Jump to content

ତୁଳସୀ ମହିଳା ମହାବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
ତୁଳସୀ ମହିଳା ମହାବିଦ୍ୟାଳୟ
ସ୍ଥାପିତ୧୯୭୯
କୁଳାଧିପତିଗଣେଶୀ ଲାଲ
ତଳସ୍ନାତକସ୍ନାତକ ( ବିଜ୍ଞାନ, କଳା ଓ ବାଣିଜ୍ୟ )
ଅବସ୍ଥାନକେନ୍ଦ୍ରାପଡ଼ା, ଓଡ଼ିଶା, ଭାରତ
ଡାକନାଆଁ.
ଅନୁବନ୍ଧନନାକ୍ (ବି ଗ୍ରେଡ଼)
ୱେବସାଇଟtulasiwomenscollege.org.in

ତୁଳସୀ ମହିଳା ମହାବିଦ୍ୟାଳୟ, ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟତମ ମହାବିଦ୍ୟାଳୟ ।[୧] କେନ୍ଦ୍ରାପଡ଼ାର କିଛି ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀଙ୍କ ସକ୍ରିୟ ସହଯୋଗରେ ୧୯୭୯ ମସିହା ଅଗଷ୍ଟ ୧୦ ତାରିଖରେ ଏହା ପ୍ରତିଷ୍ଠା ହୋଇଥିଲା ।[୨] ଏହା ଥିଲା ନାରୀ ନିରକ୍ଷରତା, ସାମାଜିକ ନିଷେଧତା ଏବଂ ପୁରୁଷତାନ୍ତ୍ରିକ ଆଧିପତ୍ୟ ପାଇଁ ସ୍ୱାଧୀନତା ସଂଗ୍ରାମ । କେନ୍ଦ୍ରାପଡ଼ା ମହାପ୍ରଭୁ ଶ୍ରୀ ବଳଦେବଦେବଙ୍କ ପତ୍ନୀ ଦେବୀ ତୁଳସୀଙ୍କ ନାମରେ ଏହି କଲେଜର ନାମକରଣ କରାଯାଇଥିଲା । ସ୍ୱାଧିନତା ସଂଗ୍ରାମୀ ଓ ସମାଜସେବୀ ଧୀରମଣୀ ଦେବୀ ଏହି ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷା ଥିଲେ ।[୩]

ଅବସ୍ଥିତି

[ସମ୍ପାଦନା]

ଏହା କେନ୍ଦ୍ରାପଡ଼ା ସହର ମଧ୍ୟବର୍ତ୍ତୀ ଫକୀରପଡ଼ାଠାରେ ଅବସ୍ଥିତ ।

  1. ↑ Ed. K.R. Gupta (2001). Directory of Libraries in India. Atlantic Publishers & Distributer. p. 1337.
  2. ↑ "ତୁଳସୀ ମହିଳା ମହାବିଦ୍ୟାଳୟର ସ୍ୱନକ୍ଷତ୍ର ଦିବସ". ଯୁଗବଦ୍ଧ. Archived from the original on 24 January 2024. Retrieved 24 January 2024.
  3. ↑ "ଆର୍କାଇଭ୍ କପି". www.rtiodisha.gov.in. rti odisha. Archived from the original on 24 January 2024. Retrieved 24 January 2024. {{cite web}}: Cite has empty unknown parameter: |1= (help)