ଡେସୋନାଇଡ

ଉଇକିପିଡ଼ିଆ‌ରୁ
ଡେସୋନାଇଡ
Clinical data
Trade namesDesonate, DesOwen, Verdeso, others[୧]
SynonymsPrednacinolone; Hydroxyprednisolone acetonide; Desfluorotriamcinolone acetonide; (11β,16α)-11,21-Dihydroxy-16,17-[(1-methylethylidene)bis(oxy)]-pregna-1,4-diene-3,20-dione
AHFS/Drugs.commonograph
MedlinePlusa605025
Pregnancy
category
  • US: C (Risk not ruled out)
Routes of
administration
Topical
Legal status
Legal status
Identifiers
  • (1S,2S,4R,8S,9S,11S,12S,13R)-11-hydroxy-8-(2-hydroxyacetyl)-6,6,9,13-tetramethyl-5,7-dioxapentacyclo[10.8.0.02,9.04,8.013,18]icosa-14,17-dien-16-one
ECHA InfoCard100.010.320 Edit this at Wikidata
Chemical and physical data
FormulaC24H32O6
Molar mass୪୧୬.୫୧ g·mol−1
3D model (JSmol)
  • O=C\1\C=C/[C@]2(/C(=C/1)CC[C@H]3[C@H]4[C@](C[C@H](O)[C@H]23)([C@@]5(OC(O[C@@H]5C4)(C)C)C(=O)CO)C)C
  • InChI=1S/C24H32O6/c1-21(2)29-19-10-16-15-6-5-13-9-14(26)7-8-22(13,3)20(15)17(27)11-23(16,4)24(19,30-21)18(28)12-25/h7-9,15-17,19-20,25,27H,5-6,10-12H2,1-4H3/t15-,16-,17-,19+,20+,22-,23-,24+/m0/s1 checkY
  • Key:WBGKWQHBNHJJPZ-LECWWXJVSA-N checkY
  (verify)

ଡେସୋନାଇଡ ହେଉଛି ଏକ ଷ୍ଟେରଏଡ୍ ମଲମ ବା କ୍ରିମ୍ ଯାହା ଏକଜିମା, ସେବୋରିକ ଡର୍ମାଟାଇଟିସ, କଣ୍ଟାକ୍ଟ ଡର୍ମାଟାଇଟିସ୍ ଏବଂ ସୋରିଆସିସ ରୋଗମାନଙ୍କାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଏକ କ୍ରିମ୍, ମଲମ, ଲୋସନ ଏବଂ ଫୋମ୍ ଭଳି ଉପଲବ୍ଧ ହୁଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱାଳା, ଫଲିକୁଲାଇଟିସ, ବ୍ରଣ ଏବଂ ଚର୍ମ ପତଳା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କୁସିଙ୍ଗ ସିଣ୍ଡ୍ରୋମ ଏବଂ ଉଚ୍ଚ ରକ୍ତ ଶର୍କରା ହୋଇପାରେ ।[୧] ଅଧିକାଂଶ ପାର୍ଶ୍ୱ ପ୍ରତିକ୍ରିୟା ସାମାନ୍ୟ ଧରଣର ହୁଏ ।[୨] ଏହାର ନିମ୍ନରୁ ମଧ୍ୟମ ଧରଣର କ୍ଷମତା ଅଛି ଏବଂ ଯୁକ୍ତରାଷ୍ଟ୍ରରେ ଗ୍ରୁପ ୬ କର୍ଟିକିଷ୍ଟିରଏଡ ଭାବରେ ଶ୍ରେଣୀଭୁକ୍ତ ହୋଇଛି ।[୧] [୩]

୧୯୭୨ରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡେସୋନାଇଡ ଅନୁମୋଦିତ ହୋଇଥିଲା ।[୧] ଏହା ବିଭିନ୍ନ ବେପାର ନାମରେ ଗୋଟିଏ ଜେନେରିକ୍ ଔଷଧ ଭାବରେ ଉପଲବ୍ଧ ।[୪] [୧] ୨୦୨୧ ସୁଦ୍ଧା ୦.୦୫%ର ୧୫ଗ୍ରାମ ଟ୍ୟୁବରେ ଯୁକ୍ତରାଷ୍ଟ୍ରରେ ମିଳେ ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Desonide Monograph for Professionals". Drugs.com (in ଇଂରାଜୀ). Archived from the original on 20 September 2020. Retrieved 17 July 2021.
  2. Wong VK, Fuchs B, Lebwohl M (2004). "Overview on desonide 0.05%: a clinical safety profile". Journal of Drugs in Dermatology. 3 (4): 393–7. PMID 15303783.
  3. Bope, Edward T.; Kellerman, Rick D. (24 November 2015). Conn's Current Therapy 2016 (in ଇଂରାଜୀ). Elsevier Health Sciences. p. PT262. ISBN 978-0-323-35535-3. Archived from the original on 28 August 2021. Retrieved 17 July 2021.
  4. ୪.୦ ୪.୧ "Desonide Prices, Coupons & Savings Tips - GoodRx". GoodRx. Archived from the original on 23 June 2019. Retrieved 17 July 2021.