Jump to content

ଦେବିନା ବାନାର୍ଜୀ

ଉଇକିପିଡ଼ିଆ‌ରୁ
ଦେବିନା ବାନାର୍ଜୀ
ଫେବୃଆରୀ ୨୦୨୩ରେ ଦେବିନା
ଜନ୍ମ (1983-04-18) ୧୮ ଅପ୍ରେଲ ୧୯୮୩ (ବୟସ ୪୧)
ଅନ୍ୟ ନାମସୀତା[]
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୯–୨୦୦୨
ଉଲ୍ଲେଖନୀୟ କୃତି
  • ଚିଡ଼ିୟା ଘର
  • 'ଫିଅର୍ ଫ୍ୟାକ୍ଟର: ଖତ୍‌ରୋଁ କେ ଖିଲାଡ଼ି ୫
  • ନାଚ୍ ବଲିୟେ ୬
ବୈବାହିକ-ସାଥୀ
ଗୁର୍‌ମିତ ଚୌଧୁରୀ
(m. ୨୦୧୧)
ସନ୍ତାନ

ଦେବିନା ବାନାର୍ଜୀ (ଜନ୍ମ ୧୮ ଅପ୍ରେଲ ୧୯୮୩)[][] ଜଣେ ପୂର୍ବତନ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଓ ତାମିଲ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରୁଥିଲେ । ୨୦୦୬ ମସିହାରେ, ସେ ଅଭିନେତା ବିଜୟକାନ୍ତଙ୍କ ସହିତ ତାମିଲ କଥାଚିତ୍ର ପେରାରାସୁରେ କାମ କରିଥିଲେ ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

୧୫ ଫେବୃଆରୀ ୨୦୧୧ରେ, ସେ ଅଭିନେତା ଗୁରମିତ ଚୌଧୁରୀଙ୍କୁ ବିବାହ କରିଥିଲେ ।[] ୪ ଅକ୍ଟୋବର ୨୦୨୧ରେ, ସେମାନେ ପୁଣିଥରେ ବିବାହ କରିଥିଲେ ।[][] ତାଙ୍କର ଦୁଇଜଣ ସନ୍ତାନ ଅଛନ୍ତି ।[][] ସେ ହିନ୍ଦୀ, ଇଂରାଜୀ ଓ ତାମିଲ ଭାଷା କହିପାରନ୍ତି ।[]

ଅଭିନୟ ଜୀବନ

[ସମ୍ପାଦନା]

୨୦୦୮ ମସିହାରେ, ସେ ଦୂରଦର୍ଶନ ଧାରାବାହିକ ରାମାୟଣରେ ସୀତାଲକ୍ଷ୍ମୀ ଭୂମିକାରେ ଅଭିନୟ କରିଥିଲେ, ଯାହା ପାଇଁ ତାଙ୍କୁ ଲୋକପ୍ରିୟତା ମିଳିଥିଲା ।[୧୦] ୨୦୦୫ ମସିହାରେ, ସେ ପ୍ରଥମ କରି ତାମିଲ ଦୂରଦର୍ଶନ ଧାରାବାହିକ ମାୟାବୀ ଜରିଆରେ ଛୋଟ ପରଦାରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୧୧] ସେ ଚିଡ଼ିୟା ଘର ଓ ବିଭିନ୍ନ ରିଆଲିଟି ଶୋ'ରେ ଅଂଶଗ୍ରହଣ କରିଛନ୍ତି ।[୧୨] ୨୦୧୯ ମସିହାରେ, ସେ କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ବିଷ: ଏ ପଏଜନେସ୍ ଷ୍ଟୋରୀରେ ଅଭିନୟ କରିଥିଲେ ।[୧୩]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ଭାଷା
୨୦୦୩ ଇଣ୍ଡିଆନ୍ ବାବୁ ହିନ୍ଦୀ
ଅମ୍ମାୟିଲୁ ଆବ୍ବାୟିଲୁ ଅଞ୍ଜୁ ତେଲୁଗୁ
ନଞ୍ଜୁନ୍ଦି କନ୍ନଡ଼ା
୨୦୦୬ ପେରାରସୁ ଐଶ୍ୱର୍ଯ୍ୟା ତାମିଲ
୨୦୧୩ ସିକ୍ସ୍ ଆଇଟମ୍ ନୃତ୍ୟ ତେଲୁଗୁ
୨୦୧୫ ଖାମୋସିୟାଁ ସିମ୍ରନ୍ ହିନ୍ଦୀ

ଅଭିନୀତ ଧାରାବାହିକ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା
୨୦୦୬-୨୦୦୭ ମାୟାବୀ ଶକ୍ତି
୨୦୦୮-୨୦୦୯ ରାମାୟଣ ସୀତା/ଲକ୍ଷ୍ମୀ
୨୦୦୯ ପତି ପତ୍ନୀ ଔର୍ ଓ ପ୍ରତିଯୋଗୀ
୨୦୧୦ ଆହାଟ କାଜଲ
୨୦୧୧-୨୦୧୪ ଚିଡ଼ିୟା ଘର୍ ମୟୂରୀ[୧୪]
୨୦୧୧ ଜୋର୍ କା ଝଟ୍‌କା: ଟୋଟାଲ୍ ୱାଇପ୍ଆଉଟ୍ ପ୍ରତିଯୋଗୀ
ଷ୍ଟାର୍ ୟା ରକ୍‌ଷ୍ଟାର୍
୨୦୧୩ ୱେଲ୍‌କମ୍ - ବାଜି ମେହେମାନ-ନୱାଜୀ କି ଅତିଥି
ନାଚ ବଲିୟେ ଶ୍ରୀମାନ ଭର୍ସେସ୍ ଶ୍ରୀମତୀ ପ୍ରତିଯୋଗୀ
୨୦୧୩-୨୦୧୪ ନାଚ୍ ବଲିୟେ ୬
୨୦୧୪ ଫିଅର୍ ଫ୍ୟାକ୍ଟର୍: ଖୋତ୍ରୋଁ କେ ଖିଲାଡ଼ି ୫ [୧୫]
ନନ୍ଦନିୟାଁ ଚନ୍ଦୁର ସାଙ୍ଗ
୨୦୧୫-୨୦୧୬ ୟମ୍ ହୈ ହମ୍ ଧୁମୋର୍ନା
୨୦୧୫ କିଲର୍ କରାଓକେ ଅଟକା ତୋ ଲଟ୍‌କା ଅତିଥି
2016 The Kapil Sharma Show Kiku Sharda's wife
Comedy Nights Bachao Guest
Dr. Madhumati On Duty Dr. Madhumati
2016–2017 Santoshi Maa Devi Poulomi/Trishna
2017 Tenali Rama Mohini
2018 Khichdi Returns Painter
Laal Ishq Vidya
2019 Kitchen Champion Guest
Vish: A Poisonous Story Sabrina/Vishaili/Vishkanya
Khatra Khatra Khatra Guest
2020 Aladdin - Naam Toh Suna Hoga[୧୬] Mallika / Parveena
2021 Meet: Badlegi Duniya Ki Reet Guest
2022 Bigg Boss 15
  1. "How TV's Ram-Sita, Gurmeet Choudhary And Debina Bonnerjee, Fell In Love". www.idiva.com. Retrieved 2024-06-15.
  2. "At Debina Bonnerjee's 40th Birthday Bash - Husband Gurmeet, Ankita-Vicky, Mahi Vij And Others". NDTV.com. Retrieved 2024-04-10.
  3. "Debina Bonnerjee twins with daughters in white at her birthday bash". Hindustan Times (in ଇଂରାଜୀ). 2023-04-19. Retrieved 2024-04-19.
  4. "Debina Bonnerjee-Gurmeet Choudhary Marry Again But This Time In Bengali Tradition". india.com (in ଇଂରାଜୀ). Retrieved 5 April 2022.
  5. "Debina Bonnerjee And Gurmeet Choudhary "Finally" Have A Bengali Wedding, 10 Years After They Got Married". NDTV.com. Retrieved 5 April 2022.
  6. "Gurmeet Choudhary-Debina Bonnerjee renew their vows in Bengali wedding in Kolkata". India Today (in ଇଂରାଜୀ). Retrieved 5 April 2022.
  7. "Debina Bonnerjee-Gurmeet Choudhary welcome baby girl, share her first video: 'With utmost gratitude…'". The Indian Express (in ଇଂରାଜୀ). 5 April 2022. Retrieved 5 April 2022.
  8. "Debina Bonnerjee and Gurmeet Choudhary become parents to baby girl, share first glimpse of child". Hindustan Times (in ଇଂରାଜୀ). 4 April 2022. Retrieved 5 April 2022.
  9. "Debina Bonnerjee and Gurmeet Choudhary bring their new born daughter home with a cute surprise; see pics". The Times of India. 17 November 2022.
  10. "Gurmeet's fights with Debina keep their bond strong! - Times of India". The Times of India (in ଇଂରାଜୀ). 28 March 2014. Retrieved 13 February 2022.
  11. "Exclusive - Gurmeet and I would actually fight about who would get into the makeup seat first, so the other could catch up on some sleep: Debina Bonnerjee". The Times of India. 10 June 2020.
  12. "Debina aka Mayuri of Chidiya Ghar goes glam as dance teacher - Times of India". The Times of India (in ଇଂରାଜୀ). 4 December 2014. Retrieved 18 January 2021.
  13. "Ramayan actors Gurmeet Choudhary and Debina Bonnerjee auditioned for Raghuvansh; were kept in the dark till the day of the shoot". The Times of India. 20 May 2020.
  14. "Debina's Taandav leaves Sumit surprised - Times of India". The Times of India (in ଇଂରାଜୀ). 13 April 2014. Retrieved 13 February 2022.
  15. "'Khatron Ke Khiladi' contestant Debina to be back in 'Chidiya Ghar' - Times of India". The Times of India. 24 March 2014.
  16. "When Aladdin came my way, I took it up for a refreshing change: Debina Bonnerjee". The Times of India. 2 March 2020.

ବାହାର ଲିଙ୍କ୍

[ସମ୍ପାଦନା]