ତୁଳସୀ ମହିଳା ମହାବିଦ୍ୟାଳୟ
ଦେଖଣା
ତୁଳସୀ ମହିଳା ମହାବିଦ୍ୟାଳୟ | |
---|---|
ସ୍ଥାପିତ | ୧୯୭୯ |
କୁଳାଧିପତି | ଗଣେଶୀ ଲାଲ |
ତଳସ୍ନାତକ | ସ୍ନାତକ ( ବିଜ୍ଞାନ, କଳା ଓ ବାଣିଜ୍ୟ ) |
ଅବସ୍ଥାନ | କେନ୍ଦ୍ରାପଡ଼ା, ଓଡ଼ିଶା, ଭାରତ |
ଡାକନାଆଁ | . |
ଅନୁବନ୍ଧନ | ନାକ୍ (ବି ଗ୍ରେଡ଼) |
ୱେବସାଇଟ | tulasiwomenscollege |
ତୁଳସୀ ମହିଳା ମହାବିଦ୍ୟାଳୟ, ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟତମ ମହାବିଦ୍ୟାଳୟ ।[୧]
କେନ୍ଦ୍ରାପଡ଼ାର କିଛି ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀଙ୍କ ସକ୍ରିୟ ସହଯୋଗରେ ୧୯୭୯ ମସିହା ଅଗଷ୍ଟ ୧୦ ତାରିଖରେ ଏହା ପ୍ରତିଷ୍ଠା ହୋଇଥିଲା ।[୨] ଏହା ଥିଲା ନାରୀ ନିରକ୍ଷରତା, ସାମାଜିକ ନିଷେଧତା ଏବଂ ପୁରୁଷତାନ୍ତ୍ରିକ ଆଧିପତ୍ୟ ପାଇଁ ସ୍ୱାଧୀନତା ସଂଗ୍ରାମ । କେନ୍ଦ୍ରାପଡ଼ା ମହାପ୍ରଭୁ ଶ୍ରୀ ବଳଦେବଦେବଙ୍କ ପତ୍ନୀ ଦେବୀ ତୁଳସୀଙ୍କ ନାମରେ ଏହି କଲେଜର ନାମକରଣ କରାଯାଇଥିଲା । ସ୍ୱାଧିନତା ସଂଗ୍ରାମୀ ଓ ସମାଜସେବୀ ଧୀରମଣୀ ଦେବୀ ଏହି ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷା ଥିଲେ ।[୩]
ଅବସ୍ଥିତି
[ସମ୍ପାଦନା]ଏହା କେନ୍ଦ୍ରାପଡ଼ା ସହର ମଧ୍ୟବର୍ତ୍ତୀ ଫକୀରପଡ଼ାଠାରେ ଅବସ୍ଥିତ ।
ଆଧାର
[ସମ୍ପାଦନା]- ↑ Ed. K.R. Gupta (2001). Directory of Libraries in India. Atlantic Publishers & Distributer. p. 1337.
- ↑ "ତୁଳସୀ ମହିଳା ମହାବିଦ୍ୟାଳୟର ସ୍ୱନକ୍ଷତ୍ର ଦିବସ". ଯୁଗବଦ୍ଧ. Archived from the original on 24 January 2024. Retrieved 24 January 2024.
- ↑ "ଆର୍କାଇଭ୍ କପି". www.rtiodisha.gov.in. rti odisha. Archived from the original on 24 January 2024. Retrieved 24 January 2024.
{{cite web}}
: Cite has empty unknown parameter:|1=
(help)