ଦେବିନା ବାନାର୍ଜୀ
ଦେବିନା ବାନାର୍ଜୀ | |
---|---|
ଜନ୍ମ | |
ଅନ୍ୟ ନାମ | ସୀତା[୧] |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୯୯–୨୦୦୨ |
ଉଲ୍ଲେଖନୀୟ କୃତି |
|
ବୈବାହିକ-ସାଥୀ |
ଗୁର୍ମିତ ଚୌଧୁରୀ (m. ୨୦୧୧) |
ସନ୍ତାନ | ୨ |
ଦେବିନା ବାନାର୍ଜୀ (ଜନ୍ମ ୧୮ ଅପ୍ରେଲ ୧୯୮୩)[୨][୩] ଜଣେ ପୂର୍ବତନ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଓ ତାମିଲ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରୁଥିଲେ । ୨୦୦୬ ମସିହାରେ, ସେ ଅଭିନେତା ବିଜୟକାନ୍ତଙ୍କ ସହିତ ତାମିଲ କଥାଚିତ୍ର ପେରାରାସୁରେ କାମ କରିଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]୧୫ ଫେବୃଆରୀ ୨୦୧୧ରେ, ସେ ଅଭିନେତା ଗୁରମିତ ଚୌଧୁରୀଙ୍କୁ ବିବାହ କରିଥିଲେ ।[୪] ୪ ଅକ୍ଟୋବର ୨୦୨୧ରେ, ସେମାନେ ପୁଣିଥରେ ବିବାହ କରିଥିଲେ ।[୫][୬] ତାଙ୍କର ଦୁଇଜଣ ସନ୍ତାନ ଅଛନ୍ତି ।[୭][୮] ସେ ହିନ୍ଦୀ, ଇଂରାଜୀ ଓ ତାମିଲ ଭାଷା କହିପାରନ୍ତି ।[୯]
ଅଭିନୟ ଜୀବନ
[ସମ୍ପାଦନା]୨୦୦୮ ମସିହାରେ, ସେ ଦୂରଦର୍ଶନ ଧାରାବାହିକ ରାମାୟଣରେ ସୀତା ଓ ଲକ୍ଷ୍ମୀ ଭୂମିକାରେ ଅଭିନୟ କରିଥିଲେ, ଯାହା ପାଇଁ ତାଙ୍କୁ ଲୋକପ୍ରିୟତା ମିଳିଥିଲା ।[୧୦] ୨୦୦୫ ମସିହାରେ, ସେ ପ୍ରଥମ କରି ତାମିଲ ଦୂରଦର୍ଶନ ଧାରାବାହିକ ମାୟାବୀ ଜରିଆରେ ଛୋଟ ପରଦାରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୧୧] ସେ ଚିଡ଼ିୟା ଘର ଓ ବିଭିନ୍ନ ରିଆଲିଟି ଶୋ'ରେ ଅଂଶଗ୍ରହଣ କରିଛନ୍ତି ।[୧୨] ୨୦୧୯ ମସିହାରେ, ସେ କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ବିଷ: ଏ ପଏଜନେସ୍ ଷ୍ଟୋରୀରେ ଅଭିନୟ କରିଥିଲେ ।[୧୩]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ଭାଷା |
---|---|---|---|
୨୦୦୩ | ଇଣ୍ଡିଆନ୍ ବାବୁ | ହିନ୍ଦୀ | |
ଅମ୍ମାୟିଲୁ ଆବ୍ବାୟିଲୁ | ଅଞ୍ଜୁ | ତେଲୁଗୁ | |
ନଞ୍ଜୁନ୍ଦି | କନ୍ନଡ଼ା | ||
୨୦୦୬ | ପେରାରସୁ | ଐଶ୍ୱର୍ଯ୍ୟା | ତାମିଲ |
୨୦୧୩ | ସିକ୍ସ୍ | ଆଇଟମ୍ ନୃତ୍ୟ | ତେଲୁଗୁ |
୨୦୧୫ | ଖାମୋସିୟାଁ | ସିମ୍ରନ୍ | ହିନ୍ଦୀ |
ଅଭିନୀତ ଧାରାବାହିକ
[ସମ୍ପାଦନା]ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭୂମିକା |
---|---|---|
୨୦୦୬-୨୦୦୭ | ମାୟାବୀ | ଶକ୍ତି |
୨୦୦୮-୨୦୦୯ | ରାମାୟଣ | ସୀତା/ଲକ୍ଷ୍ମୀ |
୨୦୦୯ | ପତି ପତ୍ନୀ ଔର୍ ଓ | ପ୍ରତିଯୋଗୀ |
୨୦୧୦ | ଆହାଟ | କାଜଲ |
୨୦୧୧-୨୦୧୪ | ଚିଡ଼ିୟା ଘର୍ | ମୟୂରୀ[୧୪] |
୨୦୧୧ | ଜୋର୍ କା ଝଟ୍କା: ଟୋଟାଲ୍ ୱାଇପ୍ଆଉଟ୍ | ପ୍ରତିଯୋଗୀ |
ଷ୍ଟାର୍ ୟା ରକ୍ଷ୍ଟାର୍ | ||
୨୦୧୩ | ୱେଲ୍କମ୍ - ବାଜି ମେହେମାନ-ନୱାଜୀ କି | ଅତିଥି |
ନାଚ ବଲିୟେ ଶ୍ରୀମାନ ଭର୍ସେସ୍ ଶ୍ରୀମତୀ | ପ୍ରତିଯୋଗୀ | |
୨୦୧୩-୨୦୧୪ | ନାଚ୍ ବଲିୟେ ୬ | |
୨୦୧୪ | ଫିଅର୍ ଫ୍ୟାକ୍ଟର୍: ଖୋତ୍ରୋଁ କେ ଖିଲାଡ଼ି ୫ | [୧୫] |
ନନ୍ଦନିୟାଁ | ଚନ୍ଦୁର ସାଙ୍ଗ | |
୨୦୧୫-୨୦୧୬ | ୟମ୍ ହୈ ହମ୍ | ଧୁମୋର୍ନା |
୨୦୧୫ | କିଲର୍ କରାଓକେ ଅଟକା ତୋ ଲଟ୍କା | ଅତିଥି |
2016 | ଦି କପିଲ ଶର୍ମା ଶୋ | କିକୁ ସାରଦାଙ୍କ ସ୍ତ୍ରୀ |
କମେଡ଼ି ନାଇଟ୍ସ ବଚାଓ | ଅତିଥି | |
ଡ ମଧୁମିତା ଅନ୍ ଡ୍ୟୁଟି | ଡ. ମଧୁମିତା | |
୨୦୧୬–୨୦୧୭ | ସନ୍ତୋଷୀ ମାଆ | ଦେବୀ ପୋଉଲୋମି/ତ୍ରିଶା |
୨୦୧୭ | ତେନାଲି ରାମା | ମୋହିନୀ |
୨୦୧୮ | ଖିଚ୍ଡ଼ି ରିଟର୍ନସ୍ | ପେଣ୍ଟର୍ |
ଲାଲ୍ ଇସ୍କ | ବିଦ୍ୟା | |
୨୦୧୯ | କିଚେନ୍ ଚମ୍ପିଆନ୍ | ଅତିଥି |
ବିଷ୍: ଏ ପଏଜନସ୍ ଷ୍ଟୋରୀ | ସବ୍ରିନା/ବିଶାଇଲି/ବିଷକନ୍ୟା | |
ଖତ୍ରା ଖତ୍ରା ଖତ୍ରା | ଅତିଥି | |
୨୦୨୦ | ଆଲାଦ୍ଦିନ - ନାମ୍ ତୋ ଶୁନା ହୋଗା[୧୬] | ମଲ୍ଲିକା/ପର୍ବୀନା |
୨୦୨୧ | ମିଟ୍: ବଦଲେଗି ଦୁନିୟା କି ରୀତ୍ | ଅତିଥି |
୨୦୨୨ | ବିଗ୍ ବସ୍ ୧୫ |
ଆଧାର
[ସମ୍ପାଦନା]- ↑ "How TV's Ram-Sita, Gurmeet Choudhary And Debina Bonnerjee, Fell In Love". www.idiva.com. Retrieved 2024-06-15.
- ↑ "At Debina Bonnerjee's 40th Birthday Bash - Husband Gurmeet, Ankita-Vicky, Mahi Vij And Others". NDTV.com. Retrieved 2024-04-10.
- ↑ "Debina Bonnerjee twins with daughters in white at her birthday bash". Hindustan Times (in ଇଂରାଜୀ). 2023-04-19. Retrieved 2024-04-19.
- ↑ "Debina Bonnerjee-Gurmeet Choudhary Marry Again But This Time In Bengali Tradition". india.com (in ଇଂରାଜୀ). Retrieved 5 April 2022.
- ↑ "Debina Bonnerjee And Gurmeet Choudhary "Finally" Have A Bengali Wedding, 10 Years After They Got Married". NDTV.com. Retrieved 5 April 2022.
- ↑ "Gurmeet Choudhary-Debina Bonnerjee renew their vows in Bengali wedding in Kolkata". India Today (in ଇଂରାଜୀ). Retrieved 5 April 2022.
- ↑ "Debina Bonnerjee-Gurmeet Choudhary welcome baby girl, share her first video: 'With utmost gratitude…'". The Indian Express (in ଇଂରାଜୀ). 5 April 2022. Retrieved 5 April 2022.
- ↑ "Debina Bonnerjee and Gurmeet Choudhary become parents to baby girl, share first glimpse of child". Hindustan Times (in ଇଂରାଜୀ). 4 April 2022. Retrieved 5 April 2022.
- ↑ "Debina Bonnerjee and Gurmeet Choudhary bring their new born daughter home with a cute surprise; see pics". The Times of India. 17 November 2022.
- ↑ "Gurmeet's fights with Debina keep their bond strong! - Times of India". The Times of India (in ଇଂରାଜୀ). 28 March 2014. Retrieved 13 February 2022.
- ↑ "Exclusive - Gurmeet and I would actually fight about who would get into the makeup seat first, so the other could catch up on some sleep: Debina Bonnerjee". The Times of India. 10 June 2020.
- ↑ "Debina aka Mayuri of Chidiya Ghar goes glam as dance teacher - Times of India". The Times of India (in ଇଂରାଜୀ). 4 December 2014. Retrieved 18 January 2021.
- ↑ "Ramayan actors Gurmeet Choudhary and Debina Bonnerjee auditioned for Raghuvansh; were kept in the dark till the day of the shoot". The Times of India. 20 May 2020.
- ↑ "Debina's Taandav leaves Sumit surprised - Times of India". The Times of India (in ଇଂରାଜୀ). 13 April 2014. Retrieved 13 February 2022.
- ↑ "'Khatron Ke Khiladi' contestant Debina to be back in 'Chidiya Ghar' - Times of India". The Times of India. 24 March 2014.
- ↑ "When Aladdin came my way, I took it up for a refreshing change: Debina Bonnerjee". The Times of India. 2 March 2020.
ବାହାର ଲିଙ୍କ୍
[ସମ୍ପାଦନା]- ବଲିଉଡ ହଙ୍ଗାମାରେ ଦେବିନା ବାନାର୍ଜୀ
- ଇଣ୍ଟରନେଟ ମୁଭି ଡାଟାବେସରେ ଦେବିନା ବାନାର୍ଜୀ
- ଟୁଇଟରରେ ଦେବିନା ବାନାର୍ଜୀ