Jump to content

ତୁଳସୀ ମହିଳା ମହାବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
ତୁଳସୀ ମହିଳା ମହାବିଦ୍ୟାଳୟ
ସ୍ଥାପିତ୧୯୭୯
କୁଳାଧିପତିଗଣେଶୀ ଲାଲ
ତଳସ୍ନାତକସ୍ନାତକ ( ବିଜ୍ଞାନ, କଳା ଓ ବାଣିଜ୍ୟ )
ଅବସ୍ଥାନକେନ୍ଦ୍ରାପଡ଼ା, ଓଡ଼ିଶା, ଭାରତ
ଡାକନାଆଁ.
ଅନୁବନ୍ଧନନାକ୍ (ବି ଗ୍ରେଡ଼)
ୱେବସାଇଟtulasiwomenscollege.org.in


ତୁଳସୀ ମହିଳା ମହାବିଦ୍ୟାଳୟ, ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟତମ ମହାବିଦ୍ୟାଳୟ ।[] କେନ୍ଦ୍ରାପଡ଼ାର କିଛି ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀଙ୍କ ସକ୍ରିୟ ସହଯୋଗରେ ୧୯୭୯ ମସିହା ଅଗଷ୍ଟ ୧୦ ତାରିଖରେ ଏହା ପ୍ରତିଷ୍ଠା ହୋଇଥିଲା ।[] ଏହା ଥିଲା ନାରୀ ନିରକ୍ଷରତା, ସାମାଜିକ ନିଷେଧତା ଏବଂ ପୁରୁଷତାନ୍ତ୍ରିକ ଆଧିପତ୍ୟ ପାଇଁ ସ୍ୱାଧୀନତା ସଂଗ୍ରାମ । କେନ୍ଦ୍ରାପଡ଼ା ମହାପ୍ରଭୁ ଶ୍ରୀ ବଳଦେବଦେବଙ୍କ ପତ୍ନୀ ଦେବୀ ତୁଳସୀଙ୍କ ନାମରେ ଏହି କଲେଜର ନାମକରଣ କରାଯାଇଥିଲା । ସ୍ୱାଧିନତା ସଂଗ୍ରାମୀ ଓ ସମାଜସେବୀ ଧୀରମଣୀ ଦେବୀ ଏହି ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷା ଥିଲେ ।[]

ଅବସ୍ଥିତି

[ସମ୍ପାଦନା]

ଏହା କେନ୍ଦ୍ରାପଡ଼ା ସହର ମଧ୍ୟବର୍ତ୍ତୀ ଫକୀରପଡ଼ାଠାରେ ଅବସ୍ଥିତ ।

  1. Ed. K.R. Gupta (2001). Directory of Libraries in India. Atlantic Publishers & Distributer. p. 1337.
  2. "ତୁଳସୀ ମହିଳା ମହାବିଦ୍ୟାଳୟର ସ୍ୱନକ୍ଷତ୍ର ଦିବସ". ଯୁଗବଦ୍ଧ. Archived from the original on 24 January 2024. Retrieved 24 January 2024.
  3. "ଆର୍କାଇଭ୍ କପି". www.rtiodisha.gov.in. rti odisha. Archived from the original on 24 January 2024. Retrieved 24 January 2024. {{cite web}}: Cite has empty unknown parameter: |1= (help)