Jump to content

ଡେସିଟାବାଇନ

ଉଇକିପିଡ଼ିଆ‌ରୁ
(Decitabineରୁ ଲେଉଟି ଆସିଛି)
ଡେସିଟାବାଇନ
Clinical data
Trade namesDacogen
Synonyms5-aza-2'-deoxycytidine
AHFS/Drugs.commonograph
MedlinePlusa608009
data
Pregnancy
category
  • US: N (Not classified yet)
    Routes of
    administration
    Intravenous
    Legal status
    Legal status
    Pharmacokinetic data
    Protein binding<1%
    Elimination half-life30 minutes
    Identifiers
    • 4-Amino-1-(2-deoxy-β-D-erythro-pentofuranosyl)-1,3,5-triazin-2(1H)-one
    ECHA InfoCard100.017.355 Edit this at Wikidata
    Chemical and physical data
    FormulaC8H12N4O4
    Molar mass୨୨୮.୨୧ g·mol−1
    3D model (JSmol)
    • O=C1/N=C(\N=C/N1[C@@H]2O[C@@H]([C@@H](O)C2)CO)N
    • InChI=1S/C8H12N4O4/c9-7-10-3-12(8(15)11-7)6-1-4(14)5(2-13)16-6/h3-6,13-14H,1-2H2,(H2,9,11,15)/t4-,5+,6+/m0/s1 checkY
    • Key:XAUDJQYHKZQPEU-KVQBGUIXSA-N checkY
      (verify)

    ଡେସିଟାବାଇନ, ଡାକୋଜିନ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ମାୟେଲୋଡିସପ୍ଲାଷ୍ଟିକ୍ ସିଣ୍ଡ୍ରୋମ ଏବଂ ଆକ୍ୟୁଟ ମାୟେଲଏଡ ଲିଉକେମିଆ (AML) ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [] [] ବୟସ୍କ ବ୍ୟକ୍ତିଙ୍କର ଆକ୍ୟୁଟ ମାୟେଲଏଡ ଲିଉକେମିଆ ଥିଲେ ଏହା ବ୍ୟବହୃତ ହୁଏ ଯେଉଁମାନେ ସାଧାରଣ କେମୋଥେରାପି ପାଇଁ ଯୋଗ୍ୟ ନୁହଁନ୍ତି ।[] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, ସ୍ୱଳ୍ପ ଲୋହିତ ରକ୍ତ କଣିକା ଏବଂ କମ୍ ପ୍ଲାଟେଲେଟ ହୋଇପାରେ ।[] ଅନ୍ୟ ଏକ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ପାରିମିଡାଇନ ଆନାଲଗ ଯାହା ଡିଏନଏ ମିଥାଇଲଟ୍ରାନ୍ସଫରେଜକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[] []

    ୨୦୦୬ ମସିହାରେ ଆମେରିକାରେ ଏବଂ ୨୦୧୨ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡେସିଟାବାଇନ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ୫୦ମିଗ୍ରାର ମୂଲ୍ୟ ୯୭୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୧୪ ଡଲାର ।[]

    1. 1 2 3 4 "Decitabine Monograph for Professionals". Drugs.com (in ଇଂରାଜୀ). Archived from the original on 17 August 2019. Retrieved 21 December 2021.
    2. 1 2 3 4 5 "Dacogen". Archived from the original on 18 November 2021. Retrieved 21 December 2021.
    3. 1 2 3 BNF 81: March-September 2021. BMJ Group and the Pharmaceutical Press. 2021. p. 954. ISBN 978-0857114105.
    4. "Decitabine Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 21 December 2021.