Jump to content

ଡ୍ରୋସ୍ପିରେନୋନ/ଏଷ୍ଟେଟ୍ରୋଲ

ଉଇକିପିଡ଼ିଆ‌ରୁ
ଡ୍ରୋସ୍ପିରେନୋନ/ଏଷ୍ଟେଟ୍ରୋଲ
Combination of
DrospirenoneProgestogen
Estetrol (medication)Estrogen
Clinical data
Trade namesNextstellis, Drovelis, Lydisilka, others
SynonymsE4/DRSP; FSN-013
AHFS/Drugs.commonograph
data
Pregnancy
category
Routes of
administration
By mouth
Legal status
Legal status

ଡ୍ରୋସ୍ପିରେନୋନ/ଏଷ୍ଟେଟ୍ରୋଲ, (ଇଂରାଜୀ ଭାଷାରେ Drospirenone/estetrol), ଅନ୍ୟମାନଙ୍କ ମଧ୍ୟରେ Nextstellis ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ମିଶ୍ରଣ ଯାହା ଗର୍ଭଧାରଣକୁ ପ୍ରତିରୋଧ କରିବା ପାଇଁ ମହିଳାମାନେ ବ୍ୟବହାର କରନ୍ତି ।[] ୩୦ କିଲୋଗ୍ରାମ/ମି ଅପେକ୍ଷା ଅଧିକ ବିଏମଅଇ (BMI) ଥିବା ଲୋକଙ୍କ ମଧ୍ୟରେ ଏହା କମ ଫଳପ୍ରଦ ହୁଏ ।[] ଏହା ପାଟିଦ୍ୱାରା ନିଆଯାଏ | []

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅନିୟମିତ ଯୋନୀ ରକ୍ତସ୍ରାବ, ମନୋବଳ ପରିବର୍ତ୍ତନ, ମୁଣ୍ଡବିନ୍ଧା, ସ୍ତନ ଯନ୍ତ୍ରଣା, ବ୍ରଣ, ଓଜନ ବୃଦ୍ଧି ଏବଂ ଯୌନ ଇଚ୍ଛା ହ୍ରାସ ହୁଏ ।[] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ଜମାଟ ବାନ୍ଧିବା, ଉଚ୍ଚ ପୋଟାସିୟମ୍ ଏବଂ ପିତ୍ତାଶୟ ରୋଗ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁକୁ କ୍ଷତି ପହଞ୍ଚାଏ ବୋଲି କୌଣସି ପ୍ରମାଣ ନାହିଁ, ଯଦିଓ ଗର୍ଭଧାରଣ ହେବା ପରେ ଏହାକୁ ବନ୍ଦ କରିବା ଉଚିତ୍ ।[] ଏଥିରେ ଡ୍ରୋସ୍ପିରେନୋନ୍ ନାମକ ପ୍ରୋଜେଷ୍ଟିନ୍ ଏବଂ ଏଷ୍ଟେଟ୍ରୋଲ୍ ନାମକ ଏକ ଇଷ୍ଟ୍ରୋଜେନ୍ ଥାଏ ।[]

୨୦୨୧ ମସିହାରେ କାନାଡା, ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[][][] ଯୁକ୍ତରାଷ୍ଟ୍ରରେ ଏହି ଔଷଧ ପିଛା ମାସକୁ ପ୍ରାୟ ୨୦୦ ଡଲାର ଖର୍ଚ୍ଚ ହୋଇଥାଏ ।[] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୯ ପାଉଣ୍ଡ ଅଟେ ।[]

  1. 1 2 "Nextstellis". Therapeutic Goods Administration (TGA). 6 December 2021. Archived from the original on 28 December 2021. Retrieved 28 December 2021.
  2. https://pdf.hres.ca/dpd_pm/00060352.PDF Archived 2022-07-09 at the Wayback Machine. ଛାଞ୍ଚ:Bare URL PDF
  3. 1 2 "Nextstellis Product information". Health Canada. 25 April 2012. Archived from the original on 22 September 2021. Retrieved 4 November 2021.
  4. "Summary Basis of Decision (SBD) for Nextstellis". Health Canada. 23 October 2014. Archived from the original on 30 May 2022. Retrieved 29 May 2022.
  5. 1 2 3 4 5 6 7 "Nextstellis- drospirenone and estetrol kit". DailyMed. Archived from the original on 2 June 2021. Retrieved 1 June 2021.
  6. "Drovelis EPAR". European Medicines Agency (EMA). Archived from the original on 4 November 2021. Retrieved 4 November 2021.
  7. 1 2 3 4 "Lydisilka EPAR". European Medicines Agency (EMA). Archived from the original on 4 November 2021. Retrieved 4 November 2021.
  8. "Nextstellis". Archived from the original on 30 October 2022. Retrieved 30 October 2022.
  9. "Estetrol + drospirenone". SPS - Specialist Pharmacy Service. 19 April 2019. Archived from the original on 2 December 2021. Retrieved 30 October 2022.