ଡେସିଟାବାଇନ/ସେଡାଜୁରିଡାଇନ
Combination of | |||
---|---|---|---|
Decitabine | Nucleoside metabolic inhibitor | ||
Cedazuridine | Cytidine deaminase inhibitor | ||
Clinical data | |||
Trade names | Inqovi | ||
Synonyms | ASTX727, C-DEC | ||
AHFS/Drugs.com | monograph | ||
data | |||
Pregnancy category | |||
Routes of administration | By mouth | ||
Legal status | |||
Legal status |
ଡେସିଟାବାଇନ/ସେଡାଜୁରିଡାଇନ (ଇଂରାଜୀ ଭାଷାରେ Decitabine/cedazuridine), ଇନକୋଭି ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ମିଶ୍ରଣ ଯାହା ମାଲୋଡିସପ୍ଲାଷ୍ଟିକ୍ ସିଣ୍ଡ୍ରୋମ (MDS) ଏବଂ କ୍ରୋନିକ୍ ମାୟେଲୋମୋନୋସାଇଟିକ ଲିଉକେମିଆ (CMML) ରୋଗମାନଙ୍କରର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୫] ଏହା ପାଟିରେ ଦିଆଯାଏ ।[୫]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, କୋଷ୍ଠକାଠିନ୍ୟ, ରକ୍ତସ୍ରାବ, ମାଂସପେଶୀ ଯନ୍ତ୍ରଣା, ପାଟି ଘା’, ଅଇ, ଅଣନିଶ୍ୱାସ, ରାସ, ଫୁଲା, ନିମୋନିଆ ଏବଂ ଯକୃତ ସମସ୍ୟା ହୋଇପାରେ ।[୫] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥି ମଜ୍ଜା ଦମନ ଏବଂ ବନ୍ଧ୍ୟାକରଣ ଅନ୍ତର୍ଭୁକ୍ତ ହୋଇପାରେ । [୫] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୫] ଡେସିଟାବାଇନ୍ ହେଉଛି ଏକ ନ୍ୟୁକ୍ଲିଓସାଇଡ ମେଟାବୋଲିକ ଇନହିବିଟର ଏବଂ ସେଡାଜୁରିଡାଇନ ହେଉଛି ଏକ ସାଇଟିଡାଇନ ଡିମିନେଜ ପ୍ରତିରୋଧକ ।[୫]
୨୦୨୦ ମସିହାରେ ଯୁକ୍ତରାଷ୍ଟ୍ର ଏବଂ କାନାଡାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[୬] [୭] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ପ୍ରତି ଚାରି ସପ୍ତାହରେ ଏହାର ଚିକିତ୍ସାର ମୂଲ୍ୟ ପ୍ରାୟ ୭୮୦୦ ଡଲାର ଅଟେ ।[୮]
ଆଧାର
[ସମ୍ପାଦନା]- ↑ "Archive copy" (PDF). Archived (PDF) from the original on 13 June 2021. Retrieved 13 June 2021.
{{cite web}}
: CS1 maint: archived copy as title (link) - ↑ "Archive copy" (PDF). Archived (PDF) from the original on 13 June 2021. Retrieved 13 June 2021.
{{cite web}}
: CS1 maint: archived copy as title (link) - ↑ "Archive copy". Archived from the original on 28 August 2021. Retrieved 15 March 2022.
{{cite web}}
: CS1 maint: archived copy as title (link) - ↑ "Inqovi (decitabine and cedazuridine) tablets, for oral use" (PDF). U.S. Food and Drug Administration (FDA). Otsuka Pharmaceutical Co. Archived (PDF) from the original on 8 July 2020. Retrieved 7 July 2020.
- ↑ ୫.୦ ୫.୧ ୫.୨ ୫.୩ ୫.୪ ୫.୫ "DailyMed - INQOVI- cedazuridine and decitabine tablet, film coated". dailymed.nlm.nih.gov. Archived from the original on 3 December 2021. Retrieved 21 December 2021.
- ↑ Canada, Health (26 July 2021). "Approved in 2020: Drugs for human use". www.canada.ca. Archived from the original on 22 October 2021. Retrieved 21 December 2021.
- ↑ "Decitabine and Cedazuridine Monograph for Professionals". Drugs.com (in ଇଂରାଜୀ). Retrieved 21 December 2021.
- ↑ "Inqovi Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 21 December 2021.