ଡାବୁଗାଁ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
(ଡାବୁଗାଁ (ବିଧାନସଭା ନିର୍ବାଚନ ମଣ୍ଡଳୀ)ରୁ ଲେଉଟି ଆସିଛି)
| ଡାବୁଗାଁ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
|---|---|
| ଭୋଟର ସଂଖ୍ୟା (୨୦୧୪): | ୧,୭୮,୦୨୫ |
| ଜିଲ୍ଲା: | ନବରଙ୍ଗପୁର |
| ଲୋକ ସଭା ନିର୍ବାଚନ ମଣ୍ଡଳୀ: | ନବରଙ୍ଗପୁର |
| ପଞ୍ଚାୟତ ସମିତି: | ୩ |
| ଗ୍ରାମ ପଞ୍ଚାୟତ: | |
| ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
| ପୌର ପରିଷଦ: | ୦ |
ଡାବୁଗାଁ (କ୍ରମିକ ସଂଖ୍ୟା: ୭୬) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଡାବୁଗାଁ ବ୍ଳକ, ପାପଡ଼ାହାଣ୍ଡି ବ୍ଳକ ଓ କୋଷାଗୁମୁଡ଼ା ବ୍ଳକର କିଛି ଅଞ୍ଚଳ ।[୨][୩]
ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭୁଜବଳ ମାଝୀ ବିଜୁ ଜନତା ଦଳ ପ୍ରାର୍ଥୀ ମୋତିରାମ ନାୟକଙ୍କଠାରୁ ୬୦୯୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭୁଜବଳ ମାଝି, ବିଜୁ ଜନତା ଦଳ ପ୍ରାର୍ଥୀ ମୋତିରାମ ନାୟକଙ୍କଠାରୁ ୭,୩୭୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]| ୨୦୦୯ ବିଧାନ ସଭା ନିର୍ବାଚନ, ଡାବୁଗାଁ [୬] | |||||
|---|---|---|---|---|---|
| ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
| କଂଗ୍ରେସ | ଭୁଜବଳ ମାଝି | ୪୪,୭୨୩ | ୩୭.୩୦ | - | |
| ବିଜଦ | ମୋତିରାମ ନାୟକ | ୩୭,୩୪୯ | ୩୧.୧୫ | - | |
| ଭାଜପା | ମୋହନ ମାଝି | ୨୫,୫୪୩ | ୧୮.୮୦ | - | |
| ସମୃଦ୍ଧ ଓଡ଼ିଶା | ମଙ୍ଗଳ ଚରଣ ନାଏକ | ୯,୭୭୩ | ୮.୧୫ | - | |
| ବସପା | ଭାସ୍କର ମାଝି | ୫,୫୧୯ | ୪.୬୦ | - | |
| ଭୋଟ ବ୍ୟବଧାନ | ୭,୩୭୪ | ୬.୧୫* | - | ||
| ମତଦାନ ହାର | ୧,୧୯,୯୦୯ | ୭୨.୩୧ | - | ||
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୬୧ରୁ ୨୦୧୪ ମଧ୍ୟରେ ମୋଟ ୧୩ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୧୯: ମନୋହର ରନ୍ଧାରୀ (ବିଜଦ)
- ୨୦୧୪: ଭୁଜବଳ ମାଝି (କଂଗ୍ରେସ)
- ୨୦୦୯: (୭୬): ଭୁଜବଳ ମାଝି (କଂଗ୍ରେସ)
- ୨୦୦୪: (୯୨): ରମେଶ ଚନ୍ଦ୍ର ମାଝି (ବିଜଦ)
- ୨୦୦୦: (୯୨): ଭୁଜବଳ ମାଝି (କଂଗ୍ରେସ)
- ୧୯୯୫: (୯୨): ଯାଦବ ମାଝି (ଜନତା ଦଳ)
- ୧୯୯୦: (୯୨): ଯାଦବ ମାଝି (ଜନତା ଦଳ)
- ୧୯୮୫: (୯୨): ଡମ୍ବରୁ ମାଝି (କଂଗ୍ରେସ)
- ୧୯୮୦: (୯୨): ଫୁଲମଣି ଶାନ୍ତା (କଂଗ୍ରେସ-ଇ)
- ୧୯୭୭: (୯୨): ଶ୍ୟାମଘନ ମାଝି (ଜନତା)
- ୧୯୭୪: (୯୨): ଶ୍ୟାମଘନ ମାଝି (ସ୍ୱତନ୍ତ୍ର)
- ୧୯୭୧: (୮୬): ଡମ୍ବରୁ ମାଝି (ସ୍ୱତନ୍ତ୍ର)
- ୧୯୬୭: (୮୬): ଡମ୍ବରୁ ମାଝି (ସ୍ୱତନ୍ତ୍ର)
- ୧୯୬୧: (୨): ଜଗନ୍ନାଥ ତ୍ରିପାଠୀ (କଂଗ୍ରେସ)
ଆଧାର
[ସମ୍ପାଦନା]- ↑ "Dabugam Assembly Election 2009, Orissa". empoweringindia.org. Archived from the original on 18 March 2014. Retrieved 16 June 2013.
Constituency: Dabugam (76) District : Nabarangpur
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
7374
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 92-Dabugam Constituency of ORISSA". eci.nic.in. 2006. Retrieved 16 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf