଆ‌ରୁ
(Dhanachangadaରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଧାନଚାଙ୍ଗଡା
ଧାନଚାଙ୍ଗଡା
ବିଶ୍ୱାବସୁ ପୀଠ
ଗାଁ
Country ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାନୟାଗଡ଼
Population
 (୨୦୧୧)
 • Total୫୦୩୦
Languages
 • Officialଓଡ଼ିଆ
Time zoneUTC+5:30 (IST)
ପିନ
୭୫୨୦୭୮
STD କୋଡ଼୦୬୭୫୭
ଯାନବାହାନ ପଞ୍ଚୀକରଣOD/OR

ଧାନଚାଙ୍ଗଡା ଓଡ଼ିଶାର ନୟାଗଡ଼ ଜିଲ୍ଲାର ଭାପୁର ବ୍ଲକ ଅନ୍ତର୍ଗତ ଏକ ପଞ୍ଚାୟତ ତଥା ଏକ ପର୍ଯ୍ୟଟନ ସ୍ଥଳୀ ଅଟେ । ଏହି ସ୍ଥାନଟି ଖଣ୍ଡପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏବଂ ନୀଳମାଧବ ପୀଠର ଅତିନିକତର ଗାଁ ଅଟେ ।[୧]

ଗମନାଗମନ[ସମ୍ପାଦନା]

ଏହା ନୟାଗଡଠାରୁ 35 କି.ମି.ଏବଂ ଖୋର୍ଦ୍ଧାଠାରୁ ୫୦ କି.ମି.ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ୮୮ କିମି ଦୂରରେ ଅବସ୍ଥିତ । କେବଳ ବସ ଯୋଗେ ଯିବା ଆସିବା ସୁବିଧା ଅଛି । କଣ୍ଟିଲୋ ବସଷ୍ଟାଣ୍ଡରୁ ଅଟୋ ଯୋଗେ ଆସିବାକୁ ପଡିବ ।

ଶିକ୍ଷା[ସମ୍ପାଦନା]

ଏହି ଗ୍ରାମରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ, ଗୋଟିଏ ମଧ୍ୟଇଂରାଜୀ ବିଦ୍ୟାଳୟ, ଏବଂ ଗୋଟିଏ ଉଚ୍ଚ ବିଦ୍ୟାଳୟ ।

ସଂସ୍କୃତି[ସମ୍ପାଦନା]

ଏହି ସ୍ଥାନରେ ପ୍ରାଚୀନ ବିଶ୍ୱାବସୁ ପୀଠ , ବିଷ୍ଣୁ ମନ୍ଦିର ଏବଂ ଶିବ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ଦଣ୍ଡ ଯାତ୍ରା , ଦୋଳ ଯାତ୍ରା, ଧନୁ ସଙ୍କ୍ରାତି ଯାତ୍ରା ଆଦି ଅନୁଷ୍ଠିତ ହୋଇଥାଏ ।

ଆଧାର[ସମ୍ପାଦନା]