ଡେସିଟାବାଇନ
| Clinical data | |
|---|---|
| Trade names | Dacogen |
| Synonyms | 5-aza-2'-deoxycytidine |
| AHFS/Drugs.com | monograph |
| MedlinePlus | a608009 |
| data |
|
| Pregnancy category |
|
| Routes of administration | Intravenous |
| Legal status | |
| Legal status |
|
| Pharmacokinetic data | |
| Protein binding | <1% |
| Elimination half-life | 30 minutes |
| Identifiers | |
| |
| ECHA InfoCard | 100.017.355 |
| Chemical and physical data | |
| Formula | C8H12N4O4 |
| Molar mass | ୨୨୮.୨୧ g·mol−1 |
| 3D model (JSmol) | |
| |
| |
| (verify) | |
ଡେସିଟାବାଇନ, ଡାକୋଜିନ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ମାୟେଲୋଡିସପ୍ଲାଷ୍ଟିକ୍ ସିଣ୍ଡ୍ରୋମ ଏବଂ ଆକ୍ୟୁଟ ମାୟେଲଏଡ ଲିଉକେମିଆ (AML) ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [୧] [୨] ବୟସ୍କ ବ୍ୟକ୍ତିଙ୍କର ଆକ୍ୟୁଟ ମାୟେଲଏଡ ଲିଉକେମିଆ ଥିଲେ ଏହା ବ୍ୟବହୃତ ହୁଏ ଯେଉଁମାନେ ସାଧାରଣ କେମୋଥେରାପି ପାଇଁ ଯୋଗ୍ୟ ନୁହଁନ୍ତି ।[୩] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, ସ୍ୱଳ୍ପ ଲୋହିତ ରକ୍ତ କଣିକା ଏବଂ କମ୍ ପ୍ଲାଟେଲେଟ ହୋଇପାରେ ।[୨] ଅନ୍ୟ ଏକ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଏକ ପାରିମିଡାଇନ ଆନାଲଗ ଯାହା ଡିଏନଏ ମିଥାଇଲଟ୍ରାନ୍ସଫରେଜକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୩] [୨]
୨୦୦୬ ମସିହାରେ ଆମେରିକାରେ ଏବଂ ୨୦୧୨ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡେସିଟାବାଇନ ଅନୁମୋଦିତ ହୋଇଥିଲା ।[୧] [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ୫୦ମିଗ୍ରାର ମୂଲ୍ୟ ୯୭୦ ପାଉଣ୍ଡ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୧୪ ଡଲାର ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Decitabine Monograph for Professionals". Drugs.com (in ଇଂରାଜୀ). Archived from the original on 17 August 2019. Retrieved 21 December 2021.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Dacogen". Archived from the original on 18 November 2021. Retrieved 21 December 2021.
- ↑ ୩.୦ ୩.୧ ୩.୨ BNF 81: March-September 2021. BMJ Group and the Pharmaceutical Press. 2021. p. 954. ISBN 978-0857114105.
- ↑ "Decitabine Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 21 December 2021.