Jump to content

ଡାଇକ୍ଲୋଫେନାମାଇଡ

ଉଇକିପିଡ଼ିଆ‌ରୁ
ଡାଇକ୍ଲୋଫେନାମାଇଡ
Skeletal formula of diclofenamide
Space-filling model of diclofenamide
Clinical data
AHFS/Drugs.commonograph
MedlinePlusa601233
Pharmacokinetic data
Protein binding55%
Identifiers
  • 4,5-Dichlorobenzene-1,3-disulfonamide
ECHA InfoCard100.004.037 Edit this at Wikidata
Chemical and physical data
FormulaC6H6Cl2N2O4S2
Molar mass୩୦୫.୧୪ g·mol−1
3D model (JSmol)
Melting point228.5 °C (443.3 °F)
  • Clc1c(cc(cc1Cl)S(=O)(=O)N)S(=O)(=O)N
  • InChI=1S/C6H6Cl2N2O4S2/c7-4-1-3(15(9,11)12)2-5(6(4)8)16(10,13)14/h1-2H,(H2,9,11,12)(H2,10,13,14) checkY
  • Key:GJQPMPFPNINLKP-UHFFFAOYSA-N checkY
  (verify)

ଡାଇକ୍ଲୋଫେନାମାଇଡ, (ଇଂରାଜୀ ଭାଷାରେ Diclofenamide), ଯାହା ଡାଇକ୍ଲୋରଫେନାମାଇଡ ଭାବରେ ମଧ୍ୟ ଜଣାଶୁଣା, ହେଉଛି ଏକ ଔଷଧ ଯାହା ହାଇପରକାଲେମିକ ପର୍ଯ୍ୟାୟ ପକ୍ଷାଘାତ ଏବଂ ହାଇପୋକାଲେମିକ ପର୍ଯ୍ୟାୟ ପକ୍ଷାଘାତ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହାର ଉପକାର ପ୍ରମାଣ ଦୁର୍ବଳ ଜଣାଯାଏ ।[] ଏହା ପାଟିରେ ଦିଆଯାଏ ।[] ପୂର୍ବରୁ ଏହା ଗ୍ଲକୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିଲା ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଲୁଆ, ସ୍ୱାଦର ପରିବର୍ତ୍ତନ ଏବଂ ଦ୍ୱନ୍ଦ୍ୱ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ, କମ୍ ପୋଟାସିୟମ୍, ମେଟାବୋଲିକ୍ ଏସିଡୋସିସ୍ ଏବଂ ପତନ ହୋଇପାରେ ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ | [] ଏହା ଏକ କାର୍ବୋନିକ୍ ଆନହାଇଡ୍ରେଜ୍ ଇନହିବିଟର ।[]

୧୯୫୮ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡାଇକ୍ଲୋଫେନାମାଇଡ ଅନୁମୋଦିତ ହୋଇଥିଲା ।[] କିନ୍ତୁ ଏହା ୨୦୧୬ ମସିହା ପର୍ଯ୍ୟନ୍ତ ପର୍ଯ୍ୟାୟ ପକ୍ଷାଘାତ ପାଇଁ ଅନୁମୋଦିତ ହୋଇନଥିଲା ।[] ଏହା ୨୦୧୬ରେ ୟୁରୋପରେ ଅନାଥ ଔଷଧ ମାନ୍ୟତା ପାଇଲା ଏବଂ ୨୦୧୯ରେ ଅନୁମୋଦନ ପାଇଁ ଅନୁରୋଧ ପ୍ରତ୍ୟାହାର କରାଯାଇଥିଲା ।[] ଯୁକ୍ତରାଷ୍ଟ୍ରରେ ୫୦ ମିଗ୍ରା ବିଶିଷ୍ଟ ୧୦୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୬,୦୦୦ ଡଲାର ଥିଲା ।[]

  1. 1 2 3 4 5 "DailyMed - KEVEYIS- dichlorphenamide tablet". dailymed.nlm.nih.gov. Archived from the original on 11 January 2022. Retrieved 24 December 2021.
  2. 1 2 3 "Ekesivy: Withdrawal of the marketing authorisation application". Archived from the original on 14 November 2021. Retrieved 24 December 2021.
  3. 1 2 "Dichlorphenamide Monograph for Professionals". Drugs.com (in ଇଂରାଜୀ). Retrieved 24 December 2021.
  4. "Ekesivy International non-proprietary name: diclofenamide" (PDF). Archived (PDF) from the original on 11 January 2022. Retrieved 24 December 2021.
  5. "Keveyis Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 January 2021. Retrieved 24 December 2021.