ଡେକ୍ସଟ୍ରୋପ୍ରୋପୋକ୍ସିଫେନ

ଉଇକିପିଡ଼ିଆ‌ରୁ
ଡେକ୍ସଟ୍ରୋପ୍ରୋପୋକ୍ସିଫେନ
Clinical data
Trade namesDarvon, others
AHFS/Drugs.commonograph
MedlinePlusa682325
data
Pregnancy
category
Routes of
administration
By mouth
Legal status
Legal status
Pharmacokinetic data
Bioavailability40%[୨]
Protein binding78%[୨]
MetabolismLiver-mediated, CYP3A4-mediated N-demethylation (major), aromatic hydroxylation (minor) and ester hydrolysis (minor)[୨]
Onset of action< 1 hr[୧]
Elimination half-life6–12 hours; 30–36 hours (active metabolite, nordextropropoxyphene)[୩]
Duration of actionUp to 6 hrs[୧]
ExcretionUrine (major), breastmilk (minor)[୨]
Identifiers
  • (1S,2R)-1-benzyl-3-(dimethylamino)-2-methyl-1-phenylpropyl propionate
ECHA InfoCard100.006.747 Edit this at Wikidata
Chemical and physical data
FormulaC22H29NO2
Molar mass୩୩୯.୪୮ g·mol−1
3D model (JSmol)
Melting point75 °C (167 °F)
  • CCC(=O)O[C@](Cc1ccccc1)(c2ccccc2)[C@H](C)CN(C)C
  • InChI=1S/C22H29NO2/c1-5-21(24)25-22(18(2)17-23(3)4,20-14-10-7-11-15-20)16-19-12-8-6-9-13-19/h6-15,18H,5,16-17H2,1-4H3/t18-,22+/m1/s1 checkY
  • Key:XLMALTXPSGQGBX-GCJKJVERSA-N checkY
  (verify)

ଡେକ୍ସଟ୍ରୋପ୍ରୋପୋକ୍ସିଫେନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଡାରଭନ୍, ଓପିଓଏଡ଼ ଶ୍ରେଣୀର ଏକ ଯନ୍ତ୍ରଣା ନିବାରକ ଔଷଧ ।[୧] ଏହା ଯନ୍ତ୍ରଣା ଲାଘବ ପାଇଁ ବ୍ୟବହୃତ ହୋଇଛି କିନ୍ତୁ ଏହାର ଉପକାରୀତାପାରାସେଟାମୋଲ (ଏସିଟାମିନୋଫାଇନ୍) ସହିତ ସମାନ ଏବଂ ଆଇବୁପ୍ରୋଫେନଠାରୁ କମ୍ ଅଟେ ।[୧] [୪] ସମାନ ପରିମାଣର କୋଡିନର ଅଧା ଶକ୍ତି ଏହାର ଅଛି ।[୫] ଏହା ପାଟିରେ ଦିଆଯାଏ ।[୬] ଏହାର ପ୍ରଭାବର ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ ଏବଂ ୬ ଘଣ୍ଟା ପର୍ଯ୍ୟନ୍ତ ରହିପାରେ ।[୧]

ପାର୍ଶ୍ୱ ପ୍ରତିକ୍ରିୟାରେ ଅନିୟମିତ ହୃତ୍ ସ୍ପନ୍ଦନ, ଶ୍ୱାସକ୍ରିୟା ହାର ହ୍ରାସ, ଏବଂ ବାତ ଅନ୍ତର୍ଭୁକ୍ତ ହୋଇପାରେ ।[୭] [୧] ଏହାର ଅପବ୍ୟବହାର ହେବାର ଆଶଙ୍କା ଅଧିକ ରହିଛି ଏବଂ ଐତିହାସିକ ଭାବରେ ଡ୍ରଗ୍ ଅପବ୍ୟବହାର ହେତୁ ମୃତ୍ୟୁର ଏହା ଏକ ସାଧାରଣ କାରଣ ଥିଲା ।[୧][୮] ନାଲୋକ୍‌ସୋନ ଯୋଗୁ ଏହାର ପ୍ରଭାବ ଓଲଟା ହୋଇପାରେ ।[୯] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧]

ଆମେରିକାରେ ୧୯୫୭ ମସିହାରେ ପ୍ରଥମେ ଡେକ୍ସଟ୍ରୋପ୍ରୋପୋକ୍ସିଫେନ ଔଷଧ ଚିକିତ୍ସା ବ୍ୟବହାରରେ ଆସିଥିଲା [୧] ଏହା ପରେ ଆମେରିକା, କାନାଡା, ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତର ବଜାରରୁ ଏହାକୁ ହଟାଇ ଦିଆଯାଇଥିଲା ।[୭] ଅଷ୍ଟ୍ରେଲିଆରେ ଏପର୍ଯ୍ୟନ୍ତ ଏହା ଉପଲବ୍ଧ ଥିବାବେଳେ ୨୦୧୪ ସୁଦ୍ଧା ପ୍ରତିବନ୍ଧକ ରହିଛି ।[୭] ଯୁକ୍ତରାଜ୍ୟରେ ଏହା ନୂତନ ରୋଗୀଙ୍କ ପାଇଁ ଉପଲବ୍ଧ ନୁହେଁ ।[୯] ଏହା ସାଧାରଣତଃ ପାରାସିଟାମଲ୍ କିମ୍ବା ଆସ୍ପିରିନ୍ ସହିତ ଏକ ମିଶ୍ରଣ ଔଷଧ ଭାବରେ ବିକ୍ରି ହେଉଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ Barkin, RL; Barkin, SJ; Barkin, DS (November 2006). "Propoxyphene (dextropropoxyphene): a critical review of a weak opioid analgesic that should remain in antiquity". American journal of therapeutics. 13 (6): 534–42. doi:10.1097/01.mjt.0000253850.86480.fb. PMID 17122535.
  2. ୨.୦ ୨.୧ ୨.୨ ୨.୩ Davis, MP; Glare, PA; Hardy, J (2009) [2005]. Opioids in Cancer Pain (2nd ed.). Oxford, UK: Oxford University Press. ISBN 978-0-19-157532-7.
  3. "PRODUCT INFORMATION PARADEX" (PDF). TGA eBusiness Services. Aspen Pharmacare Australia Pty Ltd. 2 March 2010. Archived from the original on 9 January 2016. Retrieved 9 April 2014.
  4. Collins, SL; Edwards, JE; Moore, RA; McQuay, HJ (2000). "Single dose dextropropoxyphene, alone and with paracetamol (acetaminophen), for postoperative pain". The Cochrane database of systematic reviews (2): CD001440. doi:10.1002/14651858.CD001440. PMID 10796793.
  5. Sneader, Walter (2005). Drug Discovery: A History (in ଇଂରାଜୀ). John Wiley & Sons. p. 123. ISBN 978-0-470-01552-0. Archived from the original on 2021-08-28. Retrieved 2020-11-10.
  6. Stannard, Cathy; Coupe, Michael; Pickering, Tony (2013). Opioids in Non-Cancer Pain (in ଇଂରାଜୀ). OUP Oxford. p. 34. ISBN 978-0-19-967807-5. Archived from the original on 2021-08-28. Retrieved 2020-11-10.
  7. ୭.୦ ୭.୧ ୭.୨ Administration, Australian Government Department of Health Therapeutic Goods (7 January 2014). "Dextropropoxyphene: questions and answers". Therapeutic Goods Administration (TGA) (in ଇଂରାଜୀ). Archived from the original on 13 October 2020. Retrieved 10 November 2020.
  8. Drugs of Abuse, 2005 Edition, * (in ଇଂରାଜୀ). United States. Drug Enforcement Administration. p. 24. Archived from the original on 2021-08-28. Retrieved 2020-11-10.
  9. ୯.୦ ୯.୧ BNF 79. London: Pharmaceutical Press. March 2020. p. 455, 1401. ISBN 978-0857113658.