Jump to content

ଡେସିଟାବାଇନ/ସେଡାଜୁରିଡାଇନ

ଉଇକିପିଡ଼ିଆ‌ରୁ
ଡେସିଟାବାଇନ/ସେଡାଜୁରିଡାଇନ
Combination of
DecitabineNucleoside metabolic inhibitor
CedazuridineCytidine deaminase inhibitor
Clinical data
Trade namesInqovi
SynonymsASTX727, C-DEC
AHFS/Drugs.commonograph
data
Pregnancy
category
  • Not recommended
Routes of
administration
By mouth
Legal status
Legal status

ଡେସିଟାବାଇନ/ସେଡାଜୁରିଡାଇନ (ଇଂରାଜୀ ଭାଷାରେ Decitabine/cedazuridine), ଇନକୋଭି ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ମିଶ୍ରଣ ଯାହା ମାଲୋଡିସପ୍ଲାଷ୍ଟିକ୍ ସିଣ୍ଡ୍ରୋମ (MDS) ଏବଂ କ୍ରୋନିକ୍ ମାୟେଲୋମୋନୋସାଇଟିକ ଲିଉକେମିଆ (CMML) ରୋଗମାନଙ୍କରର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, କୋଷ୍ଠକାଠିନ୍ୟ, ରକ୍ତସ୍ରାବ, ମାଂସପେଶୀ ଯନ୍ତ୍ରଣା, ପାଟି ଘା’, ଅଇ, ଅଣନିଶ୍ୱାସ, ରାସ, ଫୁଲା, ନିମୋନିଆ ଏବଂ ଯକୃତ ସମସ୍ୟା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥି ମଜ୍ଜା ଦମନ ଏବଂ ବନ୍ଧ୍ୟାକରଣ ଅନ୍ତର୍ଭୁକ୍ତ ହୋଇପାରେ । [] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଡେସିଟାବାଇନ୍ ହେଉଛି ଏକ ନ୍ୟୁକ୍ଲିଓସାଇଡ ମେଟାବୋଲିକ ଇନହିବିଟର ଏବଂ ସେଡାଜୁରିଡାଇନ ହେଉଛି ଏକ ସାଇଟିଡାଇନ ଡିମିନେଜ ପ୍ରତିରୋଧକ ।[]

୨୦୨୦ ମସିହାରେ ଯୁକ୍ତରାଷ୍ଟ୍ର ଏବଂ କାନାଡାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ପ୍ରତି ଚାରି ସପ୍ତାହରେ ଏହାର ଚିକିତ୍ସାର ମୂଲ୍ୟ ପ୍ରାୟ ୭୮୦୦ ଡଲାର ଅଟେ ।[]

  1. "Archive copy" (PDF). Archived (PDF) from the original on 13 June 2021. Retrieved 13 June 2021.{{cite web}}: CS1 maint: archived copy as title (link)
  2. "Archive copy" (PDF). Archived (PDF) from the original on 13 June 2021. Retrieved 13 June 2021.{{cite web}}: CS1 maint: archived copy as title (link)
  3. "Archive copy". Archived from the original on 28 August 2021. Retrieved 15 March 2022.{{cite web}}: CS1 maint: archived copy as title (link)
  4. "Inqovi (decitabine and cedazuridine) tablets, for oral use" (PDF). U.S. Food and Drug Administration (FDA). Otsuka Pharmaceutical Co. Archived (PDF) from the original on 8 July 2020. Retrieved 7 July 2020.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ "DailyMed - INQOVI- cedazuridine and decitabine tablet, film coated". dailymed.nlm.nih.gov. Archived from the original on 3 December 2021. Retrieved 21 December 2021.
  6. Canada, Health (26 July 2021). "Approved in 2020: Drugs for human use". www.canada.ca. Archived from the original on 22 October 2021. Retrieved 21 December 2021.
  7. "Decitabine and Cedazuridine Monograph for Professionals". Drugs.com (in ଇଂରାଜୀ). Retrieved 21 December 2021.
  8. "Inqovi Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 21 December 2021.